Base Word
אֱלִיעֶזֶר
Short DefinitionEliezer, the name of a Damascene and of ten Israelites
Long DefinitionAbraham's Damascene servant
Derivationfrom H0410 and H5828; God of help
International Phonetic Alphabetʔɛ̆.lɪi̯.ʕɛˈd͡zɛr
IPA modʔĕ̞.liː.ʕɛˈzɛʁ
Syllableʾĕlîʿezer
Dictioneh-lee-eh-DZER
Diction Moday-lee-eh-ZER
UsageEliezer
Part of speechn-pr-m

ଆଦି ପୁସ୍ତକ 15:2
କିନ୍ତୁ ଅବ୍ରାମ କହିଲେ, ସଦାପ୍ରଭୁ ପରମେଶ୍ବର, ମାେତେ ପୁରସ୍କାର ଦଇେ କଣ ଭଲ ହବେ? ମୁଁ ସନ୍ତାନ ବିନା ମରିବାକୁ ଯାଉଛି। ସେଥିପାଇଁ ଦମ୍ମସକରେ ମାରେ ମୁଖ୍ଯ ସବେକ ଇଲିଯଜେର ମାରେ ସମ୍ପତ୍ତି ଅଧିକାର କରିବ।

ଯାତ୍ରା ପୁସ୍ତକ 18:4
ଅନ୍ୟ ପୁତ୍ରଟିର ନାମ ଦଇେଥିଲେ ଇଲିଯଷେର, କାରଣ ତା'ର ଜନ୍ମ ସମୟରେ ମାଶାେ କହିଲେ, ମାରେପିତାଙ୍କର ପରମେଶ୍ବର ମାେତେ ସାହାୟ୍ଯ କଲେ ଏବଂ ଫାରୋଙ୍କର ଖଡ୍ଗରୁ ରକ୍ଷା କଲେ।

ପ୍ରଥମ ବଂଶାବଳୀ 7:8
ବେଖରଙ୍କର ପୁତ୍ରମାନେ ଥିଲେ : ସମୀର, ୟୋଯାଶ, ଇଲୀଯଷେର, ଇଲିଯୋ-ଐନଯ, ଅମ୍ରି, ଯିରମୋେତ୍, ଅବିଯ, ଅନାଥୋତ୍ ଓ ଆଲମେତ୍। ଏମାନେ ସମସ୍ତେ ବେଖରର ସନ୍ତାନ ଥିଲେ।

ପ୍ରଥମ ବଂଶାବଳୀ 15:24
ଶବନିଯ, ୟୋଶାଫଟ୍, ନଥନଲେ, ଅମାସଯ, ଜିଖରିଯ, ବନାଯ ଓ ଇଲୀଯଷେର, ଏମାନଙ୍କର କାର୍ୟ୍ଯ ଥିଲା, ନିଯମସିନ୍ଦୁକର ସମ୍ମୁଖ ରେ ତୂରୀ ବଜାଇବା। ଓବେଦ୍-ଇଦୋମ୍ ଓ ୟିହିଯ ନିଯମସିନ୍ଦୁକର ଦ୍ବାରପାଳ ଥିଲେ।

ପ୍ରଥମ ବଂଶାବଳୀ 23:15
ମାଶାଙ୍କେ ପୁତ୍ରମାନେ ଥିଲେ ଗେର୍ଶୋନ ଓ ଇଲୀଯଷେର।

ପ୍ରଥମ ବଂଶାବଳୀ 23:17
ଇଲୀଯଷେରଙ୍କ ଜେଷ୍ଠ ପୁତ୍ର ଥିଲେ ରହବିଯ। ଇଲୀଯଷେରଙ୍କ ଆଉ କୌଣସି ପୁତ୍ର ସନ୍ତାନ ନ ଥିଲେ। କିନ୍ତୁ ରହବିଯଙ୍କର ଅନକେ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 23:17
ଇଲୀଯଷେରଙ୍କ ଜେଷ୍ଠ ପୁତ୍ର ଥିଲେ ରହବିଯ। ଇଲୀଯଷେରଙ୍କ ଆଉ କୌଣସି ପୁତ୍ର ସନ୍ତାନ ନ ଥିଲେ। କିନ୍ତୁ ରହବିଯଙ୍କର ଅନକେ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 26:25
ଏହି ସମସ୍ତ ଶବୂଯଲଙ୍କେର ଆତ୍ମୀଯ ଥିଲେ : ଇଲୀଯଷେର ତାଙ୍କର ଆତ୍ମୀଯ ଥିଲେ : ରହବିଯ, ଇଲୀଯଷେରଙ୍କ ପୁତ୍ର। ୟିଶାଯାହ, ରହବିଯଙ୍କ ପୁତ୍ର। ଯୋରାମ, ୟିଶାଯାଦଙ୍କ ପୁତ୍ର। ସିଖ୍ରି ୟୋରାମଙ୍କ ପୁତ୍ର। ଆଉ ଶ ଲୋମୀତ୍, ସିଖ୍ରିଙ୍କ ପୁତ୍ର।

ପ୍ରଥମ ବଂଶାବଳୀ 27:16
ଇଶ୍ରାୟେଲର ଗୋଷ୍ଠୀଗୁଡ଼ିକର ନେତାମାନେ ଥିଲେ :

ଦିତୀୟ ବଂଶାବଳୀ 20:37
ଏହାପରେ ଇଲୀଯଷେର ଯିହାଶାଫେଟ୍ଙ୍କ ବିରୁଦ୍ଧ ରେ ଭବିଷ୍ଯତବାଣୀ କଲେ। ଇଲୀଯଷେର୍ଙ୍କ ପିତାଙ୍କର ନାମ ଥିଲା ଦୋଦବାହୁ। ଇଲୀଯଷେର ମା ରଶାେ ସହରନିବାସୀ ଥିଲେ। ସେ କହିଲେ, ଯିହାଶାଫେଟ୍, ତୁମ୍ଭେ ଅହସିଯଙ୍କ ସହିତ ୟୋଗ ଦଲେ, ଏଥିନିମନ୍ତେ ସଦାପ୍ରଭୁ ତୁମ୍ଭର ସମସ୍ତ କର୍ମ ନଷ୍ଟ କରିବେ। ସବୁ ଜାହାଜଗୁଡ଼ିକ ଭାଙ୍ଗିଗଲା, ତେଣୁ ଯିହାଶାଫେଟ୍ ଓ ଅହସିଯ ସଗେୁଡ଼ିକୁ ତର୍ଶୀଶକୁ ପଠାଇ ପାରିଲେ ନାହିଁ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்