ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:18
ଯେଉଁ ମାନେ ଖ୍ରୀଷ୍ଟଙ୍କ ସବୋ ରେ ରହି ଏହିପ୍ରକାର ଜୀବନଯାପନ କରୁଛନ୍ତି, ସମାନେେ ପରମେଶ୍ବରଙ୍କୁ ପ୍ରସନ୍ନ କରନ୍ତି। ଲୋକେ ମଧ୍ଯ ସହେି ଲୋକମାନଙ୍କୁ ଗ୍ରହଣ କରନ୍ତି ଓ ସମ୍ମାନ ଦିଅନ୍ତି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:10
ଆପେଲ୍ଲଙ୍କୁ ମାରେ ନମସ୍କାର, ୟିଏ ଖ୍ରୀଷ୍ଟଙ୍କ ସବୋ ରେ ପରୀକ୍ଷିତ ଓ ପ୍ରମାଣିତ। ଆରିସ୍ତବୁଲଙ୍କ ପରିବାରଜନଙ୍କୁ ମାରେ ନମସ୍କାର।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 11:19
କେତକୋଂଶ ରେ ମୁଁ ଏହାକୁ ବିଶ୍ବାସ କରେ। ତୁମ୍ଭମାନଙ୍କ ମଧିଅରେ ମତଭଦେ ହବୋ ଆବଶ୍ଯକ କାରଣ ଏହା ଦ୍ବାରା ଯେଉଁମାନଙ୍କ ମତ ଠିକ୍ ତାହା ସ୍ପଷ୍ଟ ରୂପେ ଜଣାୟିବ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 10:18
କାରଣ ଯେଉଁ ଲୋକ, ପ୍ରଭୁଙ୍କଦ୍ବାରା ଭଲ ବୋଲି ଗୃହୀତ ହୁଏ, ସହେି ଲୋକ ଭଲ ବୋଲି ସ୍ବୀକୃତ ହୁଏ, କିନ୍ତୁ ୟିଏ ନିଜେ ନିଜକୁ ଭଲ ବୋଲି ମନେ କରେ, ସେ ଲୋକ ଭଲ ବୋଲି ସ୍ବୀକୃତ ହୁଏ ନାହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 13:7
ଆମ୍ଭେ ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରୁ ଯେ ତୁମ୍ଭମାନେେ କିଛି ଭୁଲ କାମ କରିବ ନାହିଁ। ଆମ୍ଭେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହାଇେଛୁ, ଏ କଥା ଲୋକମାନେ ଦେଖିବା ରେ କିଛି ଲାଭ ନାହିଁ। ପରୀକ୍ଷା ରେ ଆମ୍ଭମାନେେ ବିଫଳ ହାଇେଛୁ ବୋଲି ଯଦି ଲୋକଙ୍କୁ ଦଖାଯାେଏ, ତାହାହେଲେ ଯାହା ଠିକ୍ ତାହା କରିବା ଆମ୍ଭ ପକ୍ଷ ରେ ଅଧିକ ଗୁରୁତ୍ବପୂର୍ଣ୍ଣ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:15
ପରମେଶ୍ବରଙ୍କ ସୁଗ୍ରାହ୍ଯ ବ୍ଯକ୍ତି ହବୋ ଲାଗି ଯଥାସାଧ୍ଯ ଚେଷ୍ଟା କର। ନିଜକୁ ତାହାଙ୍କଠା ରେ ସମର୍ପଣ କର। ତାହାଙ୍କ କାମ ପାଇଁ କୌଣସି ପ୍ରକାର ଲଜ୍ଜାବୋଧ ନ କରି ଏପରି ସବେକ ହୁଅ ୟିଏ ସତ୍ ଶିକ୍ଷା ଠିକ୍ ଭାବରେ କାମ ରେ ଲଗାଉଛି।
ଯାକୁବଙ୍କ ପତ୍ 1:12
ଯେଉଁ ବ୍ଯକ୍ତି ପରୀକ୍ଷିତ ହାଇେ ଦୃଢ଼ ରହି ପା ରେ, ସେ ଖୁସି ହବୋ କଥା। କାରଣ, ସେ ତାହାର ବିଶ୍ବାସକୁ ଦୃଢ଼ ବୋଲି ପ୍ରମାଣିତ କରି ସାରିଲା ପରେ, ପରମେଶ୍ବର ତାହାକୁ ଅନନ୍ତ ଜୀବନର ପୁରସ୍କାର ଦବେେ। ପରମେଶ୍ବରଙ୍କୁ ପ୍ ରମେ କରୁଥିବା ସବୁ ଲୋକଙ୍କୁ ପରମେଶ୍ବର ଏହି ପ୍ରତିଜ୍ଞା ଦଇେଛନ୍ତି।
Occurences : 7
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்