Base Word
מאוּם
Short Definitiona blemish (physically or morally)
Long Definitionblemish, spot, defect
Derivationusually מוּם; as if passive participle from an unused root probably meaning to stain
International Phonetic Alphabetmʔuːm
IPA modmʔum
Syllablemʾûm
Dictionmoom
Diction Modmoom
Usageblemish, blot, spot
Part of speechn-m
Base Word
מאוּם
Short Definitiona blemish (physically or morally)
Long Definitionblemish, spot, defect
Derivationusually מוּם; as if passive participle from an unused root probably meaning to stain
International Phonetic Alphabetmʔuːm
IPA modmʔum
Syllablemʾûm
Dictionmoom
Diction Modmoom
Usageblemish, blot, spot
Part of speechn-m

ଲେବୀୟ ପୁସ୍ତକ 21:17
ତୁମ୍ଭେ ହାରୋଣଙ୍କୁ କୁହ, ତୁମ୍ଭର ବଂଶଧରମାନଙ୍କ ମଧିଅରେ ଯାହାର ଶରୀର ରେ ଖୁଣ ଥାଏ, ସେ ପରମେଶ୍ବରଙ୍କର ବିଶିଷ୍ଟ ରୋଟୀ ଉତ୍ସର୍ଗ କରିବା ପାଇଁ ନିକଟକୁ ୟିବ ନାହିଁ।

ଲେବୀୟ ପୁସ୍ତକ 21:18
ଯେକୌଣସି ଲୋକର ଖୁଣ ଅଛି, ସେ ନିକଟବର୍ତ୍ତୀ ହବେନାହିଁ।

ଲେବୀୟ ପୁସ୍ତକ 21:21
ହାରୋଣ ଯାଜକର ବଂଶଧର ମଧିଅରେ ଏପରି ଖୁଣ ବିଶିଷ୍ଟ ଲୋକ ଥିଲେ, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉପହାର ଉତ୍ସର୍ଗ କରିବା ପାଇଁ ବଦେୀ ନିକଟକୁ ୟାଇପାରିବ ନାହିଁ। ଆଉ ତା'ର ଖୁଣ ଥିବାରୁ ସେ ୟଜ୍ଞବଦେୀ ନିକଟକୁ ଶସ୍ଯ ଭକ୍ଷ୍ଯ ଉତ୍ସର୍ଗ କରିବା ପାଇଁ ଆସିବା ଉଚିତ୍ ନୁହେଁ।

ଲେବୀୟ ପୁସ୍ତକ 21:21
ହାରୋଣ ଯାଜକର ବଂଶଧର ମଧିଅରେ ଏପରି ଖୁଣ ବିଶିଷ୍ଟ ଲୋକ ଥିଲେ, ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉପହାର ଉତ୍ସର୍ଗ କରିବା ପାଇଁ ବଦେୀ ନିକଟକୁ ୟାଇପାରିବ ନାହିଁ। ଆଉ ତା'ର ଖୁଣ ଥିବାରୁ ସେ ୟଜ୍ଞବଦେୀ ନିକଟକୁ ଶସ୍ଯ ଭକ୍ଷ୍ଯ ଉତ୍ସର୍ଗ କରିବା ପାଇଁ ଆସିବା ଉଚିତ୍ ନୁହେଁ।

ଲେବୀୟ ପୁସ୍ତକ 21:23
ମାତ୍ର ବିଚ୍ଛଦବେସ୍ତ୍ରର ଭିତରକୁ ୟିବ ନାହିଁ କିମ୍ବା ୟଜ୍ଞବଦେୀ ନିକଟକୁ ଆସିବ ନାହିଁ, କାରଣ ତାହାର ଖୁଣ ଅଛି, ସେ ଆମ୍ଭର ପବିତ୍ରସ୍ଥାନ ସକଳ ଅପବିତ୍ର କରିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ସହେି ସମସ୍ତ ପବିତ୍ର କରୁ।

ଲେବୀୟ ପୁସ୍ତକ 22:20
ମାତ୍ର ଖୁଣଥିବା ପ୍ରଣୀକୁ ତୁମ୍ଭମାନେେ ଉତ୍ସର୍ଗ କରିବା ଉଚିତ୍ ନୁହଁ। କାରଣ ତାହା ନବୈେଦ୍ଯ ରୂପେ ଗ୍ରହଣୀଯ ନୁହେଁ।

ଲେବୀୟ ପୁସ୍ତକ 22:21
ମାତ୍ର କୌଣସି ଲୋକ ମାନସିକ ସିଦ୍ଧି ନିମନ୍ତେ ଅବା ସ୍ବେଚ୍ଛାଦତ୍ତ ଉପହାର ନିମନ୍ତେ ଗୋଠରୁ ଅବା ପଲରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ତବେେ ତାହା ଗ୍ରାହ୍ଯ ହବୋ ନିମନ୍ତେ ନିଖୁଣ ପଶୁ ହବେ ଓ ତାହାଠା ରେ କୌଣସି ଖୁଣ ନଥିବ।

ଲେବୀୟ ପୁସ୍ତକ 22:25
ବିଦେଶରୁ ଆସିଥିବା କୌଣସି ପଶୁକୁ ପରମେଶ୍ବରଙ୍କ ନିକଟରେ ବଳିଦାନ କରିବ ନାହିଁ, କାରଣ ସଗେୁଡିକ ଆଘାତପ୍ରାପ୍ତ ହାଇେଥାଇ ପାରନ୍ତି କିମ୍ବା ସମାନଙ୍କେଠା ରେ ଖୁଣ ଥାଇପା ରେ। ତେଣୁ ସଗେୁଡିକ ଗ୍ରାହ୍ଯ ହବେ ନାହିଁ।

ଲେବୀୟ ପୁସ୍ତକ 24:19
ଯଦି କୌଣସି ବ୍ଯକ୍ତି ନିଜ ପ୍ରତିବେଶୀକୁ ଆଘାତ କରେ, ତବେେ ସମପରିମାଣର ଆଘାତ ସହେି ଲୋକକୁ ଦିଆୟିବ।

ଲେବୀୟ ପୁସ୍ତକ 24:20
କ୍ଷତ ବଦଳ ରେ କ୍ଷତ, ତକ୍ଷୁ ବଦଳ ରେ ଚକ୍ଷୁ, ଦାନ୍ତ ବଦଳ ରେ ଦାନ୍ତ, ମନୁଷ୍ଯ ଶରୀର ରେ ୟିଏ ଯେଉଁପରି ଆଘାତ କରିଅଛି ତାହାପ୍ରତି ସହେି ପ୍ରକାର ଆଘାତ କରାୟିବ।

Occurences : 21

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்