No lexicon data found for Strong's number: 1622

Matthew 23:26
ରେ ଅନ୍ଧ ଫାରୂଶୀମାନେ! ପ୍ରଥମେ ଗିନାର ଭିତର ପଟ ମାଜି ସଫା କର। କିନ୍ତୁ ବାସ୍ତବ ରେ ଗିନାର ଭିତର ପଟ ସଫା ରହିଲେ ବାହାର ପଟ ମଧ୍ଯ ସଫା ହାଇେ ପାରିବ।

Acts 26:22
କିନ୍ତୁ ମାେତେ ପରମେଶ୍ବର ସାହାୟ୍ଯ କଲେ। ସେ ଆଜି ପର୍ୟ୍ଯନ୍ତ ମାେତେ ସାହାୟ୍ଯ କରିଆସୁଛନ୍ତି। ପରମେଶ୍ବରଙ୍କ ସାହାୟ୍ଯ ପାଇ ମୁଁ ଏଠା ରେ ଠିଆ ହାଇେଛି। ଉଭୟ ପ୍ରଭାବଶାଳୀ ଓ ସାଧାରଣ ଲୋକମାନଙ୍କୁ, ମୁଁ ଦେଖିଥିବା କଥା କହୁଛି। ମୁଁ କିଛି ନୂଆ କଥା କହୁନାହିଁ। ମାଶାେ ଓ ଭାବବାଦୀମାନେ ଯାହା ସବୁ ଘଟିବ ବୋଲି କହିଛନ୍ତି, ମୁଁ ସହେି କଥା କହୁଛି।

1 Corinthians 6:18
ଅତଏବ ୟୌନଗତ ପାପଠାରୁ ଦୂର ରେ ରୁହ। ଜଣେ ଲୋକ ଅନ୍ୟ ସମସ୍ତ ପ୍ରକାରର ପାପ, ନିଜ ଶରୀରର ବାହା ରେ କରେ। କିନ୍ତୁ ୟୌନଗତ ପାପ ଦ୍ବାରା ସେ ନିଜ ଶରୀର ବିରୁଦ୍ଧ ରେ ପାପ କରେ।

1 Corinthians 14:5
ତୁମ୍ଭମାନେେ ସମସ୍ତେ ଅନକେ ଗୁଡ଼ିଏ ଭାଷା କୁହ, ଏହା ମୁଁ ଇଚ୍ଛା କରେ, କିନ୍ତୁ ତୁମ୍ଭମାନେେ ଯେ ଭାବବାଣୀ କୁହ, ଏହା ମାହେର ଅଧିକ ଇଚ୍ଛା। ଯେଉଁଲୋକ ଭାବବାଣୀ କ ହେ, ସେ ବିଭିନ୍ନ ଭାଷା କହି ପାରିବା ଲୋକଠାରୁ ଶ୍ ରେଷ୍ଠ। କିନ୍ତୁ ସେ ଯଦି ସହେି ଭାଷାଗୁଡ଼ିକର ଅର୍ଥ କରିପାରୁଥିବ ତବେେ ସେ ଭାବବାଣୀ କହୁଥିବା ଲୋକ ସହିତ ସମାନ। ଏହାଦ୍ବାରା ମଣ୍ଡଳୀକୁ ସାହାୟ୍ଯ ହବେ।

1 Corinthians 15:2
ତୁମ୍ଭମାନେେ ଏହି ସୁସମାଚାର ଦ୍ବାରା ପରିତ୍ରାଣ ପାଇଛ। କିନ୍ତୁ ମାେ କହିଥିବା କଥାଗୁଡ଼ିକୁ ତୁମ୍ଭମାନେେ ବିଶ୍ବାସ କରି ଚାଲିବା ଉଚିତ୍। ନଚେତ୍ ତୁମ୍ଭେ ବ୍ଯର୍ଥ ରେ ବିଶ୍ବାସୀ ହାଇେଥିଲ।

1 Corinthians 15:27
ଶାସ୍ତ୍ର କୁ ହେ : ପରମେଶ୍ବର ସମସ୍ତ ବିଷୟକୁ ତାହାଙ୍କର ପାଦତଳେ ରଖିଛନ୍ତି। ଯେତବେେଳେ ଏହା କୁ ହେ ଯେ, ସେ ସମସ୍ତ ବିଷୟ ତାହାଙ୍କ ପାଦତଳେ ବଶୀଭୂତ କଲେ ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ, ପରମେଶ୍ବର ନିଜେ ପ୍ରେତ୍ୟକକ ବିଷୟକୁ ଖ୍ରୀଷ୍ଟଙ୍କର ବଶୀଭୂତ କଲେ ଓ ସେ ସହେି ସବୁ ରେ ପରମେଶ୍ବର ଅନ୍ତର୍ଗତ ନୁହଁନ୍ତି।

2 Corinthians 12:2
ମୁଁ ଚଉଦ ବର୍ଷ ପୂର୍ବରୁ ଘଟି ଥିବା ଗୋଟିଏ ଘଟଣା କହୁଛି। ଜଣେ ଖ୍ରୀଷ୍ଟ ରେ ଥିବା ଲୋକକୁ ମୁଁ ଜାଣେ (ସ୍ବଦହେ ରେ କି ଦହରହେିତ ହାଇେ, ତାହା ମୁଁ ଜାଣେ ନାହିଁ, ପରମେଶ୍ବର ଜାଣନ୍ତି) ଯାହାଙ୍କୁ ତୃତୀୟ ସ୍ବର୍ଗକୁ ନିଆଗଲା।

2 Corinthians 12:3
ମୁଁ ଜାଣେ ତାହାଙ୍କୁ ପାରଦୀଶକୁ ନିଆଗଲା। (ସ୍ବଦହେ ରେ କି ଦହରହେିତ ହାଇେ, ତାହା ମୁଁ ଜାଣେ ନାହିଁ, ପରମେଶ୍ବର ଜାଣନ୍ତି)।

1 Timothy 5:19
ଯେଉଁ ଲୋକ ଜଣେ ପ୍ରାଚୀନ ବିରୁଦ୍ଧ ରେ ନିନ୍ଦା କରେ, ଓ ତା' ସହିତ ଯଦି ଅନ୍ୟ ଦୁଇ ବା ତିନି ଜଣ ଲୋକ ମଧ୍ଯ ପ୍ରାଚୀନ ଲୋକ ଭୁଲ୍ କରିଛନ୍ତି ବୋଲି କୁହନ୍ତି, ତା' ହେଲେ ଯାଇ ସେ ଲୋକର କଥା ତୁମ୍ଭେ ଶୁଣିବ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்