Base Word
טוֹב
Short Definitionto be (transitively, do or make) good (or well) in the widest sense
Long Definitionto be good, be pleasing, be joyful, be beneficial, be pleasant, be favorable, be happy, be right
Derivationa primitive root
International Phonetic Alphabett̪’ob
IPA modto̞wv
Syllableṭôb
Dictiontobe
Diction Modtove
Usagebe (do) better, cheer, be (do, seem) good, (make) goodly, × please, (be, do, go, play) well
Part of speechv

ଗଣନା ପୁସ୍ତକ 11:18
ଲୋକମାନଙ୍କୁ କୁହ, କାଲିପାଇଁ ନିଜକୁ ପବିତ୍ର କର। ଆଉ ତୁମ୍ଭମାନେେ ମାଂସ ଖାଇବ, କାରଣ ତୁମ୍ଭମାନେେ ସଦାପ୍ରଭୁଙ୍କ କର୍ଣ୍ଣ ଗୋଚର ରେ କହିଅଛ, 'କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦବେ? ବରଂ ମିଶର ଦେଶ ରେ ଆମ୍ଭମାନଙ୍କର ମଙ୍ଗଳ ଥିଲା!' ଏଣୁ ସଦାପ୍ରଭୁ ତୁମ୍ଭମାନଙ୍କୁ ମାଂସ ଖାଇବାକୁ ଦବେେ।

ଗଣନା ପୁସ୍ତକ 24:1
ବିଲିଯମ ହୃଦବୋଧ କଲେ ଯେ, ସଦାପ୍ରଭୁ ଇଶ୍ରାୟେଲକୁ ଆଶୀର୍ବାଦ କରିବାକୁ ଚାହିଁଲେ। ତେଣୁ ସେ ପୂର୍ବପରି କୌଣସି ନବୈେଦ୍ଯ ପ୍ରଯୋଗ କରିବା ପାଇଁ ଚେଷ୍ଟା କଲେ ନାହିଁ। କିନ୍ତୁ ସେ ତୁ୍ଚ୍ଛାଟା ରେ ମରୁଭୂମି ଆଡେ ନିଜ ମୁଖ ରଖିଲା।

ଗଣନା ପୁସ୍ତକ 24:5
ହେ ଯାକୁବ, ତୁମ୍ଭର ତମ୍ବୁ ସବୁ କି ସୁନ୍ଦର! ହେ ଇଶ୍ରାୟେଲ, ତୁମ୍ଭର ଆବାସ ସବୁ କଡେେ ମ ନୋହର।

ଦିତୀୟ ବିବରଣ 5:33
ଦେଖ, ଯେପରି ତୁମ୍ଭେ ସହେି ରାସ୍ତା ରେ ଚାଲି ଯେଉଁ ରାସ୍ତା ରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଚାଲିବା ପାଇଁ ଆଦେଶ ଦଇେଛନ୍ତି, ଯେଉଁଥିପାଇଁ ତୁମ୍ଭମାନେେ ସହେି ଦେଶ ରେ ଦୀର୍ଘଦିନ ବଞ୍ଚିବ ଓ ତୁମ୍ଭେ ଯେଉଁ ଦେଶ ଅଧିକାର କରିବ, ସଠାେରେ ତୁମ୍ଭର ସର୍ବମଗଂଳ ହବେ।

ଦିତୀୟ ବିବରଣ 15:16
କିନ୍ତୁ ଏପରି ହାଇପୋ ରେ କୌଣସି ଦାସ ତୁମ୍ଭକୁ ଏପରି କହିପା ରେ, 'ମୁ ତୁମ୍ଭକୁ ଛାଡିୟିବି ନାହିଁ।' ସପରେି କହିପା ରେ କାରଣ ସେ ତକ୍ସ୍ଟମ୍ଭ ନିକଟରେ ସକ୍ସ୍ଟଖ ରେ ଥାଇପା ରେ। ସେ ତୁମ୍ଭକୁ ଓ ତକ୍ସ୍ଟମ୍ଭ ପରିବାରକକ୍ସ୍ଟ ସ୍ନହେ କରୁଥାଏ।

ଦିତୀୟ ବିବରଣ 19:13
ତୁମ୍ଭମାନେେ ତା'ପାଇଁ ଦକ୍ସ୍ଟଃଖ କରିବ ନାହିଁ କାରଣ ସେ ଜଣେ ନିରପରାଧି ଲୋକକୁ ହତ୍ଯାକରି ପାପ କରିଛି। ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ନିରୀହମାନଙ୍କର ରକ୍ତପାତ ଦୋଷରକ୍ସ୍ଟ ମକ୍ସ୍ଟକ୍ତି ପାଇବା ଉଚିତ୍। ତାହାହେଲେ କବଳେ ତୁମ୍ଭମାନଙ୍କର ମଙ୍ଗଳ ହବେ।

ପ୍ରଥମ ଶାମୁୟେଲ 16:16
ଜଣେ ନିପକ୍ସ୍ଟଣ ବୀଣାବାଦକ ଅନ୍ବଷେଣ ପାଇଁ ତୁମ୍ଭେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଥିବା ଦାସମାନଙ୍କୁ ଆଜ୍ଞା କରନ୍ତକ୍ସ୍ଟ। ଯେତବେେଳେ ପରମେଶ୍ବରଙ୍କଠାରକ୍ସ୍ଟ ସହେି ମନ୍ଦ ଆତ୍ମା ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖକକ୍ସ୍ଟ ଆ ସେ, ଯଦି ସେ ଲୋକ ବୀଣା ବଜାଏ ତୁମ୍ଭେ ବହକ୍ସ୍ଟତ ଭଲ ସମବଦନୋ ପ୍ରକାଶ କରିବ।

ପ୍ରଥମ ଶାମୁୟେଲ 16:23
ପରମେଶ୍ବରଙ୍କ ଠାରକ୍ସ୍ଟ ସହେି ମନ୍ଦ ଆତ୍ମା ଯେ ତବେଳେ ଶାଉଲଙ୍କ ଉପରେ ଥାଏ, ସେତବେେଳେ ଦାଉଦ ବୀଣା ନଇେ ଆପଣା ହସ୍ତ ରେ ବଜାନ୍ତି। ତହିଁରେ ଶାଉଲ ଆଶ୍ବାସ ପାଆନ୍ତି ଓ ଭଲ ହକ୍ସ୍ଟଅନ୍ତି ଓ ମନ୍ଦ ଆତ୍ମା ତାଙ୍କୁ ଛାଡିୟାଏ।

ପ୍ରଥମ ରାଜାବଳୀ 8:18
ମାତ୍ର ସଦାପ୍ରଭୁ ମାରେ ପିତା ଦାଉଦଙ୍କୁ କହିଲେ, 'ଆମ୍ଭର ସମ୍ମାନାର୍ଥେ ଏକ ମନ୍ଦିର ନିର୍ମାଣ କରିବାକୁ ତୁମ୍ଭର ବହୁତ ଇଛା ଅଛି, ତୁମ୍ଭର ଏହି ଇଛା ଉତ୍ତମ ଅଟେ।

ଦିତୀୟ ରାଜାବଳୀ 10:30
ଅନନ୍ତର ସଦାପ୍ରଭୁ ଯହେୂକୁ କହିଲେ, କାରଣ ମାେ ଦୃଷ୍ଟି ରେ ଯାହା ଯଥାର୍ଥ, ତୁମ୍ଭେ ଠିକ୍ କରିଅଛ। ଯାହା ମାରେ ଇଚ୍ଛା ଅନୁସାରେ ତୁମ୍ଭେ ଆହାବ୍ର ବଂଶକୁ ବିନାଶ କରିଅଛି। ଏଣୁ ଗ୍ଭରି ପୁରୁଷ ପର୍ୟ୍ଯନ୍ତ ତୁମ୍ଭର ସନ୍ତାନମାନେ ଇଶ୍ରାୟେଲ ସିଂହାସନ ରେ ରାଜତ୍ବ କରିବେ।

Occurences : 25

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்