Base Word
אֲבִינָדָב
Short DefinitionAbinadab, the name of four Israelites
Long Definitiona man of Gibeah who sheltered the ark
Derivationfrom H0001 and H5068; father of generosity (i.e., liberal)
International Phonetic Alphabetʔə̆.bɪi̯.n̪ɔːˈd̪ɔːb
IPA modʔə̆.viː.nɑːˈdɑːv
Syllableʾăbînādāb
Dictionuh-bee-naw-DAWB
Diction Moduh-vee-na-DAHV
UsageAbinadab
Part of speechn-pr-m

ପ୍ରଥମ ଶାମୁୟେଲ 7:1
ଅନନ୍ତର କିରିଯଥ-ୟିଯାରୀମୀଯ ଲୋକମାନେ ଆସିଲେ ଏବଂ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇଗେଲେ। ସମାନେେ ପର୍ବତସ୍ଥିତ ଅବୀନାଦବର ଗୃହକକ୍ସ୍ଟ ତାହା ଆଗିଲେ। ସଦାପ୍ରଭୁଙ୍କ ସିନ୍ଦକ୍ସ୍ଟକ ଜଗିବାକକ୍ସ୍ଟ ତା'ର ପକ୍ସ୍ଟତ୍ର ଇଲିଯାସରକକ୍ସ୍ଟ ବିଶଷେ ଉତ୍ସବ ମାଧ୍ଯମ ରେ ପବିତ୍ର କଲେ।

ପ୍ରଥମ ଶାମୁୟେଲ 16:8
ତା'ପରେ ୟିଶୀ ତାଙ୍କର ଦ୍ବିତୀୟ ପକ୍ସ୍ଟତ୍ର ଅବିନାଦବଙ୍କକ୍ସ୍ଟ ଡାକିଲେ। ଅବିନାଦବ ଶାମୁୟେଲଙ୍କ ଆଗ ଦଇେ ଗଲେ। କିନ୍ତୁ ଶାମକ୍ସ୍ଟଯଲେ କହିଲେ, ନା, ଏ ଲୋକ ନକ୍ସ୍ଟହଁନ୍ତି ଯାହାଙ୍କକ୍ସ୍ଟ ସଦାପ୍ରଭୁ ଉପୟକ୍ସ୍ଟକ୍ତ ମନେ କରନ୍ତି।

ପ୍ରଥମ ଶାମୁୟେଲ 17:13
ୟିଶୀଙ୍କର ତିନି ବଡ ପକ୍ସ୍ଟତ୍ର ଶାଉଲଙ୍କକ୍ସ୍ଟ ପଶ୍ଚାତ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇଥିଲେ। ପ୍ରଥମ ପକ୍ସ୍ଟତ୍ର ଥିଲେ ଇଲୀଯାବ୍ ଓ ଦ୍ବିତୀୟ ପକ୍ସ୍ଟତ୍ରର ନାମ ଅବିନାଦବ୍ ଓ ତୃତୀୟର ନାମ ଶମ୍ମ।

ପ୍ରଥମ ଶାମୁୟେଲ 31:2
ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କର ପକ୍ସ୍ଟତ୍ର ବିରକ୍ସ୍ଟଦ୍ଧ ରେ ଭୟଙ୍କର ୟକ୍ସ୍ଟଦ୍ଧ କଲେ। ପଲେଷ୍ଟୀୟମାନେ ଶାଉଲର ପକ୍ସ୍ଟତ୍ର ଯୋନାଥନ, ଅବୀନାଦବ ଏବଂ ମଲକୀଶୂଯଙ୍କକ୍ସ୍ଟ ହତ୍ଯା କଲେ।

ଦିତୀୟ ଶାମୁୟେଲ 6:3
ଦାଉଦର ଲୋକମାନେ ସହେି ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଅବୀନାଦବର ଗୃହରକ୍ସ୍ଟ ବାହାରକକ୍ସ୍ଟ ଆଣିଲେ। ସଇେ ଗୃହଟି ପର୍ବତ ଉପରେ ଅବସ୍ଥିତ ଥିଲା। ସମାନେେ ଏହି ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଏକ ନୂଆ ଶଗଡ ରେ ଲଦିଲେ ଏବଂ ଅବୀନାଦବର ପକ୍ସ୍ଟତ୍ର ଉଷ ଅହୀୟୋ ସହେି ନୂଆ ଶଗଡକକ୍ସ୍ଟ ଚଲଇେଲେ।

ଦିତୀୟ ଶାମୁୟେଲ 6:3
ଦାଉଦର ଲୋକମାନେ ସହେି ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଅବୀନାଦବର ଗୃହରକ୍ସ୍ଟ ବାହାରକକ୍ସ୍ଟ ଆଣିଲେ। ସଇେ ଗୃହଟି ପର୍ବତ ଉପରେ ଅବସ୍ଥିତ ଥିଲା। ସମାନେେ ଏହି ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଏକ ନୂଆ ଶଗଡ ରେ ଲଦିଲେ ଏବଂ ଅବୀନାଦବର ପକ୍ସ୍ଟତ୍ର ଉଷ ଅହୀୟୋ ସହେି ନୂଆ ଶଗଡକକ୍ସ୍ଟ ଚଲଇେଲେ।

ଦିତୀୟ ଶାମୁୟେଲ 6:4
ସମାନେେ ପର୍ବତସ୍ଥ ଶିର୍ଷଦେଶ ରେ ଅବୀନାଦବର ଗୃହରକ୍ସ୍ଟ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଆଣିଲେ ଓ ଉଷ ପବିତ୍ର ସିନ୍ଦକ୍ସ୍ଟକ ପାଶର୍‌ବ ରେ ଗ୍ଭଲିଲା ଏବଂ ଅହୀୟୋ ପବିତ୍ର ସିନ୍ଦକ୍ସ୍ଟକ ଆଗେ ଆଗେ ଗ୍ଭଲିଲା।

ପ୍ରଥମ ବଂଶାବଳୀ 2:13
ୟିଶୀ ଇଲିଯାବଙ୍କର ପିତା ଥିଲେ। ଇଲିଯାବ ୟିଶୀଙ୍କର ପ୍ରଥମ ଜାତ ପୁତ୍ର ଥିଲେ। ୟିଶୀଙ୍କର ଦ୍ବିତୀୟ ପୁତ୍ର ଥିଲେ ଅବିନାଦବ, ତାଙ୍କର ତୃତୀୟ ପୁତ୍ର ଥିଲେ ଶମ୍ମ।

ପ୍ରଥମ ବଂଶାବଳୀ 8:33
ନେର୍ କୀଶ୍ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ। ଏବଂ ଶାଉଲ ଯୋନାଥନ, ମଲକୀଶୂଯ, ଅବୀନାଦବ୍ ଓ ଇଶବାଲାଙ୍କ ପିତା ଥିଲେ।

ପ୍ରଥମ ବଂଶାବଳୀ 9:39
ନେର୍ କୀଶ୍ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ ଏବଂ ଶାଉଲ ଯୋନାଥନ୍, ମଲକୀଶୂଯ, ଅବୀନାଦବ ଓ ଈଶ୍-ବାଲ୍ଙ୍କ ପିତା ଥିଲେ।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்