Base Word
נְחָשׁ
Short Definitioncopper
Long Definitioncopper, bronze
Derivationcorresponding to H5154
International Phonetic Alphabetn̪ɛ̆ˈħoʃ
IPA modnɛ̆ˈχoʃ
Syllablenĕḥoš
Dictionneh-HOHSH
Diction Modneh-HOHSH
Usagebrass
Part of speechn-m

ଦାନିଏଲ 2:32
ସହେି ପ୍ରତିମାର ମସ୍ତକ ଶୁଦ୍ଧ ସୁବର୍ଣ୍ଣମଯ, ତାହାର ବକ୍ଷ ଓ ବାହୁ ରେ ୗପ୍ୟମଯ ଓ ତାହାର ଉଦର ଓ ଜଙ୍ଘ ପିତ୍ତଳମଯ ଥିଲା।

ଦାନିଏଲ 2:35
ତା'ପ ରେ ସଂଗେ ସଂଗେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଖଣ୍ତ ଖଣ୍ତ ହାଇେ ଭାଙ୍ଗି ଗଲା। ଆଉ ସେ ସବୁ ଗ୍ରୀଷ୍ମକାଳୀନ ଖଳାର ତୁଷପରି ହେଲା। ବାଯୁ ସେସବୁକୁ ଉଡାଇ ନଇଗେଲା ଓ ତା'ର କିଛି ରହିଲା ନାହିଁ। ଆଉ ସହେି ପ୍ରତିମାକୁ ଆଘାତ କରିଥିବା ପ୍ରସ୍ତର ଏକ ପର୍ବତ ପରି ବଢିଲା ଓ ତାହା ସମୁଦାଯ ପୃଥିବୀକୁ ପରିପୂର୍ଣ୍ଣ କଲା।

ଦାନିଏଲ 2:39
ପୁଣି ଆପଣଙ୍କ ପ ରେ ଆପଣଙ୍କଠାରୁ ଏକ ନ୍ଯୁନ ରାଜ୍ଯ ଉଠିବ ଓ ତାହା ହେଉଛି ରେ ୗପ୍ୟମଯ ଅଂଶ ଓ ତାହାପ ରେ ପିତ୍ତଳମଯ ତୃତୀୟ ଏକ ରାଜ୍ଯ ଉଠିବ, ତାହା ସମଗ୍ର ପୃଥିବୀ ଉପ ରେ କତ୍ତୁର୍ତ୍ବ କରିବ।

ଦାନିଏଲ 2:45
ଏବଂ ଆପଣ ସ୍ବପ୍ନ ରେ ଦେଖିଲେ କୌଣସି ଲୋକଦ୍ବାରା ଛଦେିତ ହାଇେ ନଥିବା ଏକ ପ୍ରସ୍ତର ପର୍ବତରୁ ଆସିଲା ଓ ସହେି ପ୍ରସ୍ତର ଲୌହ, ପିତ୍ତଳ, ମୃତ୍ତିକା, ରୂପା ଓ ସୁନାକୁ ଚୁର୍ଣ୍ଣ କଲା। ତେଣୁ ଯାହା ଏହାପ ରେ ଘଟିବ ତାହା ମହାନ୍ ପରମେଶ୍ବର ଆପଣଙ୍କୁ ଜଣାଇଲେ। ଆଉ ଏହି ସ୍ବପ୍ନ ନିଶ୍ଚିତ ଓ ତାହାର ଅର୍ଥ ସତ୍ଯ।

ଦାନିଏଲ 4:15
ତାହାର ମୂଳ ଲୌହ ଓ ପିତ୍ତଳମଯ ବଡେି ରେ ବାନ୍ଧି କ୍ଷେତ୍ରସ୍ଥ ତୃଣ ରେ ରଖ ଓ ତାହା ଆକାଶର କାକର ରେ ତିନ୍ତୁ। ଆଉ ପଶୁମାନଙ୍କ ସଙ୍ଗେ ପୃଥିବୀର ତୃଣ ରେ ତାହାର ଅଂଶ ହେଉ।

ଦାନିଏଲ 4:23
ଏବଂ ଆପଣ ମଧ୍ଯ ଦେଖିଲେ ଯେ, ସ୍ବର୍ଗରୁ ପବିତ୍ର ସ୍ବର୍ଗଦୂତ ଓହ୍ଲାଇ ଆସି କହିଲେ, 'ଏ ବୃକ୍ଷକୁ ବିନଷ୍ଟ କରି ଛଦନେ କର। କିନ୍ତୁ ଏହା ମୂଳକୁ ଲୌହ ଓ ପିତ୍ତଳ ବଡେି ରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧିଅରେ ରଖ। ଆଉ ତାହା ଆକାଶର କାକର ରେ ତିନ୍ତୁ ଓ ତାହା ଉପ ରେ ସାତବର୍ଷ ଅତିକ୍ରମ କରିବା ପର୍ୟ୍ଯନ୍ତ କ୍ଷେତ୍ରସ୍ଥ ପଶୁଗଣ ସହିତ ତାହାର ଅଂଶ ହେଉ।'

ଦାନିଏଲ 5:4
ସମାନେେ ଦ୍ରାକ୍ଷାରସ ପାନ କରୁଥିଲା ବେଳେ ସୁନା, ରୂପା, ପିତ୍ତଳ, ଲୁହା, କାଠ ଓ ପ୍ରସ୍ତର ନିର୍ମିତ ମୂର୍ତ୍ତିରୂପକ ଦବଗେଣର ପ୍ରଶଂସା କଲେ।

ଦାନିଏଲ 5:23
ଆପଣ ନମ୍ର ହବୋ ପରିବର୍ତେ ସ୍ବର୍ଗସ୍ଥ ସଦାପ୍ରଭୁଙ୍କ ବିରୁଦ୍ଧ ରେ ନିଜକୁ ଉନ୍ନତ କରିଅଛନ୍ତି। ସଦାପ୍ରଭୁଙ୍କ ମନ୍ଦିରର ସୁବର୍ଣ୍ଣ ଓ ରେ ୗପ୍ୟ ପାତ୍ର ରେ ଆପଣ, ଆପଣଙ୍କ ଅମାତ୍ଯଗଣ ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ଦ୍ରାକ୍ଷାରସ ପାନ କରିଅଛନ୍ତି। ପୁଣି ସୁନା, ରୂପା, ପିତ୍ତଳ, ଲୌହ, କାଠ ଓ ପଥର ନିର୍ମିତ ପ୍ରତିମା ରେ ଦବଗେଣ, ଯେଉଁମାନେ କି ଦେଖନ୍ତି ନାହିଁ, ଜାଣନ୍ତି ନାହିଁ କି ଶୁଣନ୍ତି ନାହିଁ! ସମାନଙ୍କେର ପ୍ରଶଂସା ଆପଣ କରିଅଛନ୍ତି। ଆଉ ଆପଣଙ୍କର ଜୀବନ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧିନ, ଆପଣ ସହେି ପରମେଶ୍ବରଙ୍କର ଗୌରବ କରିନାହାଁନ୍ତି।

ଦାନିଏଲ 7:19
ତା'ପ ରେ ମୁଁ ଚତୁର୍ଥ ପଶୁ ସମ୍ମନ୍ଧ ରେ ସମସ୍ତ ତଥ୍ଯ ଜାଣିବାକୁ ଇଚ୍ଛା କଲି। ଏହା ଅତି ଭୟଙ୍କର ଥିଲା ଓ ଏହାର ଲୁହାର ଦାନ୍ତ ଓ ପିତ୍ତଳ ନଖସବୁ ଥିଲା। ସେ ସବୁକିଛି ଭାଙ୍ଗି ଚୂର୍ଣ୍ଣ କଲା ଓ ଗ୍ରାସ କଲା ଓ ଅବଶିଷ୍ଟ ସବୁ ପାଦ ରେ ଦଳି ଦଲୋ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்