Base Word
עַבְדוֹן
Short DefinitionAbdon, the name of a place in Palestine and of four Israelites
Long Definition(n pr m) a judge of Israel in the time of the judges; perhaps the same as 'Bedan'
Derivationfrom H5647; servitude
International Phonetic Alphabetʕɑbˈd̪on̪
IPA modʕɑvˈdo̞wn
Syllableʿabdôn
Dictionab-DONE
Diction Modav-DONE
UsageAbdon
Part of speechn-pr-m n-pr-loc

ଯିହୋଶୂୟ 21:30
ଏବଂ ଆଶରେ ବଂଶରକ୍ସ୍ଟ ମିଶାଲ୍ ଓ ତା'ର ତଳଭୂମି, ଅବଦୋନ୍ ଓ ତା'ର ତଳଭୂମି।

ବିଚାରକର୍ତାମାନଙ୍କ ବିବରଣ 12:13
ଏଲୋନଙ୍କର ମୃତକ୍ସ୍ଟ୍ଯପରେ ହିଲ୍ଲଲରେ ପକ୍ସ୍ଟତ୍ର ଅବ୍ଦୋନ୍ ଇଶ୍ରାୟେଲର ବିଗ୍ଭରକ ହେଲେ। ସେ ଫିରିଯାଥୋନ ସହରର ଥିଲେ।

ବିଚାରକର୍ତାମାନଙ୍କ ବିବରଣ 12:15
ଏହାପରେ ସେ ମୃତକ୍ସ୍ଟ୍ଯବରଣ କରିବାରକ୍ସ୍ଟ ତାଙ୍କୁ ଅମାଲକେୀଯ ପର୍ବତମଯ ଦେଶ ଅନ୍ତର୍ଗତ ଇଫ୍ରଯିମ ଦେଶସ୍ଥ ଫିରିଯାଥୋନ ରେ କବର ଦିଆଗଲା।

ପ୍ରଥମ ବଂଶାବଳୀ 6:74
ଗେର୍ଶୋନଙ୍କ ଗୋଷ୍ଠୀ ଆହୁରି ମଧ୍ଯ ଆଶରରେ ପରିବାରବର୍ଗଠାରୁ ମଶାଲ୍, ଅବଦୋନ, ହୁକ୍କୋକ୍ ଓ ରହୋବ ସହରଗୁଡ଼ିକ ପ୍ରାପ୍ତ ହେଲେ।

ପ୍ରଥମ ବଂଶାବଳୀ 8:23
ଅବଦୋନ, ସିଖ୍ରି, ହାନନ୍,

ପ୍ରଥମ ବଂଶାବଳୀ 8:30
ୟିଯଲଙ୍କେ ଜେଷ୍ଠପୁତ୍ର ଥିଲେ ଅବଦୋନ୍। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ ସୂର୍, କୀଶ୍, ବାଲ୍, ନାଦବ୍,

ପ୍ରଥମ ବଂଶାବଳୀ 9:36
ୟିଯଲଙ୍କେ ଜେଷ୍ଠପୁତ୍ରର ନାମ ଥିଲା : ଅବ୍ଦୋନ୍। ଅନ୍ୟ ପୁତ୍ରମାନେ ଥିଲେ ସୂର୍, କୀଶ୍, ନେର୍, ବାଲ୍, ନାଦବ।

ଦିତୀୟ ବଂଶାବଳୀ 34:20
ଏହାପରେ ରାଜା ହିଲ୍କିଯ, ଶାଫନ୍ଙ୍କର ପୁତ୍ର ଅହୀକାମ୍, ମୀଖାଯଙ୍କର ପୁତ୍ର ଅବ୍ଦୋନ, ସଚିବ ଶାଫନ୍ ଓ ଭୃତ୍ଯ ଆସାଯଙ୍କୁ ଏକ ଆଦେଶ ଦେଲେ। ରାଜା କହିଲେ,

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்