Base Word
רוּץ
Short Definitionto run (for whatever reason, especially to rush)
Long Definitionto run
Derivationa primitive root
International Phonetic Alphabetruːt͡sˤ
IPA modʁut͡s
Syllablerûṣ
Dictionroots
Diction Modroots
Usagebreak down, divide speedily, footman, guard, bring hastily, (make) run (away, through), post
Part of speechv

ଆଦି ପୁସ୍ତକ 18:2
ଅବ୍ରହାମ ଦେଖିଲେ ତିନିଜଣ ଲୋକ ତାଙ୍କ ସମ୍ମୁଖ ରେ ଛିଡା ହାଇେଥିଲେ। ଅବ୍ରହାମ ଏହା ଦେଖିବାପରେ ସମାନଙ୍କେ ପାଖକୁ ଧାଇଁଗଲେ ଓ ଭୂମିଷ୍ଠ ହେଲେ।

ଆଦି ପୁସ୍ତକ 18:7
ଏହାପରେ ଅବ୍ରହାମ ଗୁହାଳକୁ ଦୌଡ଼ିଗଲା। ଅବ୍ରହାମ ତାଙ୍କର ଏକ ସୁନ୍ଦର ବାଛୁରି ଆଣିଲେ ାଓ ତାଙ୍କର ଦାସକୁ ନିର୍ଦେଶ ଦେଲେ, ଶିଘ୍ର ଏହାକୁ ଖାଦ୍ୟ ପ୍ରସ୍ତୁତ କର।

ଆଦି ପୁସ୍ତକ 24:17
ଏହାପରେ ସହେି ଦାସଜଣକ ତାଙ୍କ ପାଖକୁ ଗଲା ଏବଂ କହିଲା, ଦୟାକରି ତୁମ୍ଭ ପାତ୍ରରୁ ମାେତେ କିଛି ଜଳ ପାନ କରିବାକୁ ଦିଅ।

ଆଦି ପୁସ୍ତକ 24:20
ଏହାପରେ ରିବିକା କୂଅରୁ ପାଣିକାଢ଼ି କୁଣ୍ଡ ରେ ଢ଼ାଳିଲେ ଓ ପୁନ୍ନରାଯ ପାଣି କାଢ଼ିବା ପାଇଁ କୂଅ ନିକଟକୁ ଗଲେ। ଏବଂ ସେ ଏହିପରି ସମସ୍ତ ଓଟମାନଙ୍କୁ ପାଣି ପିଆଇଲେ।

ଆଦି ପୁସ୍ତକ 24:28
ଏହାପରେ ରିବିକା ଦୌଡ଼ିୟାଇ ତାଙ୍କ ପରିବାର ରେ ଏହି କଥା ଜଣାଇଲା।

ଆଦି ପୁସ୍ତକ 24:29
ରିବିକାର ଏକ ଭାଇ ଥିଲେ। ତାଙ୍କର ନାମ ଲାବନ। ରିବିକା ତାଙ୍କୁ ସବୁକଥା ଜଣାଇଲେ। ଲାବନ ଏହିକଥା ଶୁଣିବା ସମୟରେ ତାହାର ହସ୍ତ ରେ ଯେତବେେଳେ ବଳା ଦେଖିଲେ।

ଆଦି ପୁସ୍ତକ 29:12
ଯାକୁବ ରାହେଲକୁ କହିଲେ, ଯେ ସେ ହେଉଛନ୍ତି ରିବିକାର ପୁତ୍ର। ତେଣୁ ରାହେଲ ଘରକୁ ଦୌଡ଼ିୟାଇ ତାଙ୍କ ପିତାଙ୍କୁ କହିଲେ।

ଆଦି ପୁସ୍ତକ 29:13
ଲାବନ ତାଙ୍କ ଭଉଣୀର ପୁତ୍ର ଯାକୁବ ବିଷଯ ରେ ସମସ୍ତ ଶୁଣିଲେ। ତେଣୁ ଲାବନ ତାଙ୍କୁ ଦେଖିବା ପାଇଁ ଦୌଡ଼ିଗଲେ, ଲାବନ ତାଙ୍କୁ ଆଲିଙ୍ଗନ କଲେ ଓ ଚିମ୍ବନ ଦେଲେ। ଏବଂ ତାଙ୍କୁ ତାଙ୍କ ସହିତ ତାଙ୍କ ଗୃହକୁ ଆଣିଲେ। ଯାକୁବ ଲାବନକୁ ସବୁକିଛି କହିଲା।

ଆଦି ପୁସ୍ତକ 33:4
ସଯଲତଲବଲଳ ଏଲଷୗ ଯାକୁବକୁସଦଖିଲଲସସ ତାଙ୍କୁ ଭଲଟିବା ପାଇଁ ଦୌଡ଼ିଗଲଲ। ଏହାପଲରସସ ତା'ର ଗଳାଧରି ଆଲିଙ୍ଗନ ଓ ଚୁମ୍ବନ କଲଲ, ପୁଣି ଦୁସହଁ କାନ୍ଦିବାକୁ ଲାଗିଲଲ।

ଆଦି ପୁସ୍ତକ 41:14
ତେଣୁ ଫାରୋ ଯୋଷଫଙ୍କେୁ ବନ୍ଦୀଶାଳାରୁ ଡ଼କାଇଲେ। କାରାରକ୍ଷୀ ଯୋଷଫଙ୍କେୁ ଶୀଘ୍ର ବନ୍ଦୀଶାଳାରୁ ବାହାର କଲେ। ଯୋଷଫେ କ୍ଷୌର ହାଇେ ଉତ୍ତମ ବସ୍ତ୍ର ପରିଧାନ କଲେ। ଏହାପରେ ସେ ଫାରୋକୁ ଦଖାେ କରିବାକୁ ଗଲେ।

Occurences : 103

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்