Base Word
אֶלְיָשִׁיב
Short DefinitionEljashib, the name of six Israelites
Long Definitiona priest in David's reign
Derivationfrom H0410 and H7725; God will restore
International Phonetic Alphabetʔɛl.jɔːˈʃɪi̯b
IPA modʔɛl.jɑːˈʃiːv
Syllableʾelyāšîb
Dictionel-yaw-SHEEB
Diction Model-ya-SHEEV
UsageEliashib
Part of speechn-pr-m

ପ୍ରଥମ ବଂଶାବଳୀ 3:24
ଇଲୀଯୋ-ଐନଯଙ୍କର ସାତ ପୁତ୍ର ଥିଲେ। ସମାନେେ ହେଲେ ହୋଦବିଯ, ଇଲୀଯାଶୀବ, ପ୍ଲାଯ, ଅକ୍ଲବ୍, ୟୋହାନନ୍, ଦଳୀଯ ଓ ଅନାନି।

ପ୍ରଥମ ବଂଶାବଳୀ 24:12
ଏକାଦଶ ଦଳ ଥିଲା ଇଲୀଯାଶୀବଙ୍କ ଦଳ।

ଏଜ୍ରା 10:6
ଏହାପରେ ଏଜ୍ରା ପରମେଶ୍ବରଙ୍କ ଗୃହ ସମ୍ମୁଖରୁ ଉଠିଗଲେ। ଏହାପରେ ଇଲିଯାଶୀବର ପୁତ୍ର ୟିହୋହାନନର କୋଠରୀକୁ ଗଲେ। ଏଜ୍ରା ସଠାେରେ ରହିବା ସମୟରେ ସେ କୌଣସି ଖାଦ୍ୟ ଖାଇ ନଥିଲେ, କି ଜଳପାନ କରିନଥିଲେ। ସେ ଏପରି କରିଥିଲେ କାରଣ ସେ ବହୁତ ଦୁଃଖିତ ଥିଲେ। ସେ ଇଶ୍ରାୟେଲମାନଙ୍କ ପାପ ପାଇଁ ବହୁତ ଦୁଃଖିତ ଥିଲେ ଯେଉଁମାନେ ୟିରୁଶାଲମକୁ ଫରେି ଆସିଥିଲେ।

ଏଜ୍ରା 10:24
ଗାଯକମାନଙ୍କ ମଧ୍ଯରୁ ଇଲୀଯାଶୀବ୍, ଦ୍ବାରପାଳକମାନଙ୍କ ମଧ୍ଯରୁ ଶଲ୍ଲୁମ୍ ଓ ଟଲେମ୍ ଓ ଊରି।

ଏଜ୍ରା 10:27
ସତ୍ତୁର ବଂଶଧରଗଣ ମଧ୍ଯରୁ ଇଲିଯୋ-ଐନଯ, ଇଲୀଯାଶୀବ୍ ଓ ମତ୍ତନିଯ, ଯିରମୋେତ୍, ୟାବତ୍ ଓ ଅସୀସା।

ଏଜ୍ରା 10:36
ବନିଯ, ମରମୋେତ୍, ଇଲୀଯାଶୀବ୍,

ନିହିମିୟା 3:1
ଇଲିଯାଶୀବ ମହାୟାଜକ ଥିଲେ, ଇଲିଯାଶୀବ ଓ ତାଙ୍କର ସାଥି ଯାଜକମାନେ ମଷେ ଫାଟକ ଗଠନ କରିବାକୁ ଗଲେ। ସମାନେେ ସହେି ଫାଟକ ଉତ୍ସର୍ଗ କଲେ ଏବଂ ଏହାର ଦ୍ବାର ସ୍ଥାପନ କଲେ। ସମାନେେ ସହସ୍ର ଦୂର୍ଗର ଓ ହନନଲେ ଦୂର୍ଗର କାର୍ୟ୍ଯ କଲେ।

ନିହିମିୟା 3:20
ତା'ର ନିକଟକୁ ସଦ୍ଦଯର ପୁତ୍ର ବାରୁକ୍ ଯତ୍ନ କରି ପ୍ରାଚୀରର ବାଙ୍କଠାରୁ ଇଲିଯାଶୀବ୍ ମହାୟାଜକର ଗୃହଦ୍ବାର ପର୍ୟ୍ଯନ୍ତ ଅନ୍ୟ ଏକ ଅଂଶର ଭଗ୍ନ ଅଂଶ ଗଠନ କଲେ।

ନିହିମିୟା 3:21
ତାପରକୁ ହକ୍କୋସର ପୌତ୍ର ଊରିଯର ପୁତ୍ର ମରମୋେତ୍ ଇଲିଯାଶୀବର ଗୃହଦ୍ବାରଠାରୁ ଇଲିଯାଶୀବର ଗୃହ ପ୍ରାନ୍ତ ପର୍ୟ୍ଯନ୍ତ ଅନ୍ୟ ଏକ ଭଗ୍ନ ଅଂଶ ଗଠନ କଲେ।

ନିହିମିୟା 3:21
ତାପରକୁ ହକ୍କୋସର ପୌତ୍ର ଊରିଯର ପୁତ୍ର ମରମୋେତ୍ ଇଲିଯାଶୀବର ଗୃହଦ୍ବାରଠାରୁ ଇଲିଯାଶୀବର ଗୃହ ପ୍ରାନ୍ତ ପର୍ୟ୍ଯନ୍ତ ଅନ୍ୟ ଏକ ଭଗ୍ନ ଅଂଶ ଗଠନ କଲେ।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்