| Base Word | |
| בָּזַר | |
| Short Definition | to disperse |
| Long Definition | to scatter, disperse |
| Derivation | a primitive root |
| International Phonetic Alphabet | bɔːˈd͡zɑr |
| IPA mod | bɑːˈzɑʁ |
| Syllable | bāzar |
| Diction | baw-DZAHR |
| Diction Mod | ba-ZAHR |
| Usage | scatter |
| Part of speech | v |
ଗୀତସଂହିତା 68:30
ନଳବଣର ସହେି ବନ୍ଯ ପଶୁମାନଙ୍କୁ ଦଣ୍ଡ ଦିଅ। ସହେି ଜାତିଗୁଡ଼ିକର ଷଣ୍ଢଗୁଡ଼ିକୁ ଓ ଗାଈଗୁଡ଼ିକୁ ଆଦେଶ ମାନିବାକୁ ପ୍ରସ୍ତୁତ କରାଅ। ତୁମ୍ଭେ ସହେି ଜାତିଗୁଡ଼ିକୁ ୟୁଦ୍ଧରେ ହରାଇଥିଲ। ବର୍ତ୍ତମାନ ସହେି ଲୋକମାନଙ୍କୁ ତୁମ୍ଭ ପାଇଁ ରୂପା ଆଣିବେ। ସହେି ଜାତିମାନଙ୍କୁ ବିକ୍ଷିପ୍ତ କର, ଯେଉଁମାନେ ୟୁଦ୍ଧକୁ ଭଲ ପାଆନ୍ତି।
ଦାନିଏଲ 11:24
ଯେତବେେଳେ ଧନଶାଳୀ ଦେଶଗୁଡିକ ନିରାପଦ ଅନୁଭବ କରିବେ, ସେ ସମାନଙ୍କେୁ ଆକ୍ରମଣ କରିବ। ତାହା ପିତୃ ପିତାମହଗଣ ଯାହା କରିନଥିଲେ ସେ ତାହା କରିବ। ସେ ତାକୁ ବନ୍ଧୁମାନଙ୍କ ମଧିଅରେ ଲୁଣ୍ଠିତ ଦ୍ରବ୍ଯ ଅପହୃତ ବସ୍ତୁ ଓ ଧନ ବାଣ୍ଟି ଦବେ। ସେ ଅଳ୍ପ ସମୟ ପାଇଁ ସଫଳ ହବେ।
Occurences : 2
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்