Psalm 80:3
ହେ ପରମେଶ୍ବର, ପୁନରାଯ ଆମ୍ଭମାନଙ୍କୁ ବଳବାନ୍ କର। ଆମ୍ଭକୁ ପ୍ରଫୁଲ କର ଓ ରକ୍ଷା କର।
Turn us again, | אֱלֹהִ֥ים | ʾĕlōhîm | ay-loh-HEEM |
O God, | הֲשִׁיבֵ֑נוּ | hăšîbēnû | huh-shee-VAY-noo |
face thy cause and | וְהָאֵ֥ר | wĕhāʾēr | veh-ha-ARE |
to shine; | פָּ֝נֶ֗יךָ | pānêkā | PA-NAY-ha |
and we shall be saved. | וְנִוָּשֵֽׁעָה׃ | wĕniwwāšēʿâ | veh-nee-wa-SHAY-ah |
Cross Reference
Lamentations 5:21
ହେ ସଦାପ୍ରଭୁ ! ଆମ୍ଭମାନଙ୍କୁ ତୁମ୍ଭ ନିକଟକୁ ଫରୋଇ ନିଅ। ତହିଁରେ ଆମ୍ଭମାନେେ ଆନନ୍ଦର ସହିତ ତୁମ୍ଭ ନିକଟକୁ ଫରେି ଆସିବୁ। ପୂର୍ବକାଳ ପରି ଆମ୍ଭର ଜୀବନକୁ ନୂତନ କର।
Psalm 85:4
ହେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବର, ଆମ୍ଭମାନଙ୍କୁ ତୁମ୍ଭ ପାଖକୁ ଫରୋଇ ଆଣ ଏବଂ ଆମ୍ଭ ଉପରେ ଅପ୍ରସନ୍ନ ହବୋ ବନ୍ଦ କର।
Psalm 4:6
ଅନକେ ଲୋକ କହନ୍ତି, କିଏ ଆମ୍ଭମାନଙ୍କୁ ପରମେଶ୍ବରଙ୍କ ଉତ୍ତମତା ଦଖାଇେ ପାରିବ। ହେ ସଦାପ୍ରଭୁ ତୁମ୍ଭେ ତୁମ୍ଭର ତଜେ ପ୍ରକାଶ ମୁଖକୁ ଆମ୍ଭମାନଙ୍କୁ ଦଖାେଅ।
Psalm 80:19
ହେ ସଦାପ୍ରଭୁ ସୈନ୍ଯାଧିପତି ପରମେଶ୍ବର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର, ଆମ୍ଭମାନଙ୍କ ଉପରେ ପ୍ରଫୁଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର।
Psalm 80:7
ହେ ସୈନ୍ଯାଧିପତି ପରମେଶ୍ବର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର। ଆମ୍ଭମାନଙ୍କ ଉପରେ ପ୍ରଫୁଲ ହୁଅ ଓ ରକ୍ଷା କର।
Psalm 67:1
ହେ ପରମେଶ୍ବର, ଆମ୍ଭମାନଙ୍କ ଉପରେ ଦୟାକରନ୍ତୁ, ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଦୟାକରି ଆମ୍ଭମାନଙ୍କ ଉପରେ ପ୍ରସନ୍ନ କରନ୍ତୁ।
1 Kings 18:37
ହେ ସଦାପ୍ରଭୁ, ମାେ ପ୍ରାର୍ଥନାର ଉତ୍ତର ଦିଅ। ଆଉ ଏହି ଲୋକମାନଙ୍କୁ ଦଖାଇେ ଦିଅ ଯେ ତୁମ୍ଭେ ସଦାପ୍ରଭୁ, ପରମେଶ୍ବର, ତାହା ହେଲେ ସମାନେେ ସର୍ବାନ୍ତଃକରଣ ରେ ଜାଣିବେ ଯେ ତୁମ୍ଭେ ସମାନଙ୍କେୁ ତୁମ୍ଭ ନିକଟକୁ ଫରୋଇ ଆଣିଛ।
Numbers 6:25
ସଦାପ୍ରଭୁ ତୁମ୍ଭ ଉପରେ କୃପାଦୃଷ୍ଟି ରେ ଦେଖନ୍ତୁ ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ।
Jeremiah 31:18
ମୁଁ ପ୍ରକୃତ ରେ ଇଫ୍ରଯିମର କ୍ରନ୍ଦନ ଶୁଣିଅଛି। ସେ କାନ୍ଦିକରି ଏହି କଥା କହୁଛି, ' ହେ ସଦାପ୍ରଭୁ, ତୁମ୍ଭେ ମାେତେ ଶାସ୍ତି ଦଇେଅଛ। ମୁଁ ପ୍ରକୃତ ଶିକ୍ଷା ପାଇଛି। ମୁଁ ଏକ ବନ୍ଯପଶୁ ସଦୃଶ ଥିଲି। ମାେତେ ତୁମ୍ଭ ନିକଟକୁ ଫରେିବାକୁ ଦିଅ, କାରଣ ତୁମ୍ଭେ ସଦାପ୍ରଭୁ ମାରେ ପରମେଶ୍ବର।
Psalm 119:135
ହେ ସଦାପ୍ରଭୁ, ତୁମ୍ଭର ଦାସକୁ ଗ୍ରହଣ କର। ଏବଂ ତୁମ୍ଭର ବ୍ଯବସ୍ଥାମାନ ମାେତେ ଶିକ୍ଷା ଦିଅ।
Psalm 80:1
ହେ ଇଶ୍ରାୟେଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ୟୋଷଫରେ ଲୋକମାନଙ୍କୁ ମଷେପରି ନତେୃତ୍ବ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ଯ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
Psalm 60:1
ପରମେଶ୍ବର, ତୁମ୍ଭେ ଆମ୍ଭମାନଙ୍କୁ ପ୍ରତ୍ଯାଖ୍ଯାନ କରି ପରାଜିତ କରିଅଛ। ତୁମ୍ଭେ ଆମ୍ଭମାନଙ୍କ ସହିତ ରାଗିଛ। କିନ୍ତୁ ଦୟାକରି ତୁମ୍ଭେ ଆମ୍ଭମାନଙ୍କୁ ପୁନଃସ୍ଥାପନ କର।