Base Word
מְצוֹלָה
Short Definitiona deep place (of water or mud)
Long Definitiondepth, the deep, the deep sea
Derivationor מְצֹלָה; also מְצוּלָה; or מְצֻלָה; from the same as H6683
International Phonetic Alphabetmɛ̆.t͡sˤoˈlɔː
IPA modmɛ̆.t͡so̞wˈlɑː
Syllablemĕṣôlâ
Dictionmeh-tsoh-LAW
Diction Modmeh-tsoh-LA
Usagebottom, deep, depth
Part of speechn-f

ଯାତ୍ରା ପୁସ୍ତକ 15:5
ଗଭୀର ଜଳ ସମାନଙ୍କେୁ ଆଚ୍ଛାଦନ କରିଅଛି। ସମାନେେ ପ୍ରସ୍ତର ତୁଲ୍ଯ ଅଗାଧ ଜଳ ରେ ବୁଡି ଗଲେ।

ନିହିମିୟା 9:11
ତୁମ୍ଭେ ସମାନଙ୍କେ ସାକ୍ଷାତ ରେ ସମୁଦ୍ରକୁ ଭାଗ କଲ। ସମାନେେ ଶୁଷ୍କ ଭୂମି ଦଇେ ୟିବାପରି ସମୁଦ୍ର ମଧିଅରେ ଗଲେ। ମାତ୍ର ଗଭୀର ଜଳ ରେ ପ୍ରସ୍ତର ତୁଲ୍ଯ ତୁମ୍ଭେ ସମାନଙ୍କେ ପେଛ ଗୋଡଇବା ଲୋକମାନଙ୍କୁ ଅଗାଧ ସମୁଦ୍ର ରେ ନିକ୍ଷପେ କଲ।

ଆୟୁବ ପୁସ୍ତକ 41:31
ଲବେିଯାଥନ ପାଣିକୁ ଘାଣ୍ଟେ ହାଣ୍ଡି ଜଳ ଫୁଟିବା ପରି। ସେ ଫୋଟକା ତିଆରି କରେ, ଯେପରି ଗୋଟିଏ ହାଣ୍ଡି ରେ ତଲେ ଫୁଟେ।

ଗୀତସଂହିତା 68:22
ମାରେ ପ୍ରଭୁ କହିଲେ, ମାରେ ଶତ୍ରୁଗଣ ହୁଏତ ବାଶନ ପର୍ବତକୁ ଅଥବା ଭୂମଧ୍ଯ ସାଗରର ଗଭୀରକୁ ପଳାଇ ୟାଇପାରନ୍ତି। କିନ୍ତୁ ମୁଁ ସମାନଙ୍କେୁ ଅକ୍ତିଆର କରିବି ଏବଂ ସମାନଙ୍କେୁ ଫରୋଇ ଆଣିବି।

ଗୀତସଂହିତା 69:2
ଯେଉଁଠାରେ ମୁଁ ଠିଆ ହାଇେ ପାରିବି ଏପରି କୌଣସି ବସ୍ତୁ ନାହିଁ। ମୁଁ ଗଭୀର ପଙ୍କ ଭିତରକୁ ଭାସି ଯାଉଛି। ମୁଁ ଅଗାଧ ଜଳରେ ଅଛି ଓ ମାରେ ଚତୁଃପାଶର୍‌ବରେ ଲହଡ଼ି ଭାଙ୍ଗୁଛି। କବଳେ ମୁଁ ବୁଡ଼ିୟିବା ଉପରେ।

ଗୀତସଂହିତା 69:15
ବନ୍ଯା ଲହରୀ ମାେତେ ୟମେିତି ବୁଡ଼ାଇ ନ ଦେଉ। ଗଭୀର ସମୁଦ୍ର ମାେତେ ଗ୍ରାସ ନ କରୁ। କବର ମାେତେ ଗିଳି ନ ଦେଉ।

ଗୀତସଂହିତା 88:6
ତୁମ୍ଭେ ମାେତେ ପୃଥିବୀର ଗାଢ଼ ଅନ୍ଧକାରର ଗଭୀର ସ୍ଥାନରେ ରଖିଅଛ।

ଗୀତସଂହିତା 107:24
ସମାନେେ ସଦାପ୍ରଭୁଙ୍କର କାର୍ୟ୍ଯ ଓ ସମୁଦ୍ର ଜଳରେ ତାଙ୍କର ଅଦଦ୍ଭୁତ କାର୍ୟ୍ଯ ଦେଖନ୍ତି।

ଯୂନସ 2:3
ତୁମ୍ଭେ ମାେତେ ସମୁଦ୍ର ରେ ଫିଙ୍ଗି ଦଇେ ଏବଂ ମାେ ଉପ ରେ ଶକ୍ତିଶାଳୀ ଢେଉ ଭାଙ୍ଗିଲା। ମୁଁ ସମୁଦ୍ରର ନିମ୍ନତମ ସ୍ଥାନକୁ ଚାଲିଗଲି ଏବଂ ମାରେ ଚତୁର୍ଦ୍ଦିଗ ରେ କବଳେ ପାଣି ରହିଲା।

ମୀଖା 7:19
ସେ ପୁନର୍ବାର ଫରେିବେ ଓ ଆମ୍ଭମାନଙ୍କୁ କୃପା କରିବେ। ସେ ଆମ୍ଭମାନଙ୍କର ସମସ୍ତ ଅପରାଧକୁ ପଦ ରେ ଦଳି ଦବେେ ଓ ସମସ୍ତ ପାପକୁ ଅତଳ ସମୁଦ୍ର ରେ ନଇେ ନିକ୍ଷପେ କରିବେ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்