Base Word | |
שְׁאֵר | |
Short Definition | flesh (as swelling out), as living or for food; generally food of any kind; figuratively, kindred by blood |
Long Definition | flesh, food, body, near kin, near kinswoman |
Derivation | from H7604 |
International Phonetic Alphabet | ʃɛ̆ˈʔer |
IPA mod | ʃɛ̆ˈʔeʁ |
Syllable | šĕʾēr |
Diction | sheh-ARE |
Diction Mod | sheh-ARE |
Usage | body, flesh, food, (near) kin(-sman, -swoman), near (nigh) (of kin) |
Part of speech | n-m |
ଯାତ୍ରା ପୁସ୍ତକ 21:10
ଯଦି ମୁନିବ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ, ତବେେ ସେ ପ୍ରଥମ ସ୍ତ୍ରୀକୁ କବେେ ଅସୁବିଧ ରେ ପକାଇବ ନାହିଁ। ତା'ର ବିବାହୋଚିତ କର୍ତ୍ତବ୍ଯ ଯଥା: ଖାଦ୍ୟ, ବସ୍ତ୍ ରେ ଓ ଶାରିରୀକ ସମ୍ପର୍କରୁ ବଞ୍ଚିତ କରିବ ନାହିଁ।
ଲେବୀୟ ପୁସ୍ତକ 18:6
ତୁମ୍ଭମାନେେ ଆପଣା କୁଟୁମ୍ବ ସହିତ ଦୈହିକ ସଂପର୍କ ରଖିବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।
ଲେବୀୟ ପୁସ୍ତକ 18:12
ତୁମ୍ଭେ ନିଜର ପିଉସୀ ସହିତ ୟୌନ ସଂପର୍କ ରଖିବ ନାହିଁ। କାରଣ ସେ ତୁମ୍ଭ ପିତାଙ୍କ ଅତି ନିକଟ ସଂପର୍କୀଯ।
ଲେବୀୟ ପୁସ୍ତକ 18:13
ତୁମ୍ଭେ ତୁମ୍ଭର ମାଉସୀ ସହିତ ମଧ୍ଯ ୟୌନ ସଂପର୍କ ରଖିବ ନାହିଁ। କାରଣ ସେ ତୁମ୍ଭ ମାଆଙ୍କର ଅତି ନିକଟ ସଂପର୍କୀଯା।
ଲେବୀୟ ପୁସ୍ତକ 20:19
ତୁମ୍ଭେ ତୁମ୍ଭର ମାଉସୀ କିମ୍ବା ପିଉସୀ ସହିତ ୟୌନ ସଂପର୍କ ରଖିବ ନାହିଁ। ତାହା ନିଜର ନିକଟବର୍ତ୍ତୀ ସଂପର୍କୀଯ ସହିତ ଅପରାଧ ହବେ ଓ ସେଥିପାଇଁ ସମାନେେ ନିଜ ନିଜ ଅପରାଧ ବହନ କରିବେ।
ଲେବୀୟ ପୁସ୍ତକ 21:2
କବଳେ ନିଜର ନିକଟ ଜ୍ଞାତି ଅର୍ଥାତ୍ ନିଜର ପିତା, ମାତା, ପୁତ୍ର, କନ୍ଯା ଓ ଭ୍ରାତା ନିମନ୍ତେ ସେ ଅଶୁଚି ହବେ।
ଲେବୀୟ ପୁସ୍ତକ 25:49
ତାହାର କକା କିମ୍ବା କକାର ପୁତ୍ର ତାକୁ ମୁକ୍ତ କରିପାରିବ। ଆଉ ତା'ର ବଂଶଜାତ ନିକଟବର୍ତ୍ତୀ କୌଣସି ଜ୍ଞାତି ତାକୁ ମୁକ୍ତ କରିପାରିବ କିମ୍ବା ତାହାର ସ୍ବହସ୍ତ ରେ ଅଧିକ ଧନ ହେଲେ ସେ ନିଜକୁ ମଧ୍ଯ ମୁକ୍ତ କରିପାରିବ।
ଗଣନା ପୁସ୍ତକ 27:11
ଆଉ ଯବେେ ତା'ର ପିତାର ଭାଇମାନେ ନଥାନ୍ତି, ତବେେ ତାହାର ପରିବାର ମଧ୍ଯରୁ ଏବଂ ନିକଟ ସଂପର୍କୀଯ ଜ୍ଞାତିକୁ ତାହାର ଅଧିକାର ଦବେ। ଏହା ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ବିଚାରବିଧି ହବେ। ଆଉ ସଦାପ୍ରଭୁ ମାଶାଙ୍କେୁ ଏହି ଆଜ୍ଞା ହେଲେ।'
ଗୀତସଂହିତା 73:26
ମାରେ ମନ ଏବଂ ଶରୀର ଦୁର୍ବଳ ହୁଏ, କିନ୍ତୁ ପରମେଶ୍ବର ଅନନ୍ତକାଳ ମାେ ହୃଦଯକୁ ଓ ମାେତେ ସ୍ଥାଯୀତ୍ବ ଦିଅନ୍ତି।
ଗୀତସଂହିତା 78:20
ଏହା ସତ୍ଯ ୟେ, ସେ ଶୈଳକୁ ଆଘାତ କରନ୍ତେ ଜଳ ନିର୍ଗତ ହେଲା, ସେ ମଧ୍ଯ କଗ୍ଦଣ ଆମ୍ଭକୁ ରୋଟୀ ଦଇେ ପାରିବେ ? ସେ କଗ୍ଦଣ ତାଙ୍କର ଲୋକମାନଙ୍କ ପାଇଁ ମାଂସ ଦଇେ ପାରିବେ ?
Occurences : 16
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்