Base Word
נֶזֶר
Short Definitionproperly, something set apart, i.e., (abstractly) dedication (of a priet or Nazirite); hence (concretely) unshorn locks; also (by implication) a chaplet (especially of royalty)
Long Definitionconsecration, crown, separation, Nazariteship
Derivationor נֵזֶר; from H5144
International Phonetic Alphabetn̪ɛˈd͡zɛr
IPA modnɛˈzɛʁ
Syllablenezer
Dictionneh-DZER
Diction Modneh-ZER
Usageconsecration, crown, hair, separation
Part of speechn-m

ଯାତ୍ରା ପୁସ୍ତକ 29:6
ତାହାର ମସ୍ତକରେ ପାଗ ବାନ୍ଧି ତା' ଉପରେ ଏକ ପବିତ୍ର ମୁକୁଟ ଦବେ।

ଯାତ୍ରା ପୁସ୍ତକ 39:30
ଏହାପରେ ସମାନେେ ଶୁଦ୍ଧ ସୁବର୍ଣ୍ଣ ରେ ପବିତ୍ର ମୁକୁଟର ଫଳକ ପ୍ରସ୍ତୁତ କରି ଖାଦେିତ ସଦାପ୍ରଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଏହା ଏକ ମାହେର ପରି ଲେଖିଲେ।

ଲେବୀୟ ପୁସ୍ତକ 8:9
ପୁଣି ତାଙ୍କ ମସ୍ତକରେ ପଗଡି ରଖିଲେ, ପଗଡି ସମ୍ମୁଖ ରେ ସ୍ବର୍ଣ୍ଣପତ୍ରର ପବିତ୍ର ମୁକୁଟ ଦେଲେ, ମାଶାେ ସଦାପ୍ରଭୁଙ୍କ ଆଜ୍ଞା ଆନୁସା ରେ ଏହା କଲେ।

ଲେବୀୟ ପୁସ୍ତକ 21:12
ଆଉ ଜଣେ ମହାୟାଜକ ପରମେଶ୍ବରଙ୍କ ପବିତ୍ରସ୍ଥାନରୁ ବାହାରିବ ନାହିଁ। କିମ୍ବା ଆପଣା ପରମେଶ୍ବରଙ୍କ ପବିତ୍ରସ୍ଥାନକୁ ଅପବିତ୍ର କରିବ ନାହିଁ। କାରଣ ପରମେଶ୍ବରଙ୍କ ଅଭିଷକୋର୍ଥକ ତୈଳ ତାହା ମସ୍ତକରେ ଢଳାୟାଇ ତାଙ୍କୁ ମହାୟାଜକ ପଦ ରେ ଅଭିଷିକ୍ତ କରାୟାଇଛି। ଆମ୍ଭେ ସଦାପ୍ରଭୁ ଅଟୁ।

ଗଣନା ପୁସ୍ତକ 6:4
ସେ ତାହାର ପୃଥକ୍ ଥିବା ସମସ୍ତ ଦିନ ଦ୍ରାକ୍ଷା ଫଳ ରେ ପ୍ରସ୍ତୁତ କୌଣସି ଦ୍ରବ୍ଯ କି ତହିଁରୁ ମଞ୍ଜିଠାରୁ ଚପୋ ପର୍ୟ୍ଯନ୍ତ କିଛି ଖାଇବ ନାହିଁ।

ଗଣନା ପୁସ୍ତକ 6:5
ତାହାର ପ୍ରତିଜ୍ଞା ହତେୁ ପୃଥକ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁରଲାଗିବ ନାହିଁ, ପରମେଶ୍ବରଙ୍କ ଉବ୍ଦେଶ୍ଯ ରେ ପୃଥକ୍ ଥିବା ଦିନ ସମାପ୍ତ ହବୋ ପର୍ୟ୍ଯନ୍ତ ସେ ପବିତ୍ର ରହିବ, ସେ ତା'ର ମସ୍ତକର କେଶ ବୃଦ୍ଧି ପାଇବାକୁ ଦବେ।

ଗଣନା ପୁସ୍ତକ 6:7
ବ୍ରତ ସମୟରେ ଏପରିକି ସେ ନିଜର ପିତା କି ମାତା କି ଭ୍ରାତା କି ଭଗିନୀ ମଲେ ସମାନଙ୍କେୁ ଛୁଇଁ ନିଜକୁ ଅଶୁଚି କରିବ ନାହିଁ। କାରଣ ପରମେଶ୍ବରଙ୍କ ଉବ୍ଦେଶ୍ଯ ରେ ପୃଥକ୍ ହବୋର ଚିହ୍ନ ତାହାର ମସ୍ତକରେ ଅଛି,

ଗଣନା ପୁସ୍ତକ 6:8
ତାହାର ପୃଥକ୍ ଥିବା ସମସ୍ତ ଦିନ ସେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ପବିତ୍ର।

ଗଣନା ପୁସ୍ତକ 6:9
ଆଉ ଯଦି ନାସରୀଯ ବ୍ରତ ପାଳନ କରୁଥିବା ବ୍ଯକ୍ତିର ନିକଟରେ ରହୁଥିବା ବ୍ଯକ୍ତି ମ ରେ ଓ ସେ ନିଜର ପ୍ରତିଷ୍ଠିତ ମସ୍ତକ ଅଶୁଚି କରେ ତବେେ ସେ େଶୗଚ ଦିନ ରେ ଆପଣା ମସ୍ତକ ଲଣ୍ତା କରିବ।

ଗଣନା ପୁସ୍ତକ 6:12
ତହୁଁ ସେ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ପୃଥକ ହାଇେ ରହିବା ଦିନମାନ ପୃଥକ କରିବ, ପୁଣି ଦୋଷାର୍ଥକ ବଳି ନିମନ୍ତେ ଏକ ବର୍ଷୀଯ ଗୋଟିଏ ମଷେବତ୍ସ ଆଣିବ ମାତ୍ର ପୂର୍ବ ଦିନ ସବୁ ବୃଥା ହବେ, କାରଣ ତାହାର ପୃଥକୀକରଣ ନିରର୍ଥକ ହେଲା।

Occurences : 25

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்