Base Word
צוּם
Short Definitionto cover over (the mouth), i.e., to fast
Long Definition(Qal) to abstain from food, fast
Derivationa primitive root
International Phonetic Alphabett͡sˤuːm
IPA modt͡sum
Syllableṣûm
Dictiontsoom
Diction Modtsoom
Usage× at all, fast
Part of speechv

ବିଚାରକର୍ତାମାନଙ୍କ ବିବରଣ 20:26
ଏହାପରେ ଇଶ୍ରାୟେଲର ସମସ୍ତ ଲୋକ ବୈଥଲହମେକକ୍ସ୍ଟ ଗଲେ। ସହେି ସ୍ଥାନ ରେ ସମାନେେ ବସି ସଦାପ୍ରଭୁଙ୍କୁ ଗକ୍ସ୍ଟହାରି ଜଣାଇଲେ। ସମାନେେ ସଠାେରେ ଦିନ ତମାମ କିଛି ଖାଇଲେ ନାହିଁ। ସମାନେେ ମଧ୍ଯ ମଦାପ୍ରଭକ୍ସ୍ଟଙ୍କକ୍ସ୍ଟ ହାମବେଳି ଓ ମଙ୍ଗଳାର୍ଥକ ବଳି ପ୍ରଦାନ କଲେ।

ପ୍ରଥମ ଶାମୁୟେଲ 7:6
ଇଶ୍ରାୟେଲୀୟମାନେ ମିସପୀ ରେ ମିଳିତ ହେଲେ ଏବଂ ପାଣି ଆଣିଲେ ଏବଂ ସଦାପ୍ରଭୁଙ୍କ ଆଗ ରେ ତାହା ଢାଳିଲେ। ସମାନେେ ସହେିଦିନ ଉପବାସ ପାଳନ କଲେ। ସମାନେେ କହିଲେ, ଆମ୍ଭମାନେେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ପାପ କରୁଛକ୍ସ୍ଟ। ଶାମକ୍ସ୍ଟଯଲେ ମିସପୀ ରେ ଇଶ୍ରାୟେଲୀୟମାନଙ୍କର ବିଗ୍ଭର କଲେ।

ପ୍ରଥମ ଶାମୁୟେଲ 31:13
ତା'ପରେ ସହେି ଲୋକମାନେ ଶାଉଲ ଓ ତାଙ୍କର ପକ୍ସ୍ଟତ୍ରମାନଙ୍କର ଅସ୍ଥି ସଂଗ୍ରହ କରିଆଣି ୟାବେଶଠା ରେ ଥିବା ଏକ ଝାଉଁ ବୃକ୍ଷ ତଳେ ତାହାକକ୍ସ୍ଟ ସମାଧି ଦେଲେ। ତା'ପରେ ୟାବେଶର ଲୋକମାନେ ଶୋକ ସନ୍ତାଲ୍ଗ ଭାବରେ ଦକ୍ସ୍ଟଃଖ ରେ ଶାେକ ପାଳନ ନିମନ୍ତେ ସାତଦିନ ବିନା ଆହାର ରେ ଶୋକ ପାଳନ କଲେ।

ଦିତୀୟ ଶାମୁୟେଲ 1:12
ସମାନେେ ଦକ୍ସ୍ଟଃଖ ରେ କାନ୍ଦିଲେ ଏବଂ ସମାନେେ ମଧ୍ଯ ଦିନସାରା କିଛି ଖାଇଲେ ନାହିଁ। ସମାନେେ ଏପରି କଲେ କାରଣ ଯୋନାଥନ ଓ ଶାଉଲ ମୃତକ୍ସ୍ଟ୍ଯବରଣ କଲେ ଏବଂ ସଦାପ୍ରଭୁଙ୍କର ବହକ୍ସ୍ଟତ ଇଶ୍ରାୟେଲୀୟ ଲୋକମାନେ ୟକ୍ସ୍ଟଦ୍ଧ ରେ ହତ ହେଲ। ତେଣୁ ସମାନେେ କାନ୍ଦିଲେ ଓ ଶୋକ ପାଳନ କଲେ।

ଦିତୀୟ ଶାମୁୟେଲ 12:16
ଦାଉଦ ବାଳକ ନିମନ୍ତେ ପରମେଶ୍ବରଙ୍କ ନିକଟରେ ନିବଦନେ କଲେ ଓ ଦାଉଦ ଉପବାସ କଲେ ଓ ଭିତ ରେ ୟାଇ ରାତ୍ରିୟାକ ଭୂମି ଉପରେ ପଡି ରହିଲେ।

ଦିତୀୟ ଶାମୁୟେଲ 12:21
ଦାଉଦଙ୍କକ୍ସ୍ଟ ତାଙ୍କର ଦାସମାନେ ପଚାରିଲେ, ଆପଣ ଏପରି ବ୍ଯବହାର କାହିଁକି କଲେ? ଯେତବେେଳେ ପିଲାଟି ବଞ୍ଚିଥିଲା ଆପଣ ଖାଇବାକକ୍ସ୍ଟ ମନା କଲେ ଓ କାନ୍ଦିଲେ କିନ୍ତୁ ପିଲାଟି ମରିୟିବା ପରେ ଉଠିଲେ ଓ ଖାଦ୍ୟ ଖାଇଲେ।

ଦିତୀୟ ଶାମୁୟେଲ 12:22
ଦାଉଦ କହିଲେ, ପିଲାଟି ବଞ୍ଚିଥିବା ସମୟରେ ମୁ ଖାଇବାକକ୍ସ୍ଟ ମନାକଲି କାରଣ ମୁ କ୍ରନ୍ଦନ କଲି, 'ଯଦି ପରମେଶଓରଙ୍କୁ ମାରଦେକ୍ସ୍ଟଃଖ ଜଣାଏ କାଳେ ସେ ମାେ ଉପରେ ଦୟା କରିବେ ଏବଂ ପିଲାଟିକକ୍ସ୍ଟ ବଞ୍ଚିବାକକ୍ସ୍ଟ ଦବେେ।'

ଦିତୀୟ ଶାମୁୟେଲ 12:23
କିନ୍ତୁ ବର୍ତ୍ତମାନ ପିଲାଟି ମରିଅଛି, ମୁ କାହିଁକି ଆଉ ଉପବାସ କରିବି। ମୁ କ'ଣ ପିଲାଟିର ଜୀବନ ଫରୋଇ ଆଣି ପାରିବି। ଦିନେ ମୁ ତା' ନିକଟକକ୍ସ୍ଟ ୟିବି କିନ୍ତୁ ସେ ମାେ ନିକଟକକ୍ସ୍ଟ ଆସି ପାରିବ ନାହିଁ।

ପ୍ରଥମ ରାଜାବଳୀ 21:27
ଆହାବ୍ ଏହିକଥା ଶୁଣି ଅତ୍ଯନ୍ତ ମର୍ମାହତ ହେଲେ। ସେ ନିଜର ବସ୍ତ୍ର ଚିରିଲେ ଓ ଦୁଃଖର ଚିହ୍ନ ସ୍ବରୂପ ଅଖା ପିନ୍ଧି ଉପବାସ କରି ଅଖା ରେ ଶାଇେଲେ, ସେ ଅତି ଦୁଃଖିତ ଓ ବିବ୍ରତ ହେଲେ।

ପ୍ରଥମ ବଂଶାବଳୀ 10:12
ୟାବେଶ-ଗିଲିଯଦର ସମସ୍ତ ସାହସୀ ଲୋକମାନେ ଶାଉଲ ଓ ତାଙ୍କର ପୁତ୍ରମାନଙ୍କର ମୃତ ଶରୀର ଆଣିବା ନିମନ୍ତେ ଗଲେ ଓ ନଇେ ଆସିଲେ। ୟାବେଶସ୍ଥିତ ଏକ ବିରାଟ ବୃକ୍ଷ ତଳେ ସମାନଙ୍କେ ଅସ୍ଥିକୁ କବର ଦେଲେ। ଏହାପରେ ସମାନେେ ସାତଦିନ ପର୍ୟ୍ଯନ୍ତ ଉପବାସ କଲେ।

Occurences : 21

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்