| Base Word | |
| מוּשִׁי | |
| Short Definition | Mushi, a Levite |
| Long Definition | son of Merari, grandson of Kohath, and great grandson of Levi |
| Derivation | or מֻשִּׁי; from H4184; sensitive |
| International Phonetic Alphabet | muːˈʃɪi̯ |
| IPA mod | muˈʃiː |
| Syllable | mûšî |
| Diction | moo-SHEE |
| Diction Mod | moo-SHEE |
| Usage | Mushi |
| Part of speech | n-pr-m |
ଯାତ୍ରା ପୁସ୍ତକ 6:19
ମରାରିର ସନ୍ତାନମାନେ ଥିଲେ, ମହଲି ଓ ମୂଶି ଏହିସବୁ ବଂଶ ଇଶ୍ରାୟେଲୀୟ ଲବେୀ ବଂଶୀଯ ଥିଲେ।
ଗଣନା ପୁସ୍ତକ 3:20
ପୁଣି ଆପଣା ବଂଶ ଅନୁସାରେ ମରାରିର ପରିବାରବର୍ଗର ନାମ ମହଲି ଓ ମୂଶି।
ପ୍ରଥମ ବଂଶାବଳୀ 6:19
ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି।
ପ୍ରଥମ ବଂଶାବଳୀ 6:47
ଶମରେ ମହଲିଙ୍କ ପୁତ୍ର ଥିଲେ। ମହଲି ମୂଶିଙ୍କ ପୁତ୍ର ଥିଲେ। ମୂଶି ମରାରିଙ୍କ ପୁତ୍ର ଥିଲେ। ମରାରି ଲବେୀଙ୍କ ପୁତ୍ର ଥିଲେ।
ପ୍ରଥମ ବଂଶାବଳୀ 23:21
ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି। ମହଲିଙ୍କ ପୁତ୍ରମାନେ ଥିଲେ ଇଲୀଯାସର ଓ କୀଶ୍।
ପ୍ରଥମ ବଂଶାବଳୀ 23:23
ମୂଶିଙ୍କ ପୁତ୍ରମାନେ ଥିଲେ, ମହଲି, ଏଦର ଓ ଯିରମୋେତ୍। ସମୁଦାଯ ତିନିଜଣ ପୁତ୍ର ଥିଲେ।
ପ୍ରଥମ ବଂଶାବଳୀ 24:26
ମରାରିଙ୍କ ବଂଶଧରମାନେ ଥିଲେ ମହଲି ଓ
ପ୍ରଥମ ବଂଶାବଳୀ 24:30
ମୂଶିଙ୍କ ପୁତ୍ରମାନେ ଥିଲେ ମହଲି, ଏଦର ଓ ଯିରମୋେତ୍।
Occurences : 8
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்