Base Word
חֹר
Short Definitionproperly, white or pure (from the cleansing or shining power of fire; hence (figuratively) noble (in rank)
Long Definitiona noble, freeborn one
Derivationor (fully) חוֹר; from H2787; (compare H2751)
International Phonetic Alphabetħor
IPA modχo̞wʁ
Syllableḥōr
Dictionhore
Diction Modhore
Usagenoble
Part of speechn-m

ପ୍ରଥମ ରାଜାବଳୀ 21:8
ତହୁଁ ଈଷବଲେ ଆହାବ୍ଙ୍କ ନାମ ରେ ପତ୍ର ଲେଖି ତାଙ୍କର ମାହେର ମାରି ନାବୋତ ନଗରସ୍ଥ ଓ ତାହାର ପ୍ରାଚୀନଗଣଙ୍କ ପାଖରୁ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସହେି ପତ୍ର ପଠାଇଲେ।

ପ୍ରଥମ ରାଜାବଳୀ 21:11
ତେଣୁ ନାବୋତର ନଗରସ୍ଥ ପ୍ରାଚୀନ ଓ ପ୍ରଧାନବର୍ଗ ଈଷବଲଙ୍କେ ପ୍ ରରେିତ ପତ୍ର ଅନୁସାରେ କାର୍ୟ୍ଯ କଲେ।

ନିହିମିୟା 2:16
ମୁଁ କେଉଁଆଡେ ଗଲି ଓ କ'ଣ କଲି ଶାସକଗଣ ତାହା ଜାଣି ପାରିଲେ ନାହିଁ। ଆଉ ମୁଁ ମଧ୍ଯ ୟିହୁଦୀଯମାନଙ୍କୁ, ଯାଜକମାନଙ୍କୁ, ମୁଖ୍ଯମାନଙ୍କୁ, ଅଧିକାରୀମାନଙ୍କୁ କି ଅନ୍ୟ କାହାରିକୁ ତାହା ଜଣାଇ ନ ଥିଲି।

ନିହିମିୟା 4:14
ଯେତବେେଳେ ମୁଁ ଏ ପରିସ୍ଥିତି ଦେଖିଲି, ମୁଁ ଉଠିଲି ଏବଂ କୁଳନୀମାନଙ୍କୁ, ଅଧ୍ଯକ୍ଷମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ କହିଲି, ତୁମ୍ଭମାନେେ ସମାନଙ୍କେୁ ଭୟ କର ନାହିଁ। ସଦାପ୍ରଭୁଙ୍କୁ ସ୍ମରଣ କର। ସଦାପ୍ରଭୁ ମହାନ୍ ଓ ଭୟଙ୍କର ଅଟନ୍ତି। ଆଉ ତୁମ୍ଭମାନେେ ଆପଣା ଆପଣା ଭାତୃଗଣ, ପୁତ୍ର ଓ କନ୍ଯାଗଣ ଆପଣା ଆପଣା ସ୍ତ୍ରୀଗଣ ଆପଣା ଗୃହ ନିମନ୍ତେ ୟୁଦ୍ଧ କର।

ନିହିମିୟା 4:19
ଏହାପରେ ଆମ୍ଭେ କୁଳୀନମାନଙ୍କୁ ଓ ଅଧ୍ଯକ୍ଷମାନଙ୍କୁ ଓ ଅନ୍ଯାନ୍ଯ ଲୋକଙ୍କୁ କହିଲୁ, କାର୍ୟ୍ଯକାରୀ ଓ ବିସ୍ତୀର୍ଣ୍ଣ ପୁଣି ଆମ୍ଭମାନେେ ପ୍ରାଚୀର ଉପରେ ପୃଥକ ହାଇେ ଜଣେ ଜଣକଠାରୁ ଦୂର ରେ ଅଛୁ।

ନିହିମିୟା 5:7
ମୁଁ ଏ ବିଷଯ ରେ ଚିନ୍ତା କଲି, ତା'ପରେ ମୁଁ କୁଳିନମାନଙ୍କ ଓ ଅଧିକାରୀମାନଙ୍କ ବିରୁଦ୍ଧ ରେ ଏକ ନ୍ଯାଯିକ ବାଦାନୁବାଦ କଲି। ମୁଁ ସମାନଙ୍କେୁ କହିଲି, ତୁମ୍ଭମାନେେ ତୁମ୍ଭ ଭାଇମାନଙ୍କଠାରୁ ସୁଧ ନେଉଛ, ତୁମ୍ଭର ସଇଟୋ ବନ୍ଦକରିବା ଉଚିତ୍। ଏହାପରେ ମୁଁ ଏକ ମହାସଭା ଡାକିବି।

ନିହିମିୟା 6:17
ଆହୁରି ସହେି ସମୟରେ ଯିହୁଦାର କୁଳିନମାନେ ଟୋବିୟ ନିକଟକୁ ଅନକେ ପତ୍ର ପଠାଇଲେ ଓ ଟୋବିୟର ନାନା ପତ୍ର ସମାନଙ୍କେ ନିକଟକୁ ଆସିଲା।

ନିହିମିୟା 7:5
ଏହାପରେ ବଂଶାବଳି କ୍ରମେ ଗଣିତ ହବୋପାଇଁ କୁଳନୀମାନଙ୍କୁ ଓ ଅଧ୍ଯକ୍ଷମାନଙ୍କୁ ଓ ଲୋକମାନଙ୍କୁ ଏକତ୍ର କରିବାକୁ ମାରେପରମେଶ୍ବର ମାେ ମନ ରେ ପ୍ରବୃତ୍ତି ୟାତ କଲେ। ଆଉ ଯେଉଁମାନେ ପ୍ରଥମେ ଆସିଲେ, ମୁଁ ସମାନଙ୍କେର ବଂଶାବଳି ପୁସ୍ତକ ପାଇଲି। ତହିଁରେ ଏହା ଲଖାେ ୟାଇଥିବାର ଦେଖିଲି।

ନିହିମିୟା 13:17
ଏଥିପାଇଁ ମୁଁ ଯିହୁଦାର କୁଳୀନ ନାଗରିକମାନଙ୍କ ସଙ୍ଗେ ୟୁକ୍ତି କରି କରି ସମାନଙ୍କେୁ କହିଲି, ତୁମ୍ଭମାନେେ ବିଶ୍ରାମ ଦିନ ଅପବିତ୍ର କରିବା ପାଇଁ ବହୁତ କୁକର୍ମ କରୁଅଛ?

ଉପଦେଶକ 10:17
ହେ ଦେଶ ଯଦି ତୁମ୍ଭର ରାଜା କୁଳୀନ ପରିବାରରୁ ଆସନ୍ତି ଓ ତୁମ୍ଭର ଅଧିପତିଗଣ ଯବେେ ମତ୍ତତା ନିମନ୍ତେ ନୁହେଁ ମାତ୍ର ବଳ ନିମନ୍ତେ ପାନ କରନ୍ତି ଓ ଉପୟୁକ୍ତ ସମୟରେ ଭୋଜନ କରନ୍ତି, ତବେେ ତୁମ୍ଭେ ଧନ୍ଯ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்