Psalm 67:1 in Oriya

Oriya Oriya Bible Psalm Psalm 67 Psalm 67:1

Psalm 67:1
ହେ ପରମେଶ୍ବର, ଆମ୍ଭମାନଙ୍କ ଉପରେ ଦୟାକରନ୍ତୁ, ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଦୟାକରି ଆମ୍ଭମାନଙ୍କ ଉପରେ ପ୍ରସନ୍ନ କରନ୍ତୁ।

Psalm 67Psalm 67:2

Psalm 67:1 in Other Translations

King James Version (KJV)
God be merciful unto us, and bless us; and cause his face to shine upon us; Selah.

American Standard Version (ASV)
God be merciful unto us, and bless us, `And' cause his face to shine upon us; Selah

Bible in Basic English (BBE)
<To the chief music-maker. With corded instruments. A Psalm. A Song.> May God give us mercy and blessing, and let the light of his face be shining on us; (Selah.)

Darby English Bible (DBY)
{To the chief Musician. On stringed instruments. A Psalm: a Song.} God be gracious unto us, and bless us, [and] cause his face to shine upon us; Selah,

World English Bible (WEB)
> May God be merciful to us, bless us, And cause his face to shine on us. Selah.

Young's Literal Translation (YLT)
To the Overseer, with stringed instruments. -- A Psalm, a Song. God doth favour us and bless us, Doth cause His face to shine with us. Selah.

God
אֱלֹהִ֗יםʾĕlōhîmay-loh-HEEM
be
merciful
יְחָנֵּ֥נוּyĕḥonnēnûyeh-hoh-NAY-noo
unto
us,
and
bless
וִֽיבָרְכֵ֑נוּwîborkēnûvee-vore-HAY-noo
face
his
cause
and
us;
יָ֤אֵ֥רyāʾērYA-ARE
to
shine
פָּנָ֖יוpānāywpa-NAV
upon
אִתָּ֣נוּʾittānûee-TA-noo
us;
Selah.
סֶֽלָה׃selâSEH-la

Cross Reference

Psalm 4:6
ଅନକେ ଲୋକ କହନ୍ତି, କିଏ ଆମ୍ଭମାନଙ୍କୁ ପରମେଶ୍ବରଙ୍କ ଉତ୍ତମତା ଦଖାଇେ ପାରିବ। ହେ ସଦାପ୍ରଭୁ ତୁମ୍ଭେ ତୁମ୍ଭର ତଜେ ପ୍ରକାଶ ମୁଖକୁ ଆମ୍ଭମାନଙ୍କୁ ଦଖାେଅ।

Psalm 119:135
ହେ ସଦାପ୍ରଭୁ, ତୁମ୍ଭର ଦାସକୁ ଗ୍ରହଣ କର। ଏବଂ ତୁମ୍ଭର ବ୍ଯବସ୍ଥାମାନ ମାେତେ ଶିକ୍ଷା ଦିଅ।

Psalm 80:19
ହେ ସଦାପ୍ରଭୁ ସୈନ୍ଯାଧିପତି ପରମେଶ୍ବର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର, ଆମ୍ଭମାନଙ୍କ ଉପରେ ପ୍ରଫୁଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର।

Psalm 31:16
ଆପଣା ସବେକକୁ ଦୟାକର ଓ ଆପଣା ସ୍ନହପେୂର୍ଣ୍ଣ କରୁଣା ପ୍ରଦର୍ଶନ କରି ମାରେ ଜୀବନ ରକ୍ଷା କର।

Numbers 6:24
ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ ଓ ତୁମ୍ଭକୁ ନିରାପଦ ରେ ରଖନ୍ତୁ।

2 Corinthians 13:14
ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ, ପରମେଶ୍ବରଙ୍କ ପ୍ ରମେ, ଓ ପବିତ୍ରଆତ୍ମାଙ୍କ ସହାୟତା ତୁମ୍ଭ ସମସ୍ତଙ୍କର ସହବର୍ତ୍ତୀ ହେଉ।

2 Corinthians 4:6
ଥରେ ପରମେଶ୍ବର କହିଲେ : ଅନ୍ଧକାର ମଧ୍ଯରୁ ଆଲୋକ ପ୍ରକାଶିତ ହବେ।

Psalm 80:7
ହେ ସୈନ୍ଯାଧିପତି ପରମେଶ୍ବର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର। ଆମ୍ଭମାନଙ୍କ ଉପରେ ପ୍ରଫୁଲ ହୁଅ ଓ ରକ୍ଷା କର।

Psalm 80:1
ହେ ଇଶ୍ରାୟେଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ୟୋଷଫରେ ଲୋକମାନଙ୍କୁ ମଷେପରି ନତେୃତ୍ବ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ଯ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।

Psalm 4:1
ହେ ମାରେ ଧର୍ମସ୍ବରୂପ ପରମେଶ୍ବର, ମାେତେ ଉତ୍ତର ଦିଅ। ମୁଁ ଯେତବେେଳେ ତୁମ୍ଭକୁ ପ୍ରାର୍ଥନା କରୁଛି, ମାରେ ଗୁହାରି ଶୁଣ। ମାେ ପ୍ରତି ସଦଯ ହୁଅ। ମାେତେ ମାରେ ସମସ୍ତ ଦୁଃଖ ୟନ୍ତ୍ରଣାରୁ ମୁକ୍ତି ପ୍ରଦାନ କର।

Deuteronomy 21:8
ହେ ସଦାପ୍ରଭୁ, ତୁମ୍ଭେ ଆପଣାର ଯେଉଁ ଇଶ୍ରାୟେଲର ଲୋକମାନଙ୍କୁ ମକ୍ସ୍ଟକ୍ତ କରିଅଛ, ସମାନଙ୍କେୁ କ୍ଷମା କର। ଆପଣା ଇଶ୍ରାୟେଲ ଲୋକ ମଧିଅରେ ନିରପରାଧର ରକ୍ତପାତ ଦୋଷ ରହିବାକକ୍ସ୍ଟ ଦିଅ ନାହିଁ।' ତହିଁରେ ସମାନଙ୍କେ ପ୍ରତି ସହେି ରକ୍ତପାତ ଦୋଷ କ୍ଷମା ହବେ।

Ephesians 1:3
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ବରଙ୍କ ପ୍ରଶଂସା ହେଉ। ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ଥିବା ହତେୁ ପରମେଶ୍ବର ଆମ୍ଭକୁ ସ୍ବର୍ଗ ରେ ସମସ୍ତ ଆଧ୍ଯାତ୍ମିକ ଆଶୀର୍ବାଦ ଦଇେଛନ୍ତି।

Psalm 76:1
ପରମେଶ୍ବର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି। ଇଶ୍ରାୟେଲ ମଧ୍ୟରେ ତାଙ୍କ ନାମ ମହତ୍।

Psalm 28:9
ହେ ପରମେଶ୍ବର, ତୁମ୍ଭର ଲୋକମାନଙ୍କୁ ରକ୍ଷା କର। ଯେଉଁମାନେ ତୁମ୍ଭ ଉପରେ ନିର୍ଭରଶୀଳ, ସମାନଙ୍କେୁ ଆଶୀର୍ବାଦ କର। ସମାନଙ୍କେୁ ଅନନ୍ତକାଳ ପାଇଁ ପଥ ଦଖାେଅ ଓ ସମ୍ମାନନୀଯ କର।

Psalm 6:1
ହେ ସଦାପ୍ରଭୁ, ତୁମ୍ଭେ କୋର୍ଧିତ ହାଇେ ମାେତେ ଦଣ୍ଡିତ କର ନାହିଁ। ତୁମ୍ଭେ ବିରକ୍ତ ହାଇେ ମାେତେ ଦଣ୍ଡ ଦିଅ ନାହିଁ।