Psalm 100

1 ହେ ସକଳ ଦେଶ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଆନନ୍ଦର ଜଯ ଗାନ କର।

2 ଆନନ୍ଦରେ ସଦାପ୍ରଭୁଙ୍କର ସବୋ କର। ଆନନ୍ଦର ଜଯ ଗାନ କରି ତାଙ୍କ ଆଗକୁ ଆସ !

3 ତୁମ୍ଭମାନେେ ଜାଣ ସଦାପ୍ରଭୁ ହିଁ ପରମେଶ୍ବର ଅଟନ୍ତି। ସେ ଆମ୍ଭକୁ ସୃଷ୍ଟି କରିଛନ୍ତି। ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମଷେ।

4 ଧନ୍ଯବାଦର ଗୀତ ଗାଇ ତାଙ୍କର ଦ୍ବାରକୁ ଆସ। ଓ ତାଙ୍କର ପ୍ରଶଂସାଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ। ତାଙ୍କୁ ଧନ୍ଯବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।

5 ସଦାପ୍ରଭୁ ଉତ୍ତମ ଅଟନ୍ତି। ତାଙ୍କର ପ୍ରମେ ଚିରକାଳସ୍ଥାଯୀ। ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।

1 A Psalm of praise.

2 Make a joyful noise unto the Lord, all ye lands.

3 Serve the Lord with gladness: come before his presence with singing.

4 Know ye that the Lord he is God: it is he that hath made us, and not we ourselves; we are his people, and the sheep of his pasture.

5 Enter into his gates with thanksgiving, and into his courts with praise: be thankful unto him, and bless his name.

6 For the Lord is good; his mercy is everlasting; and his truth endureth to all generations.