Base Word
מָנָה
Short Definitionproperly, to weigh out; by implication, to allot or constitute officially; also to enumerate or enroll
Long Definitionto count, reckon, number, assign, tell, appoint, prepare
Derivationa primitive root
International Phonetic Alphabetmɔːˈn̪ɔː
IPA modmɑːˈnɑː
Syllablemānâ
Dictionmaw-NAW
Diction Modma-NA
Usageappoint, count, number, prepare, set, tell
Part of speechv

ଆଦି ପୁସ୍ତକ 13:16
ପୃଥିବୀ ରେ ଧୂଳିପରି ମୁଁ ତୁମ୍ଭର ବଂଶ ବୃଦ୍ଧି କରାଇବି। ଯଦି କହେି ପୃଥିବୀର ଧୂଳି ଗଣିପା ରେ ତବେେ ସେ ତୁମ୍ଭର ବଂଶର ଲୋକମାନଙ୍କୁ ଗଣିପାରିବ।

ଆଦି ପୁସ୍ତକ 13:16
ପୃଥିବୀ ରେ ଧୂଳିପରି ମୁଁ ତୁମ୍ଭର ବଂଶ ବୃଦ୍ଧି କରାଇବି। ଯଦି କହେି ପୃଥିବୀର ଧୂଳି ଗଣିପା ରେ ତବେେ ସେ ତୁମ୍ଭର ବଂଶର ଲୋକମାନଙ୍କୁ ଗଣିପାରିବ।

ଗଣନା ପୁସ୍ତକ 23:10
ଯାକୁବର ପରିବାରକୁ କିଏ ଗଣିପାରିବ? ଯେ ହତେୁ ସମାନେେ ଧୂଳି କଣିକାପରି? ଏପରିକି ଇଶ୍ରାୟେଲର ଏକ ଚତୁର୍ଥାଂଶ ଲୋକଙ୍କୁ ମଧ୍ଯ କହେି ଗଣି ପାରିବେ ନାହିଁ। ଧାର୍ମିକ ମନୁଷ୍ଯ ରୂପେ ମାେତେ ମରିବାକୁ ଦିଅ। ମାରେ ଭବିଷ୍ଯତ୍ ଇଶ୍ରାୟେଲର ତୁଲ୍ଯ ହେଉ।

ଦିତୀୟ ଶାମୁୟେଲ 24:1
ସଦାପ୍ରଭୁ ପକ୍ସ୍ଟନ୍ନରାଯ ଇଶ୍ରାୟେଲୀୟମାନଙ୍କ ଉପରେ କୋର୍ଧାନ୍ବିତ ହେଲେ। ସଦାପ୍ରଭୁ ଦାଉଦଙ୍କକ୍ସ୍ଟ ଇଶ୍ରାୟେଲୀୟମାନଙ୍କ ବିରକ୍ସ୍ଟଦ୍ଧ ରେ କାର୍ୟ୍ଯ କରଇେଲେ। ତେଣୁ ଦାଉଦ ଆଦେଶ ଦେଲେ, ୟାଅ, ଇଶ୍ରାୟେଲ ଓ ୟିହକ୍ସ୍ଟଦାକକ୍ସ୍ଟ ଗଣନା କର।

ପ୍ରଥମ ରାଜାବଳୀ 3:8
ମୁଁ ତୁମ୍ଭର ଦାସ ତୁମ୍ଭର ମନୋନୀତ ଲୋକମାନଙ୍କ ମଧିଅରେ ଅଛି। ସମାନଙ୍କେର ସଂଖ୍ଯା ଅଗଣନ। ତେଣୁ ଜଣେ ଶାସକ ନିଶ୍ଚଯ ବହୁତ ନିଷ୍ପତ୍ତି କରିବ।

ପ୍ରଥମ ରାଜାବଳୀ 8:5
ରାଜା ଶଲୋମନ ଓ ଇଶ୍ରାୟେଲର ସମସ୍ତ ଲୋକେ ନିଯମ ସିନ୍ଦୁକ ସମ୍ମୁଖ ରେ ଏକତ୍ରୀତ ହେଲେ ଓ ଅନକେ ଗାଈ ଓ ମଷେ, ବଳିଦାନ କଲେ। ସମାନଙ୍କେର ସଂଖ୍ଯା ଅଗଣନ ଥିଲା।

ପ୍ରଥମ ରାଜାବଳୀ 20:25
ଆଉ ଆପଣ ହରାଇଥିବା ସୈନ୍ଯ ବଦଳ ରେ ସୈନ୍ଯ, ଅଶ୍ବ ବଦଳ ରେ ଅଶ୍ବ ଓ ରଥ ବଦଳ ରେ ରଥ ସଂଗ୍ରହ କରନ୍ତୁ। ଆମ୍ଭମାନେେ ପଦା ରେ ଲଢିବା। ପୁଣି ଆମ୍ଭମାନେେ ନିଶ୍ଚଯ ସମାନଙ୍କେ ଅପେକ୍ଷା ବଳବାନ୍ ହବୋ ଓ ଜିତିବା। ରାଜା ସମାନଙ୍କେର ପ୍ରସ୍ଥାବ ଗ୍ରହଣ କଲେ ଓ ସହେିରୂପେ କାର୍ୟ୍ଯ କଲେ।

ଦିତୀୟ ରାଜାବଳୀ 12:10
ତା'ପରେ ଲୋକମାନେ ସହେି ସିନ୍ଦୁକରେ ଟଙ୍କା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପକାଇଲେ। ଯେତବେେଳେ ରାଜାଙ୍କ ସଚୀବ ଓ ମହାୟାଜକ ଦେଖିଲେ ସିନ୍ଦୁକରେ ପ୍ରଚୁର ଟଙ୍କା ହାଇଗେଲା, ସମାନେେ ଆସି ତାକୁ ନଇଗେଲେ ଓ ଥଳି ରେ ରଖି ଗଣିଲେ।

ପ୍ରଥମ ବଂଶାବଳୀ 9:29
ଅନ୍ୟ ଦ୍ବାରପାଳମାନେ କାଠ ଆସବାବପତ୍ର ଓ ବିଶଷେ ପାତ୍ରଗୁଡ଼ିକର ଯତ୍ନ ନବୋ ନିମନ୍ତେ ମନୋନୀତ ହାଇେଥିଲେ। ଆହୁରି ମଧ୍ଯ ସମାନେେ ମଇଦା, ଦ୍ରାକ୍ଷାରସ, ତୈଳ, ସୁଗନ୍ଧଦ୍ରବ୍ଯ ଓ ବିଶଷେ ତୈଳର ଯତ୍ନ ନେଉଥିଲେ।

ପ୍ରଥମ ବଂଶାବଳୀ 21:1
ଶଯତାନ ଇଶ୍ରାୟେଲର ବିରୁଦ୍ଧ ରେ ଛିଡ଼ା ହେଲା। ଶଯତାନ ଇଶ୍ରାୟେଲ ଲୋକମାନଙ୍କୁ ଗଣନା କରିବା ନିମନ୍ତେ ସେ ଦାଉଦଙ୍କୁ ପ୍ରବର୍ତ୍ତାଇଲା।

Occurences : 28

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்