Base Word
צִיּוֹן
Short DefinitionTsijon (as a permanent capital), a mountain of Jerusalem
Long Definitionanother name for Jerusalem especially in the prophetic books
Derivationthe same (regularly) as H6725
International Phonetic Alphabett͡sˤɪjˈjon̪
IPA modt͡siˈjo̞wn
Syllableṣiyyôn
Dictiontsih-YONE
Diction Modtsee-YONE
UsageZion
Part of speechn-pr-loc

ଦିତୀୟ ଶାମୁୟେଲ 5:7
ତଥାପି ଦାଉଦ ସିୟୋନର ଦୃଢ ଗଡ ଅଧିକାର କଲେ। ତାହା ହେଲା ଦାଉଦ ନଗର।

ପ୍ରଥମ ରାଜାବଳୀ 8:1
ତା'ପରେ ରାଜା ଶଲୋମନ ଇଶ୍ରାୟେଲର ପ୍ରାଚୀନବର୍ଗଙ୍କୁ, ବଂଶସମୂହର ପ୍ରଧାନବର୍ଗଙ୍କୁ ଓ ଇଶ୍ରାୟେଲର ସମସ୍ତ ପରିବାରର ମୁଖ୍ଯଙ୍କୁ ଏକତ୍ର ଡକାଇଲେ ଓ ସମାନଙ୍କେୁ ୟିରୁଶାଲମ ଆସିବାକୁ କହିଲେ। ଦାଉଦ ନଗରରୁ ସଦାପ୍ରଭୁଙ୍କ ନିଯମ ସିନ୍ଦୁକ ମନ୍ଦିରକୁ ଆଣିବା ରେ ସମାନଙ୍କେର ଯୋଗଦାନ ସେ ଗ୍ଭହୁଁଥିଲେ।

ଦିତୀୟ ରାଜାବଳୀ 19:21
ଏହା ହେଉଛି ସନ୍ ହରେୀବ୍ ବିଷଯ ରେ ସଦାପ୍ରଭୁଙ୍କ ବାର୍ତ୍ତା:

ଦିତୀୟ ରାଜାବଳୀ 19:31
ଅଳ୍ପ କେତକେ ମୃତ୍ଯୁର ରକ୍ଷା ପାଇଥିବା ଅବଶିଷ୍ଟ ଲୋକମାନେ ସିୟୋନ ପର୍ବତଠାରୁ ଓ ୟିରୁଶାଲମରୁ ବାହାରକୁ ଯିବେ। ଏହି ଘଟଣା ସଦାପ୍ରଭୁଙ୍କର ମନଭାବରୁ ସୃଷ୍ଟି କରିବେ।

ପ୍ରଥମ ବଂଶାବଳୀ 11:5
ୟିବୂଷ ରେ ବାସ କରୁଥିବା ଲୋକମାନେ ଦାଉଦଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ନଗର ମଧିଅରେ ପ୍ରବେଶ କରିପାରିବ ନାହିଁ। କିନ୍ତୁ ଦାଉଦ ସମାନଙ୍କେୁ ପରାସ୍ତ କରି ଦେଲେ। ଦାଉଦ ସିୟୋନ ଦୁର୍ଗକୁ ଅଧିକାର କରି ନେଲେ। ଯାହା ଦାଉଦଙ୍କ ନଗର ନାମ ରେ ଜଣାଗଲା।

ଦିତୀୟ ବଂଶାବଳୀ 5:2
ଇଶ୍ରାୟେଲର ସମସ୍ତ ପ୍ରାଚୀନ ଏବଂ ପ୍ରେତ୍ୟକକ ପରିବାରବର୍ଗର ମୁଖିଆମାନଙ୍କୁ ୟିରୁଶାଲମ ରେ ସମ୍ମିଳିତ ହବୋ ନିମନ୍ତେ ଶଲୋମନ ଆଜ୍ଞା ଦେଲେ। ଏହି ଲୋକମାନେ ଇଶ୍ରାୟେଲର ପରିବାରଗୁଡ଼ିକର ମୁଖିଆ ଥିଲେ। ସଦାପ୍ରଭୁଙ୍କର ନିଯମ-ସିନ୍ଦୁକ ସିୟୋନ ବାହାରକୁ ଦାଉଦଙ୍କର ନଗରକୁ ଆଣିବା ନିମନ୍ତେ ଶଲୋମନ ଏପରି କଲେ।

ଗୀତସଂହିତା 2:6
ସିୟୋନ ହେଉଛି ମାରେ ପବିତ୍ର ପର୍ବତ। ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ନେତାମାନଙ୍କୁ ସ୍ଥାପନ କରିଅଛି।

ଗୀତସଂହିତା 9:11
ହେ ସିଯୋନ୍ ନିବାସୀ ତୁମ୍ଭେ ସର୍ବଦା ପରମେଶ୍ବରଙ୍କର ପ୍ରଶଂସା ଗାନ କର। ସେ କରିଥିବା ସମସ୍ତ ମହାନ କାର୍ୟ୍ଯ ରାଜ୍ଯମାନଙ୍କ ଆଗରେ ପ୍ରକାଶ କର।

ଗୀତସଂହିତା 9:14
ତା'ପରେ ୟିରୁଶାଲମର ଫାଟକ ପାଖରେ ଥାଇ ତୁମ୍ଭକୁ ପ୍ରଶଂସା କରି ମୁଁ ଗୀତ ଗାଇବି। ମୁଁ ଆଜି ଅତ୍ଯନ୍ତ ଆନନ୍ଦିତ କାରଣ ତୁମ୍ଭେ ମାେତେ ରକ୍ଷା କରିଛ।

ଗୀତସଂହିତା 14:7
ମୁଁ ଆଶାକରେ କହେି ଜଣେ ତାଙ୍କର ମନ୍ଦିରରୁ ସିଯୋନ ପର୍ବତ ଉପରକୁ ଆସନ୍ତା ଏବଂ ଇଶ୍ରାୟେଲକୁ ରକ୍ଷା କରନ୍ତା। ସେତବେେଳେ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ପୁନର୍ବାର ଶକ୍ତିଶାଳୀ କରନ୍ତି, ତା ହେଲେ ୟାକୁବ ଆହ୍ଲାଦିତ ହବେ। ଇଶ୍ରାୟେଲ ବହୁତ ଖୁସି ହବେ।

Occurences : 154

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்