No lexicon data found for Strong's number: 1216
Acts 19:24
ସଠାେରେ ଦୀମୀତ୍ରିୟ ନାମକ ଜଣେ ରୂପା ବଣିଆ ଥିଲା। ସେ ଦବେୀ ଆର୍ତ୍ତମେୀର ରୂପା ମନ୍ଦିର ନିର୍ମାଣ କରୁଥିଲା। ସେ ରୂପା କାରୀଗରମାନଙ୍କୁ ବହୁତ କାର୍ୟ୍ଯ ଯୋଗଇ ଦେଉଥିଲା।
Acts 19:38
ସେ କହିଲେ, ଆମ୍ଭର ବିଚ଼ାରାଳୟ ଅଛି ଓ ବିଚ଼ାରକମାନେ ମଧ୍ଯ ଅଛନ୍ତି। ଯଦି କାହାରି ବିରୁଦ୍ଧ ରେ ଦୀମୀତ୍ରିୟ ବା ତା'ର କାରିଗରମାନଙ୍କର କୌଣସି ଅଭିଯୋଗ ଥାଏ, ସମାନେେ ସଠାେକୁ ଯାଇ ପରସ୍ପର ବିରୁଦ୍ଧ ରେ ଅଭି ଯୋଗ ଆଣି ପାରନ୍ତି।
3 John 1:12
ଦୀମୀତ୍ରିୟଙ୍କ ବିଷୟ ରେ ସମସ୍ତେ ଭଲକଥା କହନ୍ତି। ସମାନେେ ଯାହା କହନ୍ତି, ସତ୍ଯ ଏଥିର ସାକ୍ଷ୍ଯ ଦିଏ। ଆମ୍ଭେ ମଧ୍ଯ ତାହା ବିଷୟ ରେ ଭଲକଥା କହୁ, ଏବଂ ତୁମ୍ଭେ ଜାଣ ଯେ ଆମ୍ଭର ସାକ୍ଷ୍ଯ ସତ୍ଯ ଅଟେ।
Occurences : 3
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்