Base Word
נְקָמָה
Short Definitionavengement, whether the act of the passion
Long Definitionvengeance
Derivationfeminine of H5359
International Phonetic Alphabetn̪ɛ̆.k’ɔːˈmɔː
IPA modnɛ̆.kɑːˈmɑː
Syllablenĕqāmâ
Dictionneh-kaw-MAW
Diction Modneh-ka-MA
Usage+ avenge, revenge(-ing), vengeance
Part of speechn-f

ଗଣନା ପୁସ୍ତକ 31:2
ଇଶ୍ରାୟେଲ ଲୋକମାନଙ୍କ ସକାେଶ ମିଦିଯନୀଯମାନଙ୍କ ଉପରେ ପ୍ରତି ଶାଧେ ନିଅ। ତା'ପରେ ତୁମ୍ଭମାନେ ମୃତ୍ଯୁ ବରଣ କରିବ।

ଗଣନା ପୁସ୍ତକ 31:3
ତହିଁରେ ମାଶାେ ଲୋକମାନଙ୍କୁ କହିଲେ, ତୁମ୍ଭମାନଙ୍କର କେତକେ ଲୋକମାନଙ୍କୁ ୟୁଦ୍ଧ ପାଇଁ ପ୍ରସ୍ତୁତ କର, ସମାନେେ ମିଦିଯନୀଯମାନଙ୍କ ବିଷଯ ରେ ସଦାପ୍ରଭୁଙ୍କ ଦଣ୍ତାଜ୍ଞା ସଫଳ କରିବା ନିମନ୍ତେ ୟୁଦ୍ଧ କରିବେ।

ବିଚାରକର୍ତାମାନଙ୍କ ବିବରଣ 11:36
ୟିଲ୍ଗହର କନ୍ଯାକହିଲା, ହେ ମାରେ ପିତା ତୁମ୍ଭେ ସଦାପ୍ରଭୁଙ୍କ ନିକଟରେ କିଛି ପ୍ରତିଜ୍ଞା କଲ। ବର୍ତ୍ତମାନ ମାେ ପ୍ରତି ସହେି ଅନକ୍ସ୍ଟସା ରେ କର। ଆପତତଃ, ସଦାପ୍ରଭୁ ତୁମ୍ଭର ଶତୃ ଅେମ୍ମାନୀୟମାନଙ୍କୁ ପରାସ୍ତ କରିବା ରେ ତକ୍ସ୍ଟମ୍ଭଙ୍କକ୍ସ୍ଟ ସାହାୟ୍ଯ କଲେ।

ଦିତୀୟ ଶାମୁୟେଲ 4:8
ସମାନେେ ଆସି ହିବ୍ରୋଣ ରେ ପହନ୍ଚିଲେ ଏବଂ ସମାନେେ ଦାଉଦଙ୍କକ୍ସ୍ଟ ଇଶ୍ବୋଶତ୍ର କଟାମକ୍ସ୍ଟଣ୍ତ ଦେଲେ।

ଦିତୀୟ ଶାମୁୟେଲ 22:48
ସହେି ପରମେଶ୍ବର ମାେ ତରଫରକ୍ସ୍ଟ ପରିଶାଧେ ନିଅନ୍ତି। ସେ ଦେଶଗୁଡିକୁ ମାରେ ଶାସନାଧିନ କରନ୍ତି।

ଗୀତସଂହିତା 18:47
ପରମେଶ୍ବର ମାେ ପାଇଁ ମାରେ ଶତ୍ରୁମାନଙ୍କୁ ଦଣ୍ଡ ଦିଅନ୍ତି। ସେ ଲୋକମାନଙ୍କୁ ମାରେ ନିଯନ୍ତ୍ରଣରେ ରଖନ୍ତି।

ଗୀତସଂହିତା 79:10
ଅନ୍ୟ ଦେଶୀଯ ଲୋକମାନଙ୍କୁ କହିବାକୁ ଦିଅ ନାହିଁ। ସମାନଙ୍କେର ପରମେଶ୍ବର କାହାଁନ୍ତି ? ହେ ପରମେଶ୍ବର, ସହେି ଲୋକମାନଙ୍କୁ ଦଣ୍ଡ ଦିଅ ୟାହା ଫଳରେ କି ଆମ୍ଭମାନେେ ମଧ୍ଯ ତାହା ଦେଖି ପାରିବୁ। ତୁମ୍ଭର ସବକମାନଙ୍କେୁ ହତ୍ଯା କରିଥିବାରୁ ସମାନଙ୍କେୁ ଦଣ୍ଡ ଦିଅ।

ଗୀତସଂହିତା 94:1
ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ବର, ୟିଏ ଦଣ୍ଡ ଦିଅନ୍ତି, ତୁମ୍ଭର ମହାନତା ଦଖାେଅ।

ଗୀତସଂହିତା 94:1
ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ବର, ୟିଏ ଦଣ୍ଡ ଦିଅନ୍ତି, ତୁମ୍ଭର ମହାନତା ଦଖାେଅ।

ଗୀତସଂହିତା 149:7
ସମାନଙ୍କେୁ ଅନ୍ୟ ଗୋଷ୍ଠୀଯମାନଙ୍କୁ ଦଣ୍ଡିତ କରିବାକୁ ୟାଆନ୍ତୁ। ସମାନଙ୍କେୁ ୟିବାକୁ ଓ ଦଣ୍ଡ ଦବୋକୁ ଦିଅ।

Occurences : 27

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்