Base Word | |
יָצוּעַ | |
Short Definition | spread, i.e., a bed; (architecture) an extension, i.e., wing or lean-to (a single story or collectively) |
Long Definition | couch, bed |
Derivation | passive participle of H3331 |
International Phonetic Alphabet | jɔːˈt͡sˤuː.ɑʕ |
IPA mod | jɑːˈt͡su.ɑʕ |
Syllable | yāṣûaʿ |
Diction | yaw-TSOO-ah |
Diction Mod | ya-TSOO-ah |
Usage | bed, chamber, couch |
Part of speech | n-m |
Base Word | |
יָצוּעַ | |
Short Definition | spread, i.e., a bed; (architecture) an extension, i.e., wing or lean-to (a single story or collectively) |
Long Definition | couch, bed |
Derivation | passive participle of H3331 |
International Phonetic Alphabet | jɔːˈt͡sˤuː.ɑʕ |
IPA mod | jɑːˈt͡su.ɑʕ |
Syllable | yāṣûaʿ |
Diction | yaw-TSOO-ah |
Diction Mod | ya-TSOO-ah |
Usage | bed, chamber, couch |
Part of speech | n-m |
ଆଦି ପୁସ୍ତକ 49:4
କିନ୍ତୁ ତୁମ୍ଭର ଆବଗେ ବନ୍ଯା ତୁଲ୍ଯ ଥିଲା, ତୁମ୍ଭେ ନିଯନ୍ତ୍ରଣ କରିପାରିଲ ନାହିଁ। ତୁମ୍ଭର ପ୍ରଧାନତା ରହିବ ନାହିଁ। କାରଣ ତୁମ୍ଭେ ଆପଣା ପିତୃଶୟ୍ଯାକୁ ଗମନ କଲ। ତବେେ ତାହା ଅଶୁଚି କଲ।
ପ୍ରଥମ ରାଜାବଳୀ 6:5
ଶଲୋମନ ମନ୍ଦିର ମୂଖ୍ଯ ପାଶର୍ବ ରେ ଏକ ଧାଡି ରେ କଠାେରୀ ନିର୍ମାଣ କଲେ। ଏହା କଠାେରୀଗୁଡିକ ଗୋଟିଏ ଉପରେ ଆଉ ଗୋଟିଏ ରହିଲା। ସହେି ଧାଡିର କୋଠରିଗୁଡିକ ତିନି ମହଲା ଉଚ୍ଚ ଥିଲା।
ପ୍ରଥମ ରାଜାବଳୀ 6:6
କଠାେରୀଗୁଡିକ ମନ୍ଦିରର କାନ୍ଥକୁ ଲାଗିଥିଲା। କିନ୍ତୁ ସଗେୁଡିକର କଢିକାଠଗୁଡିକ କାନ୍ଥ ଭିତରକୁ ଲାଗି ନଥିଲା। ସହେି ମନ୍ଦିରର କାନ୍ଥଟି ଉପରକୁ ସରୁ ହାଇେ ୟାଇଥିଲା। କୋଠରୀକୁ ଲାଗିଥିବା କାନ୍ଥଗୁଡିକ ଏହାର ମୂଳ କାନ୍ଥରୁ ସରୁ ଥିଲା। ତଳ ମହଲାର କଠାେରୀଗୁଡିକ ପାଞ୍ଚ ହାତ ଓସାର, ପ୍ରଥମ ମହଲାର କଠାେରୀଗୁଡିକ ଛଅ ହାତ ଓସାର ବିଶିଷ୍ଟ ଓ ଦ୍ବିତୀୟ ମହଲାର କଠାେରୀଗୁଡିକ ସାତ ହାତ ବିଶିଷ୍ଟ ଥିଲା।
ପ୍ରଥମ ରାଜାବଳୀ 6:10
ସେ ମଧ୍ଯ ମନ୍ଦିର ଗ୍ଭରିପଟେ କଠାେରୀ ନିର୍ମାଣର କାର୍ୟ୍ଯ ଶଷେ କଲେ। ପ୍ରେତ୍ୟକକ ମହଲାର ଉଚ୍ଚତା ପାଞ୍ଚହାତ ଥିଲା। ଏରସ କାଠର କଡିକାଠଗୁଡିକ ମନ୍ଦିରର କାନ୍ଥକୁ ସ୍ପର୍ଶ କରୁଥିଲା।
ପ୍ରଥମ ବଂଶାବଳୀ 5:1
ରୁବନ୍େ ଇଶ୍ରାୟେଲଙ୍କର ପ୍ରଥମଜାତ ପୁତ୍ର ଥିଲେ। ସେଥିପାଇଁ ସେ ବିଶଷେ ଆଶୀର୍ବାଦ ପାଇବାର ଉଚିତ୍ ଥିଲା, କିନ୍ତୁ ସେ ନିଜ ପିତାଙ୍କର ସ୍ତ୍ରୀଙ୍କ ସହିତ ୟୌନ ସମ୍ପର୍କ ସ୍ଥାପନ କରିଥିଲେ। ତେଣୁ ଏହି ସମସ୍ତ ଆଶୀର୍ବାଦ ଯୋଷଫଙ୍କେ ପୁତ୍ରଙ୍କୁ ଦିଆଗଲା।
ଆୟୁବ ପୁସ୍ତକ 17:13
ମୁଁ ହୁଏତ କବରକୁ ମାରେ ନୂଆ ଘର ବୋଲି ଆଶା କରିବି। ମୁଁ ଆଶା କରୁଛି, ମାରେ ବିଛଣା ଅନ୍ଧକାର ବିବରଣ କରିବି।
ଗୀତସଂହିତା 63:6
ମୁଁ ଶୟ୍ଯା ଉପରେ ଗଡ଼ୁଥିବା ସମଯରେ ତୁମ୍ଭକୁ ମନେ କରିବି। ରାତି ସମଯରେ ମଧ୍ଯ ମୁଁ ତୁମ୍ଭ ବିଷଯରେ ଭାବିବି।
ଗୀତସଂହିତା 132:3
ସଦାପ୍ରଭୁଙ୍କ ପାଇଁ ମୁଁ ଏକ ପବିତ୍ର ଗୃହ ନ ପାଇବା ପର୍ୟ୍ଯନ୍ତ ସର୍ବଶକ୍ତିମାନ ୟାକୁବର ପରମେଶ୍ବରଙ୍କ ପାଇଁ ଏକ ତମ୍ବୁ କରିବି।
Occurences : 8
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்