Psalm 81:16
ଆମ୍ଭେ ତୁମ୍ଭମାନଙ୍କୁ ଉତ୍ତମ ଗହମ ସହ ଖୁଆଇବା। ଆମ୍ଭେ ତୁମ୍ଭମାନଙ୍କୁ ଶୈଳରୁ ମଧୁ ଦଇେ ସନ୍ତୁଷ୍ଟ କରିବା।ଗ୍ଦଗ୍ଦ
Psalm 81:16 in Other Translations
King James Version (KJV)
He should have fed them also with the finest of the wheat: and with honey out of the rock should I have satisfied thee.
American Standard Version (ASV)
He would feed them also with the finest of the wheat; And with honey out of the rock would I satisfy thee. Psalm 82 A Psalm of Asaph.
Bible in Basic English (BBE)
I would give them the best grain for food; you would be full of honey from the rock.
Darby English Bible (DBY)
And he would have fed them with the finest of wheat; yea, with honey out of the rock would I have satisfied thee.
Webster's Bible (WBT)
The haters of the LORD should have submitted themselves to him: and their time should have endured for ever.
World English Bible (WEB)
But he would have also fed them with the finest of the wheat. I will satisfy you with honey out of the rock."
Young's Literal Translation (YLT)
He causeth him to eat of the fat of wheat, And `with' honey from a rock I satisfy thee!
| He should have fed | וַֽ֭יַּאֲכִילֵהוּ | wayyaʾăkîlēhû | VA-ya-uh-hee-lay-hoo |
| finest the with also them | מֵחֵ֣לֶב | mēḥēleb | may-HAY-lev |
| of the wheat: | חִטָּ֑ה | ḥiṭṭâ | hee-TA |
| honey with and | וּ֝מִצּ֗וּר | ûmiṣṣûr | OO-MEE-tsoor |
| out of the rock | דְּבַ֣שׁ | dĕbaš | deh-VAHSH |
| satisfied have I should | אַשְׂבִּיעֶֽךָ׃ | ʾaśbîʿekā | as-bee-EH-ha |
Cross Reference
Deuteronomy 32:13
ସଦାପ୍ରଭୁ ପୃଥିବୀର ଉଚ୍ଚସ୍ଥଳୀ ଉପରେ ୟାକକ୍ସ୍ଟବଙ୍କକ୍ସ୍ଟ ବାହନ ଆହାରଣେ କରାଇଲେ। ୟାକକ୍ସ୍ଟବ କ୍ଷେତ୍ରରକ୍ସ୍ଟ ଫସଲ ଖାଇଗଲେ। ସଦାପ୍ରଭୁ ପାଷାଣରକ୍ସ୍ଟ ମଧକ୍ସ୍ଟ ଝରାଇ ଦେଲେ ଏବଂ କଠିନ ଶୀଳାରକ୍ସ୍ଟ ୟାକକ୍ସ୍ଟବ୍ଙ୍କକ୍ସ୍ଟ ତୈଳ ଦେଲେ।
Psalm 147:14
ସେ ତୁମ୍ଭ ଦେଶକୁ ଧନଧାନ୍ଯରେ ପୂର୍ଣ୍ଣ କରନ୍ତି, ଯେଉଁଥିପାଇଁ ତୁମ୍ଭମାନଙ୍କର ଖାଇବା ପାଇଁ ୟଥେଷ୍ଟ ଖାଦ୍ୟ ଅଛି।
Job 29:6
ଜୀବନ ଅତି ସୁଖକର ଥିଲା। ମୁଁ ମାରେ ପାଦକୁ ଦୁଗ୍ଧ ଲହୁଣୀ ରେ ଧୌତ କରୁଥିଲି। ମାେ ନିକଟରେ ଅନକେ ତୈଳ ନଦୀ ପ୍ରବାହିତ ହେଉଥିଲା।
Judges 14:8
କିଛି ଦିନ ପରେ, ସେ ସହେି ସ୍ତ୍ରୀ ଲୋକଟିକକ୍ସ୍ଟ ବିବାହ କରିବାକୁ ଆସିଲେ। ସହେି ରାସ୍ତା ରେ ସେ ସହେି ମୃତ ସିଂହର ଶରୀରକକ୍ସ୍ଟ ଦେଖିଲେ। ସେ ଦେଖିଲେ ଯେ, କିଛି ମହକ୍ସ୍ଟମାଛି ସେଥି ରେ ମହକ୍ସ୍ଟ ଫଣୋ ତିଆରି କରିଛନ୍ତି।
Judges 14:18
ତେଣୁ ସଲ୍ଗମ ଦିନର ସୂର୍ୟ୍ଯାସ୍ତ ଠିକ୍ ପୂର୍ବରକ୍ସ୍ଟ ଭୋଜିର ଶଷେ ଦିନ ପଲେଷ୍ଟୀୟ ଲୋକମାନେ ସହେି ଉତ୍ତର କହି ଦେଲେ,
1 Samuel 14:25
ୟକ୍ସ୍ଟଦ୍ଧ ହତେକ୍ସ୍ଟ ଲୋକମାନେ ବଣକକ୍ସ୍ଟ ଆସିଲେ। ସମାନେେ ମୃତ୍ତିକା ଉପରେ ମହକ୍ସ୍ଟଫଣୋ ଥିବାର ଦେଖିଲେ।
Joel 2:24
ତୁମ୍ଭମାନଙ୍କର ଖଳାସବୁ ଗହମ ରେ ପରିପୂର୍ଣ୍ଣ ହବେ ଏବଂ ତୁମ୍ଭମାନଙ୍କର କୁଣ୍ତଗୁଡିକ ଦ୍ରାକ୍ଷାରସ ଓ ତୈଳ ରେ ଉଚ୍ଛୁଳି ପଡିବ।