Base Word
אֲרַם נַהֲרַיִם
Short DefinitionAram of (the) two rivers (Euphrates and Tigris) or Mesopotamia
Long DefinitionMesopotamia
Derivationfrom H0758 and the dual of H5104
International Phonetic Alphabetʔə̆ˈrɑm n̪ɑ.hə̆.rɑˈjɪm
IPA modʔə̆ˈʁɑm nɑ.hə̆.ʁɑˈjim
Syllableʾăram nahărayim
Dictionuh-RAHM na-huh-ra-YIM
Diction Moduh-RAHM na-huh-ra-YEEM
UsageAram-naharaim, Mesopotamia
Part of speechn-pr-loc

ଆଦି ପୁସ୍ତକ 24:10
ସହେି ଦାସ ଅବ୍ରହାମଙ୍କର ଦଶଟା ଓଟ ନଇେ ସହେି ସ୍ଥାନ ପିରତ୍ଯାଗ କଲା। ସମସ୍ତ ପ୍ରକାରର ସୁନ୍ଦର ଉପହାରଗୁଡ଼ିକ ବହନ କରି ନେଲେ। ସହେି ଦାସ ନାହାରେ ଅରାମନହରଯିମର ନଗରକୁ ୟାତ୍ରା କଲା।

ଦିତୀୟ ବିବରଣ 23:4
କାରଣ ତୁମ୍ଭମାନେେ ମିଶରରକ୍ସ୍ଟ ବାହାର ହାଇେ ଆସିବା ବେଳେ ସହେି ସମୟରେ ସମାନେେ ଅନ୍ନଜଳ ସହିତ ତୁମ୍ଭମାନଙ୍କୁ ପଥରେ ଭଟେିଲେ ନାହିଁ। ପକ୍ସ୍ଟଣି ସମାନେେ ତୁମ୍ଭମାନଙ୍କୁ ଶାପଦବୋ ନିମନ୍ତେ ମସେୋପଟାମିଆର ପଥୋର ସହର ନିବାସୀ ବିଲିଯମକକ୍ସ୍ଟ ପାରଶ୍ରମିକ ଦେଲେ।

ବିଚାରକର୍ତାମାନଙ୍କ ବିବରଣ 3:8
ସଦାପ୍ରଭୁ କୋପ ଇଶ୍ରାୟେଲବାସୀଙ୍କ ଉପରେ ପଡିଲା। ତେଣୁ ସେ ଅରାମ ନହରଯିମର ରାଜା କୂଶନରିଶିଯାଥଯିମର ହସ୍ତ ରେ ଇଶ୍ରାୟେଲବାସୀଙ୍କକ୍ସ୍ଟ ପରାସ୍ତ କଲେ। ତେଣୁ ଇଶ୍ରାୟେଲବାସୀମାନେ ଆଠବର୍ଷ ପର୍ୟ୍ଯନ୍ତ ତାଙ୍କର ସବୋ କଲେ।

ବିଚାରକର୍ତାମାନଙ୍କ ବିବରଣ 3:10
ସଦାପ୍ରଭୁଙ୍କର ଆତ୍ମା ତାଙ୍କଠା ରେ ପ୍ରବେଶ କଲାରକ୍ସ୍ଟ, ସେ ଇଶ୍ରାୟେଲର ଲୋକମାନଙ୍କର ବିଗ୍ଭର କଲେ, ଓ ୟକ୍ସ୍ଟଦ୍ଧ କରିବାକୁ ଆଗଇେ ଆସିଲେ। ଏବଂ ସଦାପ୍ରଭୁ କୂଶନ ରିଶିଯାଥଯିମକକ୍ସ୍ଟ ଅରାମୀଯର ରାଜାଙ୍କକ୍ସ୍ଟ ହରାଇବା ରେ ଅତ୍ନୀଯଲଙ୍କେ ସାହାୟ୍ଯ କରିଥିଲେ ଓ ସେ ତାଙ୍କୁ ଆଯତ କଲେ।

ପ୍ରଥମ ବଂଶାବଳୀ 19:6
ଅେମ୍ମାନୀୟ ଲୋକମାନେ ଦେଖିଲେ ଯେ, ସମାନେେ ନିଜକୁ ଦାଉଦଙ୍କର ଅତ୍ଯନ୍ତ ଘୃଣ୍ଯ ଶତ୍ରୁ କରିଅଛନ୍ତି। ଏହାପରେ ହାନୂନ ଓ ଅେମ୍ମାନୀୟ ଏକ ସହସ୍ର ତାଳନ୍ତ ରୂପା ଦଇେ ମସୋପଟୋମିଯାର ଅରାମସ୍ଥ ମାଖାରୁ ଓ ସୋବାରୁ ରଥ ଓ ରଥଚାଳକମାନଙ୍କୁ କିଣିଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்