Base Word
אֶלֶף
Short Definitiona family; also (from the sense of yoking or taming) an ox or cow
Long Definitioncattle, oxen
Derivationfrom H0502
International Phonetic Alphabetʔɛˈlɛp
IPA modʔɛˈlɛf
Syllableʾelep
Dictioneh-LEP
Diction Modeh-LEF
Usagefamily, kine, oxen
Part of speechn-m

ଦିତୀୟ ବିବରଣ 7:13
ସେ ତୁମ୍ଭକୁ ସ୍ନହେ କରିବେ, ଆଶୀର୍ବାଦ କରିବେ ଓ ତୁମ୍ଭକୁ ବର୍ଦ୍ଧିଷ୍ତୁ କରିବେ। ସେ ତୁମ୍ଭକୁ ଯେଉଁ ଦେଶ ଦବୋପାଇଁ ତକ୍ସ୍ଟମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସହେି ଦେଶ ରେ ସେ ତକ୍ସ୍ଟମ୍ଭ ଗର୍ଭଫଳ ଓ ତକ୍ସ୍ଟମ୍ଭ ଭୂମିଫଳ ଓ ତୁମ୍ଭମାନଙ୍କର ଶସ୍ଯ ଓ ତକ୍ସ୍ଟମ୍ଭ ଦ୍ରାକ୍ଷାରସ ଓ ତକ୍ସ୍ଟମ୍ଭ ତୈଳ ଓ ତକ୍ସ୍ଟମ୍ଭ ଗୋରୁମାନଙ୍କ ବତ୍ସମାନଙ୍କ ସମସ୍ତଙ୍କ ଆଶୀର୍ବାଦ କରିବେ।

ଦିତୀୟ ବିବରଣ 28:4
ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରି ବହକ୍ସ୍ଟ ସନ୍ତାନ ଦବେେ। ତୁମ୍ଭମାନଙ୍କୁ ଫସଲ ବେଳେ ଏବଂ ତକ୍ସ୍ଟମ୍ଭ ପଶକ୍ସ୍ଟମାନଙ୍କୁ ମଧ୍ଯ ବହକ୍ସ୍ଟ ଶାବକ ଦବେେ, ସେ ମଧ୍ଯ ତୁମ୍ଭମାନଙ୍କର ବାଛକ୍ସ୍ଟରି ଓ ମେଣ୍ତାମାନଙ୍କୁ ଆଶୀର୍ବାଦ କରିବେ।

ଦିତୀୟ ବିବରଣ 28:18
ସଦାପ୍ରଭୁ ତୁମ୍ଭକୁ ଅଭିଶାପ ଦବେେ ଏବଂ ତୁମ୍ଭମାନେେ ବହକ୍ସ୍ଟ ସନ୍ତାନର ଅଧିକାରୀ ହବେ ନାହିଁ। ସେ ତୁମ୍ଭର କ୍ଷତକେକ୍ସ୍ଟ ଅଭିଶଲ୍ଗ କରିବେ ଏବଂ ତୁମ୍ଭେ ଉତ୍ତମ ଫସଲର ଅଧିକାରୀ ହବେନାହିଁ। ସେ ତୁମ୍ଭର ପଶକ୍ସ୍ଟମାନଙ୍କୁ ଅଭିଶାପ ଦବେେ, ତାଙ୍କର ଅନକେ ଶାବକ ହବେନୋହିଁ। ସେ ତୁମ୍ଭର ଗାଈ ଓ ମଷେମାନଙ୍କୁ ମଧ୍ଯ ଅଭିଶାପ ଦବେେ।

ଦିତୀୟ ବିବରଣ 28:51
ସମାନେେ ତୁମ୍ଭର ପଶକ୍ସ୍ଟ ଓ ବଢିଥିବା ଶସ୍ଯ ନଇେଯିବେ। ତୁମ୍ଭମାନଙ୍କୁ ଧ୍ବଂସ କରିବା ପର୍ୟ୍ଯନ୍ତ ସମାନେେ ସମସ୍ତ ଦ୍ରବ୍ଯ ନଇେଯିବେ। ସମାନେେ ତୁମ୍ଭମାନଙ୍କ ପାଇଁ କୌଣସି ଶସ୍ଯ ରଖିବେ ନାହିଁ। ମଦ, ତଲେ, ଗାଈ, ମଷେ କିଅବା ଛଳେି ଅବଶିଷ୍ଟ କିଛି ରଖିବେ ନାହିଁ। ସମାନେେ ତୁମ୍ଭମାନଙ୍କୁ ତଳିତଳାନ୍ତ କରିବା ପର୍ୟ୍ଯନ୍ତ ସମସ୍ତ ଦ୍ରବ୍ଯ ସମାନେେ ନଇେଯିବେ।

ବିଚାରକର୍ତାମାନଙ୍କ ବିବରଣ 6:15
କିନ୍ତୁ ଗିଦ୍ଦିୟୋନ ତାଙ୍କୁ କହିଲେ, ହେ ମାରେ ସଦାପ୍ରଭୁ, ମୁ କିପରି ଇଶ୍ରାୟେଲକକ୍ସ୍ଟ ରକ୍ଷା କରି ପାରିବି? ମନଃଶିର ପରିବାରବର୍ଗ ମଧିଅରେ ମାରେ ପରିବାର ସବୁଠାରକ୍ସ୍ଟ ଦୁର୍ବଳ ଏବଂ ମାରେପରିବାର ମଧିଅରେ ମୁ ସବୁଠାରକ୍ସ୍ଟ ସାନ।

ଗୀତସଂହିତା 8:7
ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।

ହିତୋପଦେଶ 14:4
ଯଦି ଗୋରୁଗୁଡ଼ିକ ସଠାେ ରେ ନାହାନ୍ତି, କାର୍ୟ୍ଯ ପାଇଁ ଶସ୍ଯ ଘର ଶୂନ୍ଯ ଅଟେ। ମାତ୍ର ଷଣ୍ଢମାନଙ୍କର ଶକ୍ତି ବଡ଼ ଅମଳ ଆଣିଥାଏ।

ଯିଶାଇୟ 30:24
ତୁମ୍ଭମାନଙ୍କର ଚାଷ କରୁଥିବା ବଳଦ ଓ ଗର୍ଦ୍ଦଭମାନେ ଚାଲୁଣି ଓ କୁଲା ରେ ପରିଷ୍କୃତ ସୁମିଶ୍ରିତ ଖାଦ୍ୟ ଖାଇବେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்