Psalm 75:1
ହେ ପରମେଶ୍ବର, ଆମ୍ଭମାନେେ ତୁମ୍ଭଙ୍କୁ ପ୍ରଶଂସା କରୁଛୁ। ଆମ୍ଭମାନେେ ତୁମ୍ଭଙ୍କୁ ଧନ୍ଯବାଦ କରୁଛ! କାରଣ ତୁମ୍ଭେ ଅତି ନିକଟବର୍ତ୍ତୀ ଲୋକମାନେ ତୁମ୍ଭର ଆଶ୍ଚର୍ୟ୍ଯ କ୍ରିଯା ସକଳ ବର୍ଣ୍ଣନା କରନ୍ତି।
Cross Reference
Job 32:19
ମୁଁ ନୂଆ ଭରା ପାଇଥିବା ଗୋଟିଏ ମଦ ବୋତଲ, ଯାହା ଏପର୍ୟ୍ଯନ୍ତ ଖାେଲା ୟାଇ ନାହିଁ। ମୁଁ ଏକ ନୂଆ ମଦ୍ଯ ଭାଣ୍ଡ ପରି ଯାହା ଫାଟିୟିବା ପାଇଁ ପ୍ରସ୍ତୁତ।
Psalm 38:13
ମୁଁ ଏକ ବଧୀର ବ୍ଯକ୍ତି ତୁଲ୍ଯ, ୟିଏ ଶୁଣିପାରେ ନାହିଁ। ମୁଁ ଏକ ମୂକ ବ୍ଯକ୍ତି ତୁଲ୍ଯ, ୟିଏ କଥା କହିପାରେ ନାହିଁ।
Isaiah 53:7
ସେ ଆହତ ହେଲେ ଓ ପ୍ରହାରିତ ହେଲେ, ତଥାପି ସେ ନମ୍ର ହାଇେ ନୀରବ ରହିଲେ। ବଧଭୂମିକୁ ନିଆ ଯାଉଥିବା ମଷେ ଶାବକ ତୁଲ୍ଯ ଓ ଲୋମ ଛଦନକୋରୀଙ୍କ ସମ୍ମୁଖ ରେ ନିରୀହ ମଷେ ତୁଲ୍ଯ ସେ ନିଜର ମୁଖ ଫିଟାଇଲେ ନାହିଁ।
Matthew 7:6
'କୁକୁରମାନଙ୍କୁ ପବିତ୍ର ବସ୍ତୁ ଦିଅନାହିଁ, କାରଣ ସମାନେେ ବୁଲି ପଡି ତୁମ୍ଭକୁ କାମୁଡି ପାରନ୍ତି। ଘୁଷୁରିମାନଙ୍କ ଆଗ ରେ ନିଜର ମାେତି ପକାଅ ନାହିଁ, କାରଣ ସମାନେେ ମାେତିକୁ ଗୋଡ ରେ ଦଳି ଦଇେ ଗ୍ଭଲିଯିବେ।
Matthew 27:12
କିନ୍ତୁ ଯେତବେେଳେ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ ତାହାଙ୍କୁ ଅଭିୟୁକ୍ତ କଲେ ସେ କିଛି ଉତ୍ତର ଦେଲନୋହିଁ।
Acts 4:20
ସମାନେେ ପ୍ ରରେିତମାନଙ୍କୁ ଦଣ୍ଡ ଦବୋପାଇଁ ବାଟ ପାଇଲେ ନାହିଁ, କାରଣ ଲୋକେ ଏ ଘଟଣା ପାଇଁ ପରମେଶ୍ବରଙ୍କର ଗୁଣଗାନ କରୁଥିଲେ।
Unto thee, O God, | ה֘וֹדִ֤ינוּ | hôdînû | HOH-DEE-noo |
thanks, give we do | לְּךָ֙׀ | lĕkā | leh-HA |
thanks: give we do thee unto | אֱֽלֹהִ֗ים | ʾĕlōhîm | ay-loh-HEEM |
name thy that for | ה֭וֹדִינוּ | hôdînû | HOH-dee-noo |
is near | וְקָר֣וֹב | wĕqārôb | veh-ka-ROVE |
thy wondrous works | שְׁמֶ֑ךָ | šĕmekā | sheh-MEH-ha |
declare. | סִ֝פְּר֗וּ | sippĕrû | SEE-peh-ROO |
נִפְלְאוֹתֶֽיךָ׃ | niplĕʾôtêkā | neef-leh-oh-TAY-ha |