Base Word | |
פָּשַׁע | |
Short Definition | to break away (from just authority), i.e., trespass, apostatize, quarrel |
Long Definition | to rebel, transgress, revolt |
Derivation | a primitive root (identical with through the idea of expansion) |
International Phonetic Alphabet | pɔːˈʃɑʕ |
IPA mod | pɑːˈʃɑʕ |
Syllable | pāšaʿ |
Diction | paw-SHA |
Diction Mod | pa-SHA |
Usage | offend, rebel, revolt, transgress(-ion, -or) |
Part of speech | v |
ପ୍ରଥମ ରାଜାବଳୀ 8:50
ତୁମ୍ଭ ବିରୁଦ୍ଧ ରେ ପାପ କରିଥିବା ତୁମ୍ଭର ସହେି ଲୋକମାନଙ୍କୁ ଓ ତୁମ୍ଭଠାରୁ ବିମୁଖ ହାଇେଥିବା ସହେି ଲୋକମାନଙ୍କୁ କ୍ଷମା କର। ସମାନଙ୍କେର ଶତୃମାନଙ୍କୁ ସମାନଙ୍କେ ପ୍ରତି ଦୟାଳୁ ହବୋକୁ ଦିଅ।
ପ୍ରଥମ ରାଜାବଳୀ 12:19
ତେଣୁ ଇଶ୍ରାୟେଲର ଲୋକମାନେ ଦାଉଦ ବଂଶ ବିପକ୍ଷ ରେ ବିଦ୍ରୋହ କଲେ ଓ ଏବେ ମଧ୍ଯ ସମାନେେ ଦାଉଦ ବଂଶର ବିଦ୍ରୋହୀ ହାଇେ ରହିଛନ୍ତି।
ଦିତୀୟ ରାଜାବଳୀ 1:1
ଅନନ୍ତର ଆହାବ୍ଙ୍କ ମୃତ୍ଯୁପରେ ମାୟୋବ ଇଶ୍ରାୟେଲ ବିରୁଦ୍ଧ ରେ ବିଦ୍ରୋହାଚରଣ କଲେ।
ଦିତୀୟ ରାଜାବଳୀ 3:5
ମାତ୍ର ଆହାବ୍ଙ୍କ ମୃତ୍ଯୁପରେ ମାୟୋବର ରାଜା ଇଶ୍ରାୟେଲର ରାଜାଙ୍କ ବିରୁଦ୍ଧାଚରଣ କଲେ।
ଦିତୀୟ ରାଜାବଳୀ 3:7
ତତ୍ପରେ ଯିହାରୋମ୍ ଯିହୁଦାର ରାଜା ଯିହାଶାଫେଟ୍ଙ୍କ ନିକଟକୁ ଦୂତ ପଠାଇ କହିଲେ, ମାୟୋବର ରାଜା ମାେ ବିରୁଦ୍ଧ ରେ େଦ୍ରାହାଚରଣ କରିଛି, ତୁମ୍ଭେ ମାେ ସହିତ ୟୁଦ୍ଧ କରିବାକୁ ମାୟୋବ ବିରୁଦ୍ଧ ରେ ୟିବ କି?
ଦିତୀୟ ରାଜାବଳୀ 8:20
ତାଙ୍କ ସମୟରେ ଯିହୁଦାର ଶାସନ ବିରୁଦ୍ଧ ରେ ଇଦୋମୀଯମାନେ ବିଦ୍ରୋହ କଲେ ଓ ସମାନେେ ସମାନଙ୍କେର ଏକ ରାଜା ବାଛିଲେ।
ଦିତୀୟ ରାଜାବଳୀ 8:22
ତେଣୁ ଇଦୋମୀଯ ଲୋକମାନେ ଯିହୁଦା ବିରୁଦ୍ଧ ରେ ବିଦ୍ରୋହ କଲେ। ସମାନେେ ଆଜି ପର୍ୟ୍ଯନ୍ତ ଯିହୁଦାର ରାଜତ୍ବରୁ ମୁକ୍ତ ଅଛନ୍ତି।
ଦିତୀୟ ରାଜାବଳୀ 8:22
ତେଣୁ ଇଦୋମୀଯ ଲୋକମାନେ ଯିହୁଦା ବିରୁଦ୍ଧ ରେ ବିଦ୍ରୋହ କଲେ। ସମାନେେ ଆଜି ପର୍ୟ୍ଯନ୍ତ ଯିହୁଦାର ରାଜତ୍ବରୁ ମୁକ୍ତ ଅଛନ୍ତି।
ଦିତୀୟ ବଂଶାବଳୀ 10:19
ସହେି ସମୟଠାରୁ ଆଜି ପର୍ୟ୍ଯନ୍ତ ଇଶ୍ରାୟେଲର ଲୋକମାନେ ଦାଉଦଙ୍କ ବଂଶର ବିରୋଧୀ ହାଇେଅଛନ୍ତି।
ଦିତୀୟ ବଂଶାବଳୀ 21:8
ଯିହାରୋମ୍ଙ୍କ ସମୟରେ, ଇଦୋମ ଯିହୁଦାର ଅଧୀନତାକୁ ଭଙ୍ଗ କଲା। ଇଦୋମୀଯମାନେ ସମାନଙ୍କେର ନିଜର ରାଜାଙ୍କୁ ମନୋନୀତ କଲେ।
Occurences : 41
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்