Base Word | |
פָּשָׂה | |
Short Definition | to spread |
Long Definition | (Qal) to spread |
Derivation | a primitive root |
International Phonetic Alphabet | pɔːˈɬɔː |
IPA mod | pɑːˈsɑː |
Syllable | pāśâ |
Diction | paw-SAW |
Diction Mod | pa-SA |
Usage | spread |
Part of speech | v |
ଲେବୀୟ ପୁସ୍ତକ 13:5
ସପ୍ତମ ଦିନ ରେ ଯାଜକ ସହେି ଚିହ୍ନକୁ ଦେଖିବ। ଯଦି ସହେି ଘା' ବଦଳି ନଥାଏ କିମ୍ବା ଚର୍ମ ଉପରେ ଅଧିକ ବ୍ଯାପି ନଥାଏ, ତବେେ ଯାଜକ ତାକୁ ଆହୁରି ସାତଦିନ ଅନ୍ୟମାନଙ୍କ ଠାରୁ ପୃଥକ୍ କରି ରଖିବ।
ଲେବୀୟ ପୁସ୍ତକ 13:6
ପୁଣି ସାତଦିନ ପରେ ଯାଜକ ପୁନର୍ବାର ତାହାକୁ ପରୀକ୍ଷା କରିବ। ଯଦି ଘା' ମଳିନ ହାଇୟୋଇଥାଏ ଘା' ଚର୍ମ ରେ ଆଉ ବ୍ଯାପି ନଥାଏ, ତବେେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବା ଉଚିତ୍। ତାହା ଗୋଟିଏ ସାଧାରଣ ବକଳା ପରି ଥିଲା। ତେଣୁ ସେ ନିଜର ବସ୍ତ୍ର ଧୋଇ ଶୁଚି ହବୋ ଉଚିତ୍।
ଲେବୀୟ ପୁସ୍ତକ 13:7
ମାତ୍ର ସେ ଶୌଚ ନିମନ୍ତେ ନିଜକୁ ଯାଜକକୁ ଦଖାଇେଲା ପରେ ଯବେେ ତା'ର ଘା' ଚର୍ମ ଉପରେ ବ୍ଯାପେ, ତବେେ ସେ ପୁନର୍ବାର ଯାଜକକୁ ଦଖାଇବେ।
ଲେବୀୟ ପୁସ୍ତକ 13:7
ମାତ୍ର ସେ ଶୌଚ ନିମନ୍ତେ ନିଜକୁ ଯାଜକକୁ ଦଖାଇେଲା ପରେ ଯବେେ ତା'ର ଘା' ଚର୍ମ ଉପରେ ବ୍ଯାପେ, ତବେେ ସେ ପୁନର୍ବାର ଯାଜକକୁ ଦଖାଇବେ।
ଲେବୀୟ ପୁସ୍ତକ 13:8
ଯାଜକ ଯଦି ଦେଖିବ ସହେି କ୍ଷତି ଚର୍ମ ରେ ବ୍ଯାପିଲା, ତବେେ ସେ ତାକୁ ଅଶୁଚି ବୋଲି ପ୍ରକାଶ କରିବ ଏବଂ ତାହା କୁଷ୍ଠ ରୋଗ।
ଲେବୀୟ ପୁସ୍ତକ 13:22
ଆଉ ଯଦି ତାହା ଚର୍ମ ରେ ବ୍ଯାପେ, ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗ ଘା'।
ଲେବୀୟ ପୁସ୍ତକ 13:22
ଆଉ ଯଦି ତାହା ଚର୍ମ ରେ ବ୍ଯାପେ, ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗ ଘା'।
ଲେବୀୟ ପୁସ୍ତକ 13:23
ମାତ୍ର ଯଦି ସହେି ଚିକ୍କଣ ଚିହ୍ନ ସ୍ବସ୍ଥାନ ରେ ଥାଇ ଆଉ ନ ବଢେ, ତବେେ ତାହା ବଥର ଚିହ୍ନ ଅଟେ। ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ।
ଲେବୀୟ ପୁସ୍ତକ 13:27
ସପ୍ତମ ଦିନ ଯାଜକ ପୁନର୍ବାର ଲୋକଟିକୁ ଦେଖିବ, ଯଦି ତାହା ଚର୍ମ ରେ ବ୍ଯାପି ଥାଏ, ତବେେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗର ଘା'।
ଲେବୀୟ ପୁସ୍ତକ 13:27
ସପ୍ତମ ଦିନ ଯାଜକ ପୁନର୍ବାର ଲୋକଟିକୁ ଦେଖିବ, ଯଦି ତାହା ଚର୍ମ ରେ ବ୍ଯାପି ଥାଏ, ତବେେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗର ଘା'।
Occurences : 22
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்