Base Word | |
עַזְרִיקָם | |
Short Definition | Azrikam, the name of four Israelites |
Long Definition | son of Neariah and descendant of Zerubbabel of the royal line of Judah |
Derivation | from H5828 and active participle of H6965; help of an enemy |
International Phonetic Alphabet | ʕɑd͡z.rɪi̯ˈk’ɔːm |
IPA mod | ʕɑz.ʁiːˈkɑːm |
Syllable | ʿazrîqām |
Diction | adz-ree-KAWM |
Diction Mod | az-ree-KAHM |
Usage | Azrikam |
Part of speech | n-pr-m |
ପ୍ରଥମ ବଂଶାବଳୀ 3:23
ନିଯରିଯଙ୍କର ତିନି ପୁତ୍ର ଥିଲେ, ସମାନେେ ହେଲେ ଇଲୀଯୋ-ଐନଯ, ହିଜକିଯ ଅସ୍ରୀକାମ।
ପ୍ରଥମ ବଂଶାବଳୀ 8:38
ଆତ୍ ସେଲ୍ଙ୍କ ଛଅ ପୁତ୍ର ଥିଲେ। ସମାନଙ୍କେର ନାମ ଏହିପରି ଥିଲା -ଅସ୍ରୀକାମ୍, ବୋଖରୁ, ଇଶ୍ମାଯଲେ, ଶିଯରିଯ, ଓବଦିଯ ଓ ହାନନ।
ପ୍ରଥମ ବଂଶାବଳୀ 9:14
ଲବେୀଙ୍କ ପରିବାରବର୍ଗର ଏହି ଲୋକମାନେ ୟିରୁଶାଲମ ରେ ବାସ କରୁଥିଲେ : ହଶୂବ୍ଙ୍କ ପୁତ୍ର ଶମଯିଯ। ହଶୂଯ ଅସ୍ରୀକାମ୍ଙ୍କ ପୁତ୍ର ଥିଲେ। ଅସ୍ରୀକାମ୍ ହଶୂବ୍ଙ୍କ ପୁତ୍ର ଥିଲେ। ହଶବିଯ ମରାରିଙ୍କ ବଂଶଧର ଥିଲେ।
ପ୍ରଥମ ବଂଶାବଳୀ 9:44
ଆତ୍ ସେଲଙ୍କ ଛଅପୁତ୍ର ଥିଲେ। ସମାଙ୍କେର ନାମ ଥିଲା : ଅସ୍ରୀକାମ୍, ବୋଖରୁ, ଇଶ୍ମାଯଲେ, ଶିଯରିଯ, ଓବଦିଯ ଓ ହାନନ୍। ଏହି ସମସ୍ତ ଆତ ସେଲଙ୍କ ସନ୍ତାନ ଥିଲେ।
ଦିତୀୟ ବଂଶାବଳୀ 28:7
ସିଖ୍ରି ଇଫ୍ରଯିମର ଜଣେ ସାହସୀ ସୈନିକ ଥିଲେ। ସିଖ୍ରି ଆହସଙ୍କ ପୁତ୍ର ମା ସଯଙ୍କେୁ, ରାଜ ପ୍ରାସାଦର ଅଧିକାରୀ ଦାଯିତ୍ବ ରେ ଥିବା ଅସ୍ରିକାମଙ୍କୁ ଏବଂ ଇଲ୍କାନା, (ୟିଏକି ରାଜାଙ୍କ ପରେ ଦ୍ବିତୀୟ ସ୍ଥାନ ରେ ଥିବା ଅଧିକାରୀଙ୍କୁ) ହତ୍ଯା କଲେ।
ନିହିମିୟା 11:15
ଲବେୀୟମାନଙ୍କ ମଧ୍ଯରୁ ଯଥା: ହଶୂବର ପୁତ୍ର ଶମଯିଯ, ହଶୂବ୍ ଅସ୍ରୀକାମର ପୁତ୍ର, ଅସ୍ରୀକାମ୍ ହସବିଯର ପୁତ୍ର, ହସବିଯ ବୁନ୍ନିର ପୁତ୍ର।
Occurences : 6
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்