Base Word
רָמַס
Short Definitionto tread upon (as a potter, in walking or abusively)
Long Definitionto trample
Derivationa primitive root
International Phonetic Alphabetrɔːˈmɑs
IPA modʁɑːˈmɑs
Syllablerāmas
Dictionraw-MAHS
Diction Modra-MAHS
Usageoppressor, stamp upon, trample (under feet), tread (down, upon)
Part of speechv

ଦିତୀୟ ରାଜାବଳୀ 7:17
ରାଜା ତାଙ୍କ ଅତି ନିକଟ ସନୋପତିଙ୍କୁ ନଗରଦ୍ବାର ରକ୍ଷା କରିବାକୁ ନିୟୁକ୍ତି କଲେ। ମାତ୍ର ଲୋକମାନେ ଖାଦ୍ୟ ଆଣିବାକୁ ଗଲା ବେଳେ ସମାନେେ ସନୋପତିକଙ୍କ ଲୋକକୁ ଦଳି ଦେଲେ ତହିଁରେ ସେ ମରିଗଲା। ରାଜା ଯେତବେେଳେ ଇଲୀଶାୟ ଗୃହକୁ ୟାଇଥିଲେ ଇଲୀଶାୟ ଯାହା କହିଥିଲେ ତାହାହିଁ ସବୁ ଘଟିଲା।

ଦିତୀୟ ରାଜାବଳୀ 7:20
ସହେିପରି ତାହା ପ୍ରତି ଘଟିଲା। କାରଣ ଲୋକମାନେ ନଗରଦ୍ବାର ରେ ତାକୁ ଦଳି ଦବୋରୁ ସେ ମଲା।

ଦିତୀୟ ରାଜାବଳୀ 9:33
ଯହେୂ ସମାନଙ୍କେୁ କହିଲେ, ଇଷବଲକେୁ ତଳକୁ ପକାଇ ଦିଅ।

ଦିତୀୟ ରାଜାବଳୀ 14:9
ଇଶ୍ରାୟେଲର ରାଜା ୟୋଯାଶ ଯିହୁଦାର ରାଜା ଅମତ୍ସିଯ ନିକଟକୁ ଲୋକ ପଠାଇ କହିଲେ, ଲିବାନୋନ୍ର କଣ୍ଟକଲତା ଏରସ୍ବୃକ୍ଷ ନିକଟକୁ କହି ପଠାଇଲେ, 'ତୁମ୍ଭ କନ୍ଯାକୁ ଆମ୍ଭ ପୁତ୍ର ସଙ୍ଗେ ବିବାହ କରିଦିଅ।' ମାତ୍ର ଲିବାନୋନ୍ର ଏକ ବନ୍ଯ ପଶୁ ସହେି ବାଟ ଦଇେ ଯାଉଥିଲା ଓ ସେ କଣ୍ଟକଲତାକୁ ପାଦ ରେ ଦଳି ଦଲୋ।

ଦିତୀୟ ବଂଶାବଳୀ 25:18
ଏହାପରେ ଯୋୟାଶ୍ ଅମତ୍ସିଯଙ୍କ ନିକଟକୁ ତାଙ୍କର ଉତ୍ତର ପଠାଇଲେ। ଯୋୟାଶ୍ ଇଶ୍ରାୟେଲର ରାଜା ଓ ଅମତ୍ସିଯ ଯିହୁଦାର ରାଜା ଥିଲେ। ଯୋୟାଶ୍ ଏହି ବାର୍ତ୍ତା କହିଲେ : ଲିବା ନୋନ୍ର ଏକ କ୍ଷୁଦ୍ର କଣ୍ଟାବୁଦା, ଲିବାନୋନ୍ର ଏକ ବିରାଟ ଦବଦୋରୁ ବୃକ୍ଷ ନିକଟକୁ ଏହି ବାଣୀ ପଠାଇଲା। କ୍ଷୁଦ୍ର କଣ୍ଟାବୁଦା ଏହି କଥା କହିଲା, 'ତୁମ୍ଭର କନ୍ଯା ମାରେ ପୁତ୍ରକୁ ବିବାହ କରୁ।' କିନ୍ତୁ ଏକ ହିଂସ୍ରଜନ୍ତୁ ଆସିଲା ଓ କଣ୍ଟାବୁଦା ଉପର ଦଇେ ଚାଲିଗଲା। ଆଉ ତାହାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦଲୋ।

ଗୀତସଂହିତା 7:5
ଏହା ୟଦି ସତ୍ଯ ନୁହେଁ ତାହା ହେଲେ ମାେତେ ଶାସ୍ତି ଦିଅ। ମାରେ ଶତ୍ରୁ ମାେ ପଛରେ ଗୋଡ଼ାଇ ମାେତେ ଧରି ମାରି ଦେଉ। ମାରେ ଜୀବନକୁ ଭୂମିରେ ଦଳି ପକାଉ। ମାରେ ଆତ୍ମାକୁ ତଥା ଗୌରବକୁ ଧୂଳିସାତ୍ କରୁ।

ଗୀତସଂହିତା 91:13
ତୁମ୍ଭେ ସିଂହ ଏବଂ ସର୍ପ ଉପରେ ମାଡ଼ି ଚାଲି ୟିବ। ତୁମ୍ଭେ ୟୁବା ସିଂହ ଓ କାଳସର୍ପକୁ ପାଦତଳେ ଦଳି ଦବେ।

ଯିଶାଇୟ 1:12
ଯେତବେେଳେ ତୁମ୍ଭମାନେେ ମାେତେ ସାକ୍ଷାତ କରିବାକୁ ଆସିଛ ତୁମ୍ଭମାନେେ ମାରେ ପ୍ରାଙ୍ଗଣ ରେ ସମସ୍ତ ଜିନିଷକୁ ପଦଦଳିତ କରିଛ। କିଏ ତୁମ୍ଭମାନଙ୍କୁ ଏହା କରିବାକୁ କହିଥିଲା ?

ଯିଶାଇୟ 16:4
ମାୟୋବର ଲୋକମାନଙ୍କୁ ତାଙ୍କର ଘରୁ ଜାରେ କରି ତଡ଼ି ଦିଆ ୟାଇଛି। ତେଣୁ ସମାନଙ୍କେୁ ତୁମ୍ଭ ଦେଶ ରେ ବାସ କରିବାକୁ ଦିଅ। ସମାନଙ୍କେ ଶତ୍ରୁଠାରୁ ସମାନଙ୍କେୁ ଲୁଚାଇ ରଖ। କାରଣ ଲୁଣ୍ଠନ ବନ୍ଦ ହବେ। ଶତ୍ରୁ ପରାଜିତ ହବେେ। ଆଘାତ କାରୀମାନେ ଦେଶରୁ ବିଦାଯ ନବେେ।

ଯିଶାଇୟ 26:6
ତା'ପ ରେ ଦରିଦ୍ର ଓ ନମ୍ର ଲୋକମାନେ ସହେି ଧ୍ବଂସ ସ୍ଥାନ ଉପ ରେ ବିଚରଣ କରିବେ।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்