Index
Full Screen ?
 

Psalm 10:11 in Oriya

Psalm 10:11 Oriya Bible Psalm Psalm 10

Psalm 10:11
ତଣେୁ ସହେି ନିରୀହ ଲୋକମାନେ ଭାବିବାକୁ ଲାଗନ୍ତି, ପରମେଶ୍ବର ଆମ୍ଭମାନଙ୍କୁ ଭୁଲି ୟାଇଛନ୍ତି। ସେ ଆମ୍ଭମାନଙ୍କଠାରୁ ବହୁ ଦୂରକୁ ଚାଲି ୟାଇଛନ୍ତି। ଆମ୍ଭମାନଙ୍କ ଉପରେ ୟାହା ଘଟୁଛି ସେ ବୋଧହୁଏ ଦେଖୁ ନାହାଁନ୍ତି।

He
hath
said
אָמַ֣רʾāmarah-MAHR
heart,
his
in
בְּ֭לִבּוֹbĕlibbôBEH-lee-boh
God
שָׁ֣כַֽחšākaḥSHA-hahk
hath
forgotten:
אֵ֑לʾēlale
hideth
he
הִסְתִּ֥ירhistîrhees-TEER
his
face;
פָּ֝נָ֗יוpānāywPA-NAV
he
will
never
בַּלbalbahl

רָאָ֥הrāʾâra-AH
see
לָנֶֽצַח׃lāneṣaḥla-NEH-tsahk

Cross Reference

Ezekiel 9:9
ସେ କହିଲେ, ଇଶ୍ରାୟେଲ ଓ ଯିହୁଦା ପରିବାର ବହୁତ ଜଘନ୍ଯ ପାପ କଲେ ଓ ଦେଶ ରକ୍ତପାତ ରେ ପରିପୂର୍ଣ୍ଣ ହାଇଗେଲା। ଆଉ ନଗର ଅନ୍ଯାଯ ରେ ପରିପୂର୍ଣ୍ଣ ହାଇେଅଛି। କାରଣ ସମାନେେ କହିଛନ୍ତି, ସଦାପ୍ରଭୁ ଦେଶ ତ୍ଯାଗ କରିଛନ୍ତି ଓ ସେ କିଛି ଲକ୍ଷ୍ଯ କରନ୍ତି ନାହିଁ।'

Ezekiel 8:12
ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲ ବଂଶର ପ୍ରାଚୀନବର୍ଗ ପ୍ରେତ୍ୟକକ ନିଜ ନିଜ ପ୍ରତିମା ଗୃହ ରେ ଅନ୍ଧକାର ରେ ଯାହା କରୁଅଛନ୍ତି ତାହା କ'ଣ ତୁମ୍ଭେ ଦେଖିପାରିବ ? କାରଣ ସମାନେେ ଭାବନ୍ତି, 'ସଦାପ୍ରଭୁ ଆମ୍ଭମାନଙ୍କୁ ଦେଖନ୍ତି ନାହିଁ। ସଦାପ୍ରଭୁ ଦେଶକୁ ତ୍ଯାଗ କରିଛନ୍ତି।'

Psalm 94:7
ସମାନେେ ଏହିପରି କହନ୍ତି ୟେ, ସଦାପ୍ରଭୁ ସମାନଙ୍କେର କୁକର୍ମକୁ ଦେଖିପାରିବେ ନାହିଁ। କିଅବା ୟାକୁବର ପରମେଶ୍ବର ବିବଚେନା କରିବେ ନାହିଁ।

Psalm 73:11
ସହେି ଦୁଷ୍ଟ ଲୋକମାନେ କହନ୍ତି, ପରମେଶ୍ବର ଜାଣି ନାହାଁନ୍ତି ଆମ୍ଭେ ୟାହା କରୁଛୁ। ସର୍ବୋପରିସ୍ଥ ପରମେଶ୍ବର ଏହା ଜାଣନ୍ତି ନାହିଁ!

Luke 7:39
ଯେଉଁ ଫାରୁଶୀ ଜଣକ ଯୀଶୁଙ୍କୁ ନିଜ ଘରକୁ ଡାକିଥିଲେ, ସେ ଏସବୁ ଦେଖିଲେ। ସେ ମନେ ମନେ ଭାବିଲେ, ଯୀଶୁ ଯଦି ପ୍ରକୃତ ରେ ଜଣେ ଭବିଷ୍ଯଦ୍ବକ୍ତା ହାଇେଥା'ନ୍ତେ, ତବେେ ସେ ନିଶ୍ଚୟ ଜାଣି ପାରନ୍ତେ ଯେ, ଯେଉଁ ସ୍ତ୍ରୀ ଲୋକଟି ତାହାଙ୍କୁ ଛୁଇଁଛି ସେ ଜଣେ ପାପୀନୀ।

Mark 2:6
କେତଜେଣ ଧର୍ମଶାସ୍ତ୍ରୀ ସଠାେରେ ବସିଥିଲେ।ଯୀଶୁଙ୍କ କାମ ସମାନେେ ଦେଖିଲେ। ସମାନେେ ନିଜ ଭିତ ରେ କୁହାକୁହି ହେଲେ,

Ecclesiastes 8:11
ବେଳେ ବେଳେ ଲୋକମାନେ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। ସମାନଙ୍କେର ଦଣ୍ଡ ବିଳମ୍ବ ରେ ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ।

Psalm 64:5
ସମାନେେ ଭୁଲ୍ କରିବା ପାଇଁ ପରସ୍ପରକୁ ଉତ୍ସାହିତ କରନ୍ତି। ସମାନେେ ଏହା କହି ଫାନ୍ଦ ବସାଇବା ବିଷଯରେ କଥାବାର୍ତ୍ତା ହୁଅନ୍ତି, କହେି ଏଠାରେ ସଗେୁଡ଼ିକୁ ଦେଖି ପାରିବେ ନାହିଁ।

Psalm 10:6
ସହେି ଲୋକମାନେ ଭାବନ୍ତି ୟେ ସମାନଙ୍କେ ଉପରେ କବେେ ବିପଦ ଆସିବ ନାହିଁ। ସମାନେେ କହନ୍ତି, ଆମ୍ଭର ସବୁବେଳେ ଭଲ ହବେ ଏବଂ କବେେ ବି ଆମ୍ଭେ ଦଣ୍ଡ ପାଇବୁ ନାହିଁ।

Job 22:13
ଆୟୁବ ତୁମ୍ଭେ ହୁଏତ କହିପାର, 'ପରମେଶ୍ବର କ'ଣ ଜାଣନ୍ତି ? ପରମେଶ୍ବର କ'ଣ ସହେି ଘନ ଅନ୍ଧକାର ବାଦଲ ମଧ୍ଯରୁ ଆମ୍ଭକୁ ଦେଖି ବିଚାର କରନ୍ତି ?

Chords Index for Keyboard Guitar