No lexicon data found for Strong's number: 2798

Matthew 13:32
ସେ ବୀଜ ଅନ୍ୟ ବୀଜ ତୁଳନା ରେ ସବୁଠାରୁ େଛାଟ ଥାଏ, କିନ୍ତୁ ତାହା ଯେତବେେଳେ ବଡ ହୁଏ, ସେତବେେଳେ ବଗିଚା ରେ ସମସ୍ତ ଚାରା ଅପେକ୍ଷା ବଡ ହାଇଯୋଏ। ତାହା ଗଛ ରେ ପରିଣତ ହୁଏ। ଆକାଶର ପକ୍ଷୀମାନେ ଆସି ଏହି ଗଛର ଶାଖା ରେ ବସା ବାନ୍ଧି ଆଶ୍ରୟ ନିଅନ୍ତି।

Matthew 21:8
ଯୀଶୁ ୟିରୂଶାଲମ ରାସ୍ତା ରେ ଯାତ୍ରା କଲେ। ଅନକେ ଲୋକ ଯୀଶୁଙ୍କ ପାଇଁ ସମାନଙ୍କେର ଲୁଗା ରାସ୍ତା ରେ ବିଛଇେ ଦେଲେ। ଆଉ କେତକେ ଲୋକ ଗଛରୁ ଡ଼ାଳ ସବୁ କାଟି ରାସ୍ତା ରେ ବିଛାଇ ଦେଲେ।

Matthew 24:32
ଡ଼ିମ୍ବିରି ଗଛରୁ ଗୋଟିଏ ଶିକ୍ଷା ଲାଭ କର। ଯେତବେେଳେ ଡ଼ିମ୍ବିରି ଗଛର ଡ଼ାଳଗୁଡ଼ିକ ଶାଗୁଆ ଓ ନରମ ହୁଏ, ସେତବେେଳେ ତୁମ୍ଭେ ଜାଣ ଯେ, ଖରାଦିନ ଶୀଘ୍ର ଆସିୟିବ।

Mark 4:32
କିନ୍ତୁ ତୁମ୍ଭେ ବୁଣିବା ପରେ ଏହି ବୀଜ ବଢି ତୁମ୍ଭ ବଗିଚାର ଅନ୍ୟ ଗଛମାନଙ୍କ ଭିତ ରେ ସବୁଠାରୁ ବଡ ହାଇଯୋଏ। ତା'ର ଶାଖା ଗୁଡିକ ବଡ ହାଇଯୋଏ। ପକ୍ଷୀମାନେ ଆସି ତା ଛାଇ ରେ ବସା ବାନ୍ଧି ରହନ୍ତି।

Mark 13:28
ଡିମ୍ବିରି ଗଛ ଆମ୍ଭକୁ ଗୋଟିଏ ଶିକ୍ଷା ଦିଏ। ଯେତବେେଳେ ଡିମ୍ବିରି ଗଛର ଡାଳ ଗୁଡିକ ଶାଗୁଆ ଓ ନରମ ପଡିଯାଏ ଏବଂ ନୂଆ ପତ୍ର କଅଁଳିବାକୁ ଆରମ୍ଭ କରେ, ସେତବେେଳେ ତୁମ୍ଭମାନେେ ଜାଣି ପାର ଯେ ଗ୍ରୀଷ୍ମଋତୁ ପାଖଇେ ଗଲାଣି।

Luke 13:19
ପରମେଶ୍ବରଙ୍କ ରାଜ୍ଯ ଗୋଟିଏ ଶାରେିଷ ଦାନା ଭଳି। ଜଣେ ଲୋକ ସେ ଶାରେିଷ ମଞ୍ଜିଟି ତା' ବଗିଚା ରେ ବୁଣେ। ମଞ୍ଜିଟିରୁ ଗଜା ବାହାରି ଗଛ ହୁଏ। ପକ୍ଷୀମାନେ ଏହାର ଡାଳ ରେ ବସା ବାନ୍ଧନ୍ତି।

Romans 11:16
ଆମ୍ବ ଭୋଜନର ପ୍ରଥମ ଭାଗଟି ଯଦି ପରମେଶ୍ବରଙ୍କୁ ସମର୍ପଣ କରାଯାଏ, ତା' ହେଲେ ସମସ୍ତ ଭୋଜନ ପବିତ୍ର ହୁଏ। ଯଦି କୌଣସି ଗଛର ଚରେ ପବିତ୍ର, ତା' ହେଲେ ସହେି ଗଛର ସମସ୍ତ ଡାଳ ମଧ୍ଯ ପବିତ୍ର।

Romans 11:17
ଧରି ନିଅ ଗୋଟିଏ ଜୀତ ବୃକ୍ଷର ଶାଖାଗୁଡିକ ଭାଙ୍ଗି ଯାଇଛି। ଗୋଟିଏ ଅନ୍ୟ ଜଗଂଲୀ ଜୀତଗଛର ଶାଖାଗୁଡିକ ଆଣି ପ୍ରଥମ ଗଛ ସହିତ ସଂୟୁକ୍ତ କରା ହେଲା। ତୁମ୍ଭେ ଅଣଯିହୂଦୀମାନେ ସହେି ଜଙ୍ଗଲୀ ଜୀତଗଛଭଳି। ତୁମ୍ଭମାନେେ ସହେି ପ୍ରଥମ ଗଛମାନଙ୍କଠାରୁ ଶକ୍ତି ଓ ଜୀବନ ପ୍ରାପ୍ତ କରୁଛ।

Romans 11:18
ସେଥିପାଇଁ,ପ୍ରଥମ ଗଛର ସେ ଭଙ୍ଗା ଡାଳ ଗୁଡିକ ନିମନ୍ତେ ତୁମ୍ଭମାନଙ୍କର ଗର୍ବ କରିବାର କୌଣସି କାରଣ ନାହିଁ। କାରଣ ତୁମ୍ଭେ ମାନେ ପ୍ରଥମ ଗଛର ଚରକେୁ ଜୀବନ ପ୍ରଦାନ କରୁ ନାହିଁ, ବରଂ ସହେି ଚରେ ତୁମ୍ଭମାନଙ୍କୁ ଜୀବନ ପ୍ରଦାନ କରୁଛି।

Romans 11:19
ତୁମ୍ଭମାନେେ କହି ପାର, ସେ ଗଛର ଡାଳ ଗୁଡିକ ଭାଙ୍ଗି ପଡିବାରୁ ମୁଁ ତା' ସହିତ ସଂୟୁକ୍ତ ହଲିେ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்