Base Word
רֳאִי
Short Definitionsight, whether abstractly (vision) or concretely (a spectacle)
Long Definitionlooking, appearance, seeing, sight
Derivationfrom H7200
International Phonetic Alphabetrŏˈʔɪi̯
IPA modʁoˈʔiː
Syllablerŏʾî
Dictionroh-EE
Diction Modroh-EE
Usagegazingstock, look to, (that) see(-th)
Part of speechn-m

ଆଦି ପୁସ୍ତକ 16:13
ଏହାପରେ ହାଗାର ସଦାପ୍ରଭୁଙ୍କର ଏହି ନାମ ରଖିଲା ଯଥା, ଯେଉଁ ପରମେଶ୍ବର ମାେତେ ଦେଖନ୍ତି ସେ (ସ୍ତ୍ରୀ) ଏହା କହିଲା, କାରଣ ସେ ଚିନ୍ତା କଲା, ମୁଁ କଣ ପ୍ରକୃତ ରେ ତାଙ୍କୁ ଏଠା ରେ ଦେଖିଲି ୟିଏ ମତେ ଦେଖନ୍ତି?

ପ୍ରଥମ ଶାମୁୟେଲ 16:12
ତାକକ୍ସ୍ଟ ଡାକିବା ପାଇଁ ୟିଶୀ ଲୋକ ପଠାଇଲେ। ସେ ଈଷତ୍ ରକ୍ତବର୍ଣ ଓ ସକ୍ସ୍ଟନଯନ ଦେଖିବାକକ୍ସ୍ଟ ସକ୍ସ୍ଟନ୍ଦର ଅଟନ୍ତି।

ଆୟୁବ ପୁସ୍ତକ 7:8
ତୁମ୍ଭେ ବି ମାେତେ ଆଉ ଦେଖିବ ନାହିଁ। ତୁମ୍ଭେ ମାେତେ ଖାଜେିବ କିନ୍ତୁ ମୁଁ ନ ଥିବି।

ଆୟୁବ ପୁସ୍ତକ 33:21
ତା'ର ଶରୀର ଦୁର୍ବଳ ହାଇୟୋଏ। ସେ କ୍ରମେ କ୍ଷୀଣ ହାଇୟୋଏ। ତା'ର ହାଡ଼ସବୁ ପଦାକୁ ଦଖାୟୋଏ।

ନାହୂମ 3:6
ଆମ୍ଭେ କୁତ୍ସିତ ପଦାର୍ଥ ତୁମ୍ଭ ଉପରକୁ ପକାଇବା, ତୁମ୍ଭକୁ ଘୃଣାପୂର୍ଣ୍ଣ ଭାବେ ଆମ୍ଭେ ବ୍ଯବହାର କରିବା। ତୁମ୍ଭକୁ ଲୋକମାନେ ଦେଖି ଉପହାସ କରିବେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்