Base Word | |
קַשְׂקֶשֶׂת | |
Short Definition | a scale (of a fish); hence a coat of mail (as composed of or covered with jointed plates of metal) |
Long Definition | scale (of fish, water animals) |
Derivation | by reduplication from an unused root meaning to shale off as bark |
International Phonetic Alphabet | k’ɑɬ.k’ɛˈɬɛt̪ |
IPA mod | kɑs.kɛˈsɛt |
Syllable | qaśqeśet |
Diction | kahs-keh-SET |
Diction Mod | kahs-keh-SET |
Usage | mail, scale |
Part of speech | n-f |
ଲେବୀୟ ପୁସ୍ତକ 11:9
ସମୁଦ୍ର ଓ ନଦୀ ରେ ବାସ କରୁଥିବା ଜଳଜନ୍ତୁ ମଧ୍ଯରୁ ଯାହାର ଡଣୋ ବା କାତି ଅଛି, ସଗେୁଡିକ ତୁମ୍ଭମାନେେ ଭୋଜନ କରିପାରିବ।
ଲେବୀୟ ପୁସ୍ତକ 11:10
ମାତ୍ର ସମୁଦ୍ର କିମ୍ବା ନଦୀ ରେ ବାସ କରୁଥିବା ଜଳଚର ପ୍ରାଣୀମାନଙ୍କ ମଧିଅରେ, ଯେଉଁମାନଙ୍କର ଡଣୋ ବା କାତି ନାହିଁ, ସମାନଙ୍କେୁ ତୁମ୍ଭେ ଭୋଜନ କରିବ ନାହିଁ।
ଲେବୀୟ ପୁସ୍ତକ 11:12
ଜଳଚରମାନଙ୍କ ମଧିଅରେ ଯେଉଁମାନଙ୍କର ଡଣୋ ଓ କାତି ନାହିଁ, ସହେି ସମସ୍ତ ତୁମ୍ଭମାନଙ୍କ ପ୍ରତି ଘୃଣା ଯୋଗ୍ଯ।
ଦିତୀୟ ବିବରଣ 14:9
ତୁମ୍ଭମାନେେ କାତିଥିବା ବା ଡଣୋ ଥିବା ମାଛ ଖାଇପାରିବ।
ଦିତୀୟ ବିବରଣ 14:10
କିନ୍ତୁ ଜଳ ରେ ବାସ କରୁଥିବା ଜୀବ ଯେଉଁମାନଙ୍କର ଡଣୋ ବା କାତି ନାହିଁ, ସଗେକ୍ସ୍ଟଡିକ ଖାଅ ନାହିଁ, କାରଣ ସଗେକ୍ସ୍ଟଡିକ ତୁମ୍ଭମାନଙ୍କ ପାଇଁ ଅଶକ୍ସ୍ଟଚି ଅଟେ।
ପ୍ରଥମ ଶାମୁୟେଲ 17:5
ତା'ର ମସ୍ତକରେ ପିତ୍ତଳର ଟୋପର ଥିଲା ଓ ସେ ମାଛକାତି ତକ୍ସ୍ଟଲ୍ଯ ସାଞ୍ଜକ୍ସ୍ଟଆ ରେ ସଜ୍ଜିତ ଥିଲା। ସହେି ସାଞ୍ଜକ୍ସ୍ଟଆଟି ପାଞ୍ଚ ସହସ୍ର ଶକେଲ ଓଜନ ପିତ୍ତଳର ଥିଲା।
ଯିହିଜିକଲ 29:4
'ମାତ୍ର ମୁଁ ତୁମ୍ଭ ମାଢ଼ି ରେ ଅଙ୍କୁଶ ଦବେି ଓ ତୁମ୍ଭ ସୋର୍ତ ସମୂହର ମତ୍ସ୍ଯ ସକଳକୁ ତୁମ୍ଭ ଦହରେ କାତି ରେ ଲଗାଇବି। ଆଉ ସହେି ସୋର୍ତ ସମୂହ ମଧ୍ଯରୁ ତୁମ୍ଭକୁ ଓ ତୁମ୍ଭ କାତି ରେ ଲାଗିଥିବା ସମସ୍ତ ମତ୍ସ୍ଯଙ୍କୁ ବାହାର କରି ଉପରକୁ ଆଣିବା।
ଯିହିଜିକଲ 29:4
'ମାତ୍ର ମୁଁ ତୁମ୍ଭ ମାଢ଼ି ରେ ଅଙ୍କୁଶ ଦବେି ଓ ତୁମ୍ଭ ସୋର୍ତ ସମୂହର ମତ୍ସ୍ଯ ସକଳକୁ ତୁମ୍ଭ ଦହରେ କାତି ରେ ଲଗାଇବି। ଆଉ ସହେି ସୋର୍ତ ସମୂହ ମଧ୍ଯରୁ ତୁମ୍ଭକୁ ଓ ତୁମ୍ଭ କାତି ରେ ଲାଗିଥିବା ସମସ୍ତ ମତ୍ସ୍ଯଙ୍କୁ ବାହାର କରି ଉପରକୁ ଆଣିବା।
Occurences : 8
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்