Index
Full Screen ?
 

Psalm 37:13 in Oriya

Psalm 37:13 in Tamil Oriya Bible Psalm Psalm 37

Psalm 37:13
କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ସହେି ଦୁଷ୍ଟ ଲୋକମାନଙ୍କୁ ଦେଖି ପରିହାସ କରିବେ। ସେ ଦେଖନ୍ତି ୟେ ସହେି ଦୁଷ୍ଟ ଲୋକମାନଙ୍କର ଦିନ ସରି ଆସୁଛି।

The
Lord
אֲדֹנָ֥יʾădōnāyuh-doh-NAI
shall
laugh
יִשְׂחַקyiśḥaqyees-HAHK
at
him:
for
ל֑וֹloh
seeth
he
כִּֽיkee
that
רָ֝אָ֗הrāʾâRA-AH
his
day
כִּֽיkee
is
coming.
יָבֹ֥אyābōʾya-VOH
יוֹמֽוֹ׃yômôyoh-MOH

Cross Reference

Psalm 2:4
କିନ୍ତୁ ମାରେ ପ୍ରଭୁ ୟିଏକି 'ସ୍ବର୍ଗର ରାଜା' ସମାନଙ୍କେ ଏପରି କଥାକୁ ପରିହାସ କରିବେ।

1 Samuel 26:10
ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ, ସଦାପ୍ରଭୁ ଶାଉଲଙ୍କକ୍ସ୍ଟ ଦଣ୍ତ ଦବେେ। ଶାଉଲ ସାଧାରଣ ମୃତକ୍ସ୍ଟ୍ଯବରଣ କରି ପାରନ୍ତି କିମ୍ବା ସେ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇ ମରିବେ।

Proverbs 1:26
ତେଣୁ ମୁଁ ତୁମ୍ଭମାନଙ୍କର ବିପଦ ବେଳେ ହସିବି। ତୁମ୍ଭମାନଙ୍କର ଅସୁବିଧା ସମୟରେ ମୁଁ ପରିହାସ କରିବି।

Daniel 5:26
ମିନେ ର ଅର୍ଥ ହେଉଛି, ପରମେଶ୍ବର ଆପଣଙ୍କ ରାଜ୍ଯର ଗଣନା କରି ଅଛନ୍ତି ଓ ତାହା ଶଷେ କରି ଅଛନ୍ତି।

Job 18:20
ପଶ୍ଚିମ ଦେଶର ଲୋକମାନେ ଯେତବେେଳେ ଶୁଣିବେ ଦୁଷ୍ଟ ଲୋକର ଅବସ୍ଥା ଏପରି ହାଇେଛି ସମାନେେ ସ୍ତମ୍ଭିତ ହବେ। ପୂର୍ବ ଦେଶର ଲୋକମାନେ ଏକଥା ଶୁଣି ଭୟ ରେ କମ୍ପି ଉଠିବେ।

Jeremiah 50:27
ତାହାର ବୃଷଭ ସବୁକୁ ବଧ କର। ସେସବୁ ବଧ ସ୍ଥାନକୁ ୟାଆନ୍ତୁ। ସମାନେେ ସନ୍ତାପର ପାତ୍ର, କାରଣ ସମାନଙ୍କେର ଦିନ ଓ ପ୍ରତିଫଳର ସମୟ ଉପସ୍ଥିତ ହେଲା।

Ezekiel 21:25
ହେ ଦୁଷ୍ଟ ଇଶ୍ରାୟେଲୀୟ ରାଜପୁତ୍ର, ତୁମ୍ଭମାନଙ୍କୁ ହତ୍ଯା କରାୟିବ। ତୁମ୍ଭମାନଙ୍କର ଅନ୍ତିମ ସମୟ ଉପସ୍ଥିତ ହାଇେଅଛି।

Ezekiel 21:29
ତୁମ୍ଭମାନଙ୍କର ଦର୍ଶନଗୁଡ଼ିକ ଅର୍ଥହୀନ ଓ ତୁମ୍ଭର ମିଥ୍ଯା ମନ୍ତ୍ର ତୁମ୍ଭକୁ ସହାୟ ହବେ ନାହିଁ। ଦୁଷ୍ଟ ଲୋକମାନଙ୍କର ଗଳା ରେ ଖଣ୍ଡାଟିକୁ ରଖାୟିବ, ଯେଉଁମାନେ ହତ ହବୋକୁ ଅଛନ୍ତି, ସହେିମାନଙ୍କ ପାଇଁ ଦଣ୍ଡିତ ହବୋର ଦିନ ପହଞ୍ଚିୟାଇଛି। ଏବଂ ସମାନଙ୍କେର ଦୋଷର ଅବସାନ ଘଟିବ।

Chords Index for Keyboard Guitar