Base Word
פִּסֵּחַ
Short Definitionlame
Long Definitionlame
Derivationfrom H6452
International Phonetic Alphabetpɪsˈse.ɑħ
IPA modpiˈse.ɑχ
Syllablepissēaḥ
Dictionpis-SAY-ah
Diction Modpee-SAY-ak
Usagelame
Part of speecha

ଲେବୀୟ ପୁସ୍ତକ 21:18
ଯେକୌଣସି ଲୋକର ଖୁଣ ଅଛି, ସେ ନିକଟବର୍ତ୍ତୀ ହବେନାହିଁ।

ଦିତୀୟ ବିବରଣ 15:21
ଯଦି ସହେି ପଶକ୍ସ୍ଟଠା ରେ କୌଣସି ଖକ୍ସ୍ଟଣ ଥାଏ, ଯଥା ସେ ଯଦି େଛାଟା, କଣା କିମ୍ବା ସେ କୌଣସି ମନ୍ଦ ଖକ୍ସ୍ଟଣ ୟକ୍ସ୍ଟକ୍ତ ଥାଏ ତବେେ ତୁମ୍ଭେ ତାକକ୍ସ୍ଟ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିପାରିବ ନାହିଁ।

ଦିତୀୟ ଶାମୁୟେଲ 5:6
ଏହାପରେ ରାଜା ଓ ତାଙ୍କର ଲୋକମାନେ ୟିରକ୍ସ୍ଟଶାଲମ ରେ ବାସ କରୁଥିବା ୟିବୂଷୀଯମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗଲେ। ଏହି ୟିବୂଷୀଯମାନେ ଦାଉଦଙ୍କକ୍ସ୍ଟ କହିଲେ, ତୁମ୍ଭେ ଏହି ସ୍ଥାନକକ୍ସ୍ଟ ଆସି ପାରିବ ନାହିଁ। ଏପରିକି ଆମ୍ଭମାନଙ୍କର ଅନ୍ଧ ଓ ଅର୍ଥବ ଲୋକମାନେ ତୁମ୍ଭକୁ ଅଟକାଇ ପାରିବେ। ସମାନେେ ଏହି ଚିନ୍ତାଧାରା ପ୍ରକାଶ କଲେ ଯେ, ସମାନଙ୍କେର ନଗର ରେ ପ୍ରବେଶ କରିବା ପାଇଁ ଦାଉଦ ଅକ୍ଷମ ହବେେ।

ଦିତୀୟ ଶାମୁୟେଲ 5:8
ସହେି ଦିନ ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, ଯେଉଁମାନେ ୟିବୂଷୀଯମାନଙ୍କୁ ଆକ୍ରମଣ କରିବା ପାଇଁ ଇଚ୍ଛା କରୁଛନ୍ତି ସମାନେେ ପାଣିନଳ ମଧ୍ଯ ଦଇେ ୟିବା ଉଚିତ୍ ଓ ସହେିସବୁ େଛାଟା ଓ ଅନ୍ଧ ଲୋକମାନଙ୍କ ପାଖକକ୍ସ୍ଟ ପହଞ୍ଚିବା ଉଚିତ୍।

ଦିତୀୟ ଶାମୁୟେଲ 5:8
ସହେି ଦିନ ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, ଯେଉଁମାନେ ୟିବୂଷୀଯମାନଙ୍କୁ ଆକ୍ରମଣ କରିବା ପାଇଁ ଇଚ୍ଛା କରୁଛନ୍ତି ସମାନେେ ପାଣିନଳ ମଧ୍ଯ ଦଇେ ୟିବା ଉଚିତ୍ ଓ ସହେିସବୁ େଛାଟା ଓ ଅନ୍ଧ ଲୋକମାନଙ୍କ ପାଖକକ୍ସ୍ଟ ପହଞ୍ଚିବା ଉଚିତ୍।

ଦିତୀୟ ଶାମୁୟେଲ 9:13
ମଫୀବୋଶତ୍ଙ୍କର ଦକ୍ସ୍ଟଇ ଗୋଡ େଛାଟା ଥିଲା। ସେ ସର୍ବଦା ୟିରକ୍ସ୍ଟଶାଲମ ରେ ବାସ କରୁଥିଲେ ଓ ରାଜା ଦାଉଦଙ୍କ ପାଖ ରେ ସର୍ବଦା ତାଙ୍କ ଟବେକ୍ସ୍ଟଲ ରେ ଖାଉଥିଲେ।

ଦିତୀୟ ଶାମୁୟେଲ 19:26
ମଫୀବୋଶତ୍ ଉତ୍ତରସଦଲା, ସହସମାର ପ୍ରଭକ୍ସ୍ଟ ମହାରାଜ,ସମାର ଦାସସମାଲତ ପ୍ରବଞ୍ଚନା କଲା। ମୁ ତସଛାଟାସତଣୁ ମୁସମା ଦାସ ସୀବଃକକ୍ସ୍ଟ କହିଲି, 'ଏକ ଗଧ ସଜାଇବା ପାଇଁ,ସଯଉଁଥିସର ମୁ ୟାଇସମାରରାଜାଙ୍କକ୍ସ୍ଟସଦଖା କରିବି।'

ଆୟୁବ ପୁସ୍ତକ 29:15
ମୁଁ ଅନ୍ଧ ଲୋକର ଚକ୍ଷୁ ସଦୃଶ ଥିଲି। ସମାନେେ ଯେଉଁ ଆଡ଼କୁ ୟିବାକୁ ଇଚ୍ଛା କରୁଥିଲେ ସହେି ପଥରେ ୟିବାକୁ ମୁଁ ସାହାୟ୍ଯ କରୁଥିଲି। େଛାଟ ଲୋକର ମୁଁ ପାଦ ସଦୃଶ ଥିଲି। ମୁଁ ତାଙ୍କୁ ବୋହି ନେଉଥିଲି। ଯେଉଁ ସ୍ଥାନକୁ ସମାନେେ ୟିବାକୁ ଇଚ୍ଛା କରୁଥିଲେ।

ହିତୋପଦେଶ 26:7
ଲେଙ୍ଗଡ଼ୋର ଚରଣ ଯେପରି ଅଦରକାରୀ ଭାବେ ଝୁଲୁଥାଏ, ଅଜ୍ଞାନର ମୁଖ ରେ ହିତାପଦେେଶ ବାକ୍ଯ ଠିକ୍ ସହେିପରି।

ଯିଶାଇୟ 33:23
ତେଣୁ ସଦାପ୍ରଭୁ ଆମ୍ଭମାନଙ୍କୁ ବିପୁଳ ସମ୍ପଦ ଦବେେ। ଏପରିକି େଛାଟ ଲୋକ ମଧ୍ଯ ଲୁଟିତ ସମ୍ପଦ ପାଇବ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்