Matthew 5:23
ଯେତବେେଳେ ତୁମ୍ଭମାନେେ ପରମେଶ୍ବରଙ୍କ ନିକଟକୁ ତୁମ୍ଭମାନଙ୍କର ନବୈେଦ୍ଯ ଦାନ ଆଣ, ସେତବେେଳେ ଅନ୍ୟ ଲୋକମାନଙ୍କ ବିଷୟ ଚିନ୍ତା କର। ଯଦି ବଦେୀ ଉପରେ ପରମେଶ୍ବରଙ୍କୁ ନବୈେଦ୍ଯ ଦାନ ଦବୋ ବେଳେ ତୁମ୍ଭର ମନେ ପଡିଯାଏ ଯେ, ତୁମ୍ଭ ବିରୁଦ୍ଧ ରେ କାହାର କିଛି କଥା ଅଛି,
Matthew 5:24
ତବେେ ତୁମ୍ଭର ନବୈେଦ୍ଯ ଦାନ ସହେିଠା ରେ ଛାଡି ଦଇେ ସହେି ଲୋକଟି ପାଖକୁ ଯାଅ ଏବଂ ତା ସହିତ ଶାନ୍ତି ସ୍ଥାପନ କିର, ତା'ପରେ ଆସି ତୁମ୍ଭର ନବୈେଦ୍ଯ ଦାନ ଅର୍ପଣ କର।
Matthew 23:18
ତୁମ୍ଭମାନେେ କହିଥାଅ, 'ଯଦି କହେି ବଦେୀନାମ ରେ ଶପଥ ନିଏ, ତବେେ ତାର କୌଣସି ଅର୍ଥ ନାହିଁ। କିନ୍ତୁ ଯଦି ଜଣେ ବଦେୀ ଉପରେ ରଖାଯାଇଥିବା ଉପହାର ନାମ ରେ ଶପଥ ନିଏ, ତବେେ ତାକୁ ନିଶ୍ଚିତ ଭାବରେ ରକ୍ଷା କରିବାକୁ ପଡ଼ିବ।
Matthew 23:19
ତୁମ୍ଭମାନେେ ଅନ୍ଧ। ତୁମ୍ଭେ କିଛି ବୁଝିନାହଁ। ବଡ଼ କିଏ? ବଦେୀ ନା ଉପହାର? ବଦେୀ ଉପହାରକୁ ପବିତ୍ର କରିଥାଏ। ତେଣୁ ବଦେୀ ବଡ଼।
Matthew 23:20
ଏଣୁ ଯଦି କହେି ବଦେୀ ନାମ ରେ ଶପଥ କରେ, ତବେେ ସେ ବଦେୀ ସହିତ ବଦେୀ ଉପରେ ଯାହା ରଖା ଯାଇଥାଏ, ସେ ସମସ୍ତଙ୍କ ନାମ ରେ ଶପଥ କରିଥାଏ।
Matthew 23:35
ତେଣୁ ଧାର୍ମିକ ଲୋକ ହବେଲଙ୍କଠାରୁ ଆରମ୍ଭ କରି ବରେିଖିୟଙ୍କ ପୁତ୍ର ୟିଖରିୟଙ୍କ ପର୍ୟ୍ଯନ୍ତ ଏ ପୃଥିବୀ ରେ ଯେତେ ଭଲ ଲୋକଙ୍କୁ ମାରି ଦିଆ ଯାଇଛି, ସେଥିପାଇଁ ତୁମ୍ଭମାନେେ ଦୋଷୀ ସାବ୍ଯସ୍ତ ହବେ। ବରେିଖିୟଙ୍କ ପୁତ୍ରୟିଖରିୟଙ୍କୁ ମନ୍ଦିର ଓ ବଦେୀ ମଧ୍ଯ ସ୍ଥଳ ରେ ତୁମ୍ଭମାନେେ ହତ୍ଯା କରିଥିଲ।
Luke 1:11
ସହେି ସମୟରେ ଜିଖରିୟଙ୍କ ଆଗ ରେ ପ୍ରଭୁଙ୍କର ଜଣେ ସ୍ବର୍ଗଦୂତ ଦର୍ଶନ ଦେଲେ। ସେ ଧୂପବଦେୀର ଡାହାଣ ପଟେ ଠିଆ ହାଇେଥିଲେ।
Luke 11:51
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ହବେଲ ଙ୍କ ରକ୍ତପାତଠାରୁ ଆରମ୍ଭ କରି ବଦେୀ ଓ ମନ୍ଦିର ର ମଧ୍ଯସ୍ଥଳ ରେ ନିହତ ହାଇେଥିବା ଜିଖରିୟଙ୍କ ରକ୍ତପାତ ପର୍ୟ୍ଯନ୍ତ ସମସ୍ତ ଭବିଷ୍ଯଦ୍ବକ୍ତାଙ୍କ ରକ୍ତପାତ ପାଇଁ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡିବ।
Romans 11:3
ଏଲିୟ କହିଥିଲେ: ପ୍ରଭୁ, ଲୋକେ ତୁମ୍ଭର ଭବିଷ୍ଯଦ୍ବକ୍ତାଗଣକୁ ବଧ କରିଛନ୍ତି, ଓ ତୁମ୍ଭର ୟଜ୍ଞବଦେି ସବୁ ଭାଗିଂଛନ୍ତି। କବଳେ ମୁଁ ଜଣେ ଭବିଷ୍ଯଦ୍ ବକ୍ତା ବଞ୍ଚିଛି, ସମାନେେ ମାେତେ ମଧ୍ଯ ମାରି ଦବୋ ପାଇଁ ଚେଷ୍ଟା କରୁଛନ୍ତି।
1 Corinthians 9:13
ତୁମ୍ଭମାନେେ କ'ଣ ଜାଣ ନାହିଁ ଯେ, ଯେଉଁମାନେ ମନ୍ଦିରର ସବେକ ସମାନେେ ମନ୍ଦିରକୁ ଅଣାଯାଇଥିବା ବଳି ଉତ୍ସର୍ଗରୁ କିଛି ଆଣି ନିଜର ଜୀବିକା ନିର୍ବାହ କରନ୍ତି। ଓ ଯେଉଁମାନେ ବଦେୀର ସବୋ ରେ ନିୟୁକ୍ତ ସମାନେେ ବଦେୀକୁ ଅଣାଯାଇଥିବା ନବୈେଦ୍ଯରୁ କିଛି ଭାଗ ପାଆନ୍ତି।
Occurences : 23
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்