| Base Word | |
| אֶלְיָדָע | |
| Short Definition | Eljada, the name of two Israelites and of an Aramaean leader |
| Long Definition | a son of David |
| Derivation | from H0410 and H3045; God (is) knowing |
| International Phonetic Alphabet | ʔɛl.jɔːˈd̪ɔːʕ |
| IPA mod | ʔɛl.jɑːˈdɑːʕ |
| Syllable | ʾelyādāʿ |
| Diction | el-yaw-DAW |
| Diction Mod | el-ya-DA |
| Usage | Eliada |
| Part of speech | n-pr-m |
ଦିତୀୟ ଶାମୁୟେଲ 5:16
ଇଲୀଶାମା, ଇଲୀଯାଦା ଓ ଇଲୀଫଲଟେ ନାମ ରେ ଜଣା।
ପ୍ରଥମ ରାଜାବଳୀ 11:23
ପୁଣି ପରମେଶ୍ବର ଇଲିଯାଦାର ପୁତ୍ର ରଷୋଣକୁ ଶଲୋମନଙ୍କର ଅନ୍ୟ ଏକ ବିପକ୍ଷ କରି ଉତ୍ପନ୍ନ କଲେ। ସେ ଲୋକ ଆପଣା ପ୍ରଭୁ ସୋବାର ରାଜା ହଦଦଷେର ନିକଟରୁ ପଳାଇ ୟାଇଥିଲା।
ପ୍ରଥମ ବଂଶାବଳୀ 3:8
ନଫେଗ୍, ୟାଫୀଯ, ଇଲୀଯାଦା, ଇଲୀଶାମା ଓ ଇଲୀଫଲେଟ୍।
ଦିତୀୟ ବଂଶାବଳୀ 17:17
ବିନ୍ଯାମୀନ୍ ଗୋଷ୍ଠୀର ଏହିମାନେ ସନୋଧ୍ଯକ୍ଷ ଥିଲେ : ଇଲିଯାଦାଙ୍କର 2,00,000 ଜଣ ସୈନ୍ଯ ଥିଲେ, ଯେଉଁମାନେ ଧନୁ, ତୀର ଓ ଢ଼ାଲ ବ୍ଯବହାର କରୁଥିଲେ। ଇଲିଯାଦା ଜଣେଅତି ସାହସୀ ସୈନ୍ଯ ଥିଲେ।
Occurences : 4
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்