Base Word
טְרֵפָה
Short Definitionprey, i.e., flocks devoured by animals
Long Definitionthat which is torn, animal torn (by beasts)
Derivationfeminine (collectively) of H2964
International Phonetic Alphabett̪’ɛ̆.reˈpɔː
IPA modtɛ̆.ʁeˈfɑː
Syllableṭĕrēpâ
Dictionteh-ray-PAW
Diction Modteh-ray-FA
Usageravin, (that which was) torn (of beasts, in pieces)
Part of speechn-f

ଆଦି ପୁସ୍ତକ 31:39
ଯେତବେେଳେ ତୁମ୍ଭର ମଷେ ଓ ଛଳେି ହିଂସ୍ର ଜନ୍ତୁମାନଙ୍କ ଦ୍ବାରା ଖଣ୍ଡିଆ ଖାବରା ହେଲେ, ମୁଁ ତୁମ୍ଭର କ୍ଷତି କରି ଛାଡ଼ି ଦଲେି ନାହିଁ। କିନ୍ତୁ ମାରେ ନିଜର ମଷେ ବା ଛଳେି ତା' ସ୍ଥାନ ରେ ରଖିଲି। ଯଦି କିଛି ରାତି ବା ଦିନ ରେ ଚୋରୀ ହେଉଥିଲା ମାରେ ନିଜର ପଶୁ ତା' ସ୍ଥାନ ରେ ଯୋଗଇଲି।

ଯାତ୍ରା ପୁସ୍ତକ 22:13
ଯଦି କୌଣସି ବନ୍ଯ ଜନ୍ତୁ ତାକୁ ହତ୍ଯା କରେ, ଦବେେ ତାହା ଯଦି ସେ ପ୍ରମାଣ କରେ ତବେେ ତାକୁ ସହେି ପଶୁର ମୂଲ୍ଯ ଦବୋକୁ ପଡିବ ନାହିଁ।

ଯାତ୍ରା ପୁସ୍ତକ 22:31
ତୁମ୍ଭମାନେେ ମାରେ ବିଶଷେ ଲୋକ। ତେଣୁ ତୁମ୍ଭେ କୌଣସି ପଶୁମାନଙ୍କ ଦ୍ବାରା ମରିଥିବା ପଶୁକୁ ଖାଇବ ନାହିଁ। କୁକୁରମାନଙ୍କୁ ତା'ର ମାଂସ ଖାଇବାକୁ ଦବେ।

ଲେବୀୟ ପୁସ୍ତକ 7:24
ସମାନଙ୍କେୁ ମଧ୍ଯ କୁହ ଯେ, ସମାନେେ ଗୋଟିଏ ପଶୁର ସ୍ବାଭାବିକ ମୃତ୍ଯୁ ହେଉ କିମ୍ବା ଯାହାର ଅନ୍ୟ ପଶୁ ଦ୍ବାରା ବିଦୀର୍ଣ୍ଣ ହାଇେ ମୃତ୍ଯୁ ହାଇେଥିଲା ଖାଇବା ଉଚିତ୍ ନୁହଁ। ସହେି ମଦେ ଅନ୍ୟ କୌଣସି କାର୍ୟ୍ଯ ରେ ବ୍ଯବହାର କରାୟାଇପା ରେ, ମାତ୍ର ସମାନେେ ତାହା ଭୋଜନ କରିବା ଉଚିତ୍ ନୁହେଁ।

ଲେବୀୟ ପୁସ୍ତକ 17:15
ଆଉ ତୁମ୍ଭେ ନିଜ ଲୋକ କି ବିଦେଶୀ ମଧ୍ଯରୁ ଯେ କହେି ସ୍ବଯଂ ମୃତ କିମ୍ବା ପଶୁ ଭୋଜନ କରେ, ତବେେ ସେ ନିଜର ବସ୍ତ୍ର ଧୋଇବା ଉଚିତ୍, ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ, ତାହାପରେ ସେ ଶୁଚି ହବେ।

ଲେବୀୟ ପୁସ୍ତକ 22:8
ସେ ସ୍ବଯଂମୃତ ବା ପଶୁଦ୍ବାରା ହତ ଜନ୍ତୁର ମାଂସ ଭୋଜନ କରି ନିଜକୁ ଅଶୁଚି କରିବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।

ଯିହିଜିକଲ 4:14
ତା'ପ ରେ ମୁଁ କହିଲି, ହେ ସଦାପ୍ରଭୁ ମାରେ ପ୍ରଭୁ ! ଅଶୁଚି ଖାଦ୍ୟ ଖାଇବା ଦ୍ବାରା ମୁଁ ନିଜକୁ କବେେ ଅଶୁଚି କରି ନାହିଁ। ମୁଁ ବାଲ୍ଯକାଳରୁ ଆଜି ପର୍ୟ୍ଯନ୍ତ ସ୍ବଯଂମୃତ ପଶୁ, ପଚି ୟାଇଥିବା ପଶୁଗୁଡ଼ିକ ଏବଂ ଅନ୍ୟ ପଶୁ ଦ୍ବାରା ମରା ହାଇେଥିବା ପଶୁର ମାଂସ ଭୋଜନ କରି ନାହିଁ। ଅଥବା ନିଷିଦ୍ଧ କରାୟାଇଥିବା ମାଂସ ମାେ ପାଟି ରେ ଦଇେ ନାହିଁ।

ଯିହିଜିକଲ 44:31
ପୁଣି ଯାଜକମାନେ କୌଣସି ସ୍ବଯଂ ମୃତ ବା ପଶୁ ପକ୍ଷୀ ଦ୍ବାରା ବିଦୀର୍ଣ୍ଣ କୌଣସି ମୃତ ପଶୁ କିମ୍ବା ପକ୍ଷୀ ଭକ୍ଷଣ କରିବେ ନାହିଁ।

ନାହୂମ 2:12
ସିଂହ ନୀନିବୀର ରାଜା ତା'ର ଶାବକମାନଙ୍କୁ ଖୁଆଇବା ପାଇଁ ବହୁତ ଶିକାର କଲା ଏବଂ ସିଂହୀ ପାଇଁ ଶିକାର କଲା। ସେ ତା'ର ନୀନିବୀ ଗୁମ୍ଫାକୁ ଶିକାର ରେ ପରିପୂର୍ଣ୍ଣ କଲା! ସେ ତା'ର ଗୁମ୍ଫାକୁ ମାଂସ ରେ ପୂର୍ଣ୍ଣ କଲା।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்