Psalm 143:4
ମୁଁ ତ୍ଯାଗ କରିବାକୁ ପ୍ରସ୍ତୁତ। ମୁଁ ମାରେ ସାହସ ହରାଉଛି।
Psalm 143:4 in Other Translations
King James Version (KJV)
Therefore is my spirit overwhelmed within me; my heart within me is desolate.
American Standard Version (ASV)
Therefore is my spirit overwhelmed within me; My heart within me is desolate.
Bible in Basic English (BBE)
Because of this my spirit is overcome; and my heart is full of fear.
Darby English Bible (DBY)
And my spirit is overwhelmed within me; my heart within me is desolate.
World English Bible (WEB)
Therefore my spirit is overwhelmed within me. My heart within me is desolate.
Young's Literal Translation (YLT)
And my spirit in me is become feeble, Within me is my heart become desolate.
| Therefore is my spirit | וַתִּתְעַטֵּ֣ף | wattitʿaṭṭēp | va-teet-ah-TAFE |
| overwhelmed | עָלַ֣י | ʿālay | ah-LAI |
| within | רוּחִ֑י | rûḥî | roo-HEE |
| heart my me; | בְּ֝תוֹכִ֗י | bĕtôkî | BEH-toh-HEE |
| within | יִשְׁתּוֹמֵ֥ם | yištômēm | yeesh-toh-MAME |
| me is desolate. | לִבִּֽי׃ | libbî | lee-BEE |
Cross Reference
Psalm 142:3
ଆଶା ଛାଡ଼ିଦବୋ ପାଇଁ ମୁଁ ପ୍ରସ୍ତୁତ ଅଟେ। କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି, ମାରେ ଶତ୍ରୁଗଣ ମାେ ପାଇଁ ଫାନ୍ଦ ବସାଇଅଛନ୍ତି।
Psalm 77:3
ମୁଁ ପରମେଶ୍ବରଙ୍କୁ ସ୍ମରଣ କରି, ମୁଁ ତାଙ୍କୁ ମାରେ ଅନୁଭୂତି କହିବାକୁ ଚେଷ୍ଟା କରିଛି। କିନ୍ତୁ ମୁଁ ପାରୁ ନାହିଁ।
Luke 22:44
ଯୀଶୁ ମର୍ମାନ୍ତକ ପୀଡା ରେ ବୁଡି ରହି ଆହୁରି ଦୃଢ ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ। ତାହାଙ୍କ ମୁହଁରୁ ଘନ ଘନ ରକ୍ତ ଟୋପା ଭଳି ଝାଳ ବାହାରି ଆସି ଭୂଇଁ ରେ ପଡିଲା।
Psalm 124:4
ଆମ୍ଭମାନଙ୍କ ଶତ୍ରୁ ସୈନ୍ଯମାନେ ଆମ୍ଭମାନଙ୍କୁ ଜଳରାଶି ପରି ମଗ୍ନ କରିଥାନ୍ତେ। ଷୋର୍ତ ଆମ୍ଭମାନଙ୍କର ପ୍ରାଣ ଉପର ଦଇେ ୟାଇଥା'ନ୍ତା।
Psalm 119:81
ସଦାପ୍ରଭୁ ତୁମ୍ଭକୁ ଅପେକ୍ଷା କରି ମୁଁ ଦୁର୍ବଳ ଅଟେ ତୁମ୍ଭେ ମାେତେ ରକ୍ଷା କର। କିନ୍ତୁ ମୁଁ ତୁମ୍ଭର ବାକ୍ଯ ଉପରେ ନିର୍ଭର ରେଖ।
Psalm 102:3
ମାରେ ଜୀବନ ଧୂଆଁ ପରି କ୍ଷଯ ପାଉଅଛି। ମାରେ ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।
Psalm 102:1
ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଶୁଣ! ମାରେ ସାହାୟ୍ଯ ପାଇଁ କରୁଥିବା ପ୍ରାର୍ଥନା ଶୁଣ।
Psalm 61:2
ମୁଁ ଯେତବେେଳେ ଭୟଭୀତ ହୁଏ, ପୃଥିବୀର ଶଷେ ପ୍ରାନ୍ତରୁ ମୁଁ ତୁମ୍ଭକୁ ଡାକେ। ତୁମ୍ଭେ ମାେତେ ଉଚ୍ଚସ୍ଥାନରେ ଥିବା ନିରାପଦ ସ୍ଥାନକୁ ନଇୟୋଅ।
Psalm 55:5
ମାେତେ ଭୟ ଓ କମ୍ପ ଆକ୍ରମଣ କରିଅଛି, ଆଉ ମହାତ୍ରାସ ମାେତେ ଆଚ୍ଛନ୍ନ କରିଅଛି।
Psalm 25:16
ହେ ସଦାପ୍ରଭୁ, ମୁଁ ଆଘାତ ପ୍ରାପ୍ତ ଓ ଏକୁଟିଆ। ତୁମ୍ଭର କୃପାଦୃଷ୍ଟି ମାେ ଉପରେ ପକାଅ।
Job 6:27
ତୁମ୍ଭ ଅନାଥଙ୍କର ଜିନିଷ ଜିତିବା ପାଇଁ ମଧ୍ଯ ଗୁଳାବାଣ୍ଟ କରିବ, ତୁମ୍ଭେ ନିଜର ବନ୍ଧୁକୁ ମଧ୍ଯ ବିକ୍ରି କରିଦବେ।