Psalm 102:24
ତଣେୁ ମୁଁ କହିଲି, ମାେ ପରମେଶ୍ବର ୟୁବାବସ୍ଥାରେ ମାରେ ପ୍ରାଣ ନିଅ ନାହିଁ। ତୁମ୍ଭେ ଚିରଦିନ ଆମର।
I said, | אֹמַ֗ר | ʾōmar | oh-MAHR |
O my God, | אֵלִ֗י | ʾēlî | ay-LEE |
away take | אַֽל | ʾal | al |
me not | תַּ֭עֲלֵנִי | taʿălēnî | TA-uh-lay-nee |
midst the in | בַּחֲצִ֣י | baḥăṣî | ba-huh-TSEE |
of my days: | יָמָ֑י | yāmāy | ya-MAI |
years thy | בְּד֖וֹר | bĕdôr | beh-DORE |
are throughout all | דּוֹרִ֣ים | dôrîm | doh-REEM |
generations. | שְׁנוֹתֶֽיךָ׃ | šĕnôtêkā | sheh-noh-TAY-ha |
Cross Reference
Habakkuk 1:12
ତା'ପ ରେ ହବକୂକ୍ କହିଲେ, ହେ ସଦାପ୍ରଭୁ, ତୁମ୍ଭେ ପୁରାତନ କାଳର ସଦାପ୍ରଭୁ ଅଟ। ତୁମ୍ଭ ଏକମାତ୍ର ପବିତ୍ର ଅଟ, ୟିଏ କବେେ ଅନ୍ତର୍ହିତ କରିବ ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ସମାନଙ୍କେୁ ବିଗ୍ଭର କରିବା ପାଇଁ ନିୟୁକ୍ତି କଲ କି? ହେ ଶୈଳ, ଲୋକମାନଙ୍କୁ ଦଣ୍ତ ଦବୋ ପାଇଁ ତୁମ୍ଭେ ସମାନଙ୍କେୁ ପଠାଇଲ କି?
Psalm 39:13
ହେ ସଦାପଭ୍ରୁ, ମାେତେ ତୁମ୍ଭେ ଏକୁଟିଆ ଛାଡ଼ିଦିଅ ଓ ମୁଁ ମୃତ୍ଯୁମୁଖରେ ପଡ଼ି ନିଶ୍ଚିହ୍ନ ହବୋ ପୂର୍ବରୁ ମାେତେ ତୁମ୍ଭେ ପ୍ରଫୁଲ୍ଲ ରଖ।
Psalm 102:12
କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସବୁଦିନ ଶାସନ କର। ତୁମ୍ଭର ନାମ ଚିରଦିନ ପାଇଁ ଚାଲୁ ରହିଥିବ।
Job 36:26
ହଁ, ପରମେଶ୍ବର ମହାନ୍ ଅଟନ୍ତି। ଆମ୍ଭେ କିନ୍ତୁ ତାଙ୍କର ମହାନତାକୁ ବୁଝିପାରୁ ନାହୁଁ। ଏହା ଜାଣିବା ଅସମ୍ଭବ ପରମେଶ୍ବର କେତେ ବର୍ଷରୁ ଅଛନ୍ତି।
Psalm 9:7
କିନ୍ତୁ ସଦାପ୍ରଭୁ ଚିରକାଳ ରାଜାରୂପେ ବିଦ୍ଯମାନ, ସେ ତାଙ୍କର ରାଜ୍ଯକୁ ଶକ୍ତିଶାଳୀ କରନ୍ତି। ସେ ଏହି ପୃଥିବୀର ମଙ୍ଗଳ କରନ୍ତି।
Psalm 90:1
ହେ ପ୍ରଭୁ, ତୁମ୍ଭ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହାଇେଅଛ।
Isaiah 38:10
ମୁଁ ନିଜକୁ କହିଲି ମୁଁ ଆପଣା ଆଯୁର ମଧ୍ଯାହ୍ନ ସମୟରେ ପାତାଳପୁର ଦ୍ବାର ରେ ପ୍ରବେଶ କରିବି। ମୁଁ ନିଜର ଜୀବନ ସମୟର ଅବଶିଷ୍ଟାଂଶ ପ୍ରାପ୍ତିରୁ ବଞ୍ଚିତ ହଲିେ।
Revelation 1:4
ଏସିଆ ପ୍ରଦେଶର ସାତାଟେି ମଣ୍ଡଳୀକୁ ମୁଁ, ଯୋହନ, ଏହା ଲେଖୁଅଛି : ଯେଉଁ ଈଶ୍ବର ଅତୀତ ରେ ଥିଲେ, ବର୍ତ୍ତମାନ ଅଛନ୍ତି ଓ ଭବିଷ୍ଯତ୍ ରେ ଆସୁଛନ୍ତି ଏବଂ ତାହାଙ୍କ ସିଂହାସନ ସମ୍ମୁଖ ରେ ଥିବା ସପ୍ତ ଆତ୍ମାଙ୍କଠାରୁ ଓ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରାପ୍ତ ହେଉ।
Revelation 1:8
ପ୍ରଭୁ ପରମେଶ୍ବର କହନ୍ତି, ମୁଁ ଆରମ୍ଭ ଓ ଶଷେ (ଆଲ୍ଫା ଓ ଓମଗୋ) ମୁଁ ବର୍ତ୍ତମାନ ଅଛି, ଅତୀତ ରେ ଥିଲି ଓ ଭବିଷ୍ଯତ୍ ରେ ମଧ୍ଯ ରହିଥିବି। ମୁଁ ସର୍ବଶକ୍ତିମାନ।