Base Word
חָטָא
Short Definitionproperly, to miss; hence (figuratively and generally) to sin; by inference, to forfeit, lack, expiate, repent, (causatively) lead astray, condemn
Long Definitionto sin, miss, miss the way, go wrong, incur guilt, forfeit, purify from uncleanness
Derivationa primitive root
International Phonetic Alphabetħɔːˈt̪’ɔːʔ
IPA modχɑːˈtɑːʔ
Syllableḥāṭāʾ
Dictionhaw-TAW
Diction Modha-TA
Usagebear the blame, cleanse, commit (sin), by fault, harm he hath done, loss, miss, (make) offend(-er), offer for sin, purge, purify (self), make reconciliation, (cause, make) sin(-ful, -ness), trespass
Part of speechv

ଆଦି ପୁସ୍ତକ 20:6
ଏହାପରେ ପରମେଶ୍ବର ଅବିମଲକେକୁ ସ୍ବପ୍ନ ରେ କହିଲେ, ହଁ ମୁଁ ଜାଣେ ତୁମ୍ଭେ ନିର୍ ଦୋଷ। ତେଣୁ ମୁଁ ତୁମ୍ଭକୁ ରକ୍ଷା କଲି। ମୁଁ ତୁମ୍ଭକୁ ମାେ ବିରୁଦ୍ଧ ରେ ପାପ କରିବାକୁ ଦବେି ନାହିଁ। ମୁଁ ତୁମ୍ଭକୁ ତାଙ୍କ ସହିତ ସହବାସ କରିବାକୁ ଦଇେ ନଥିଲି।

ଆଦି ପୁସ୍ତକ 20:9
ଏହାପରେ ଅବିମଲକେ ଅବ୍ରହାମଙ୍କୁ ଡ଼ାକି କହିଲେ, ତୁମ୍ଭେ କାହିଁକି ଆମ୍ଭ ପ୍ରତିି ଏପରି କଲ? ମୁଁ ତୁମ୍ଭର ତ କିଛି ଦୋଷ କରି ନାହିଁ? ମୁଁ ତୁମ୍ଭ ପ୍ରତି କ'ଣ କରିଛି ଯେ, ମାେ ଦେଶ ପ୍ରତି ବିପଦ ଆଣିବାକୁ ତୁମ୍ଭେ ଇଚ୍ଛା କଲ? ତୁମ୍ଭର ମାେ ପ୍ରତି ଏପରି କରିବାର ନ ଥିଲା।

ଆଦି ପୁସ୍ତକ 31:39
ଯେତବେେଳେ ତୁମ୍ଭର ମଷେ ଓ ଛଳେି ହିଂସ୍ର ଜନ୍ତୁମାନଙ୍କ ଦ୍ବାରା ଖଣ୍ଡିଆ ଖାବରା ହେଲେ, ମୁଁ ତୁମ୍ଭର କ୍ଷତି କରି ଛାଡ଼ି ଦଲେି ନାହିଁ। କିନ୍ତୁ ମାରେ ନିଜର ମଷେ ବା ଛଳେି ତା' ସ୍ଥାନ ରେ ରଖିଲି। ଯଦି କିଛି ରାତି ବା ଦିନ ରେ ଚୋରୀ ହେଉଥିଲା ମାରେ ନିଜର ପଶୁ ତା' ସ୍ଥାନ ରେ ଯୋଗଇଲି।

ଆଦି ପୁସ୍ତକ 39:9
ଏହି ଗୃହ ରେ ସେ ମାେତେ ତାଙ୍କ ସହିତ ସମାନ କରିଛନ୍ତି। ମୁଁ ତାଙ୍କ ସ୍ତ୍ରୀ ସହିତ ଶଯନ କରି ପାରିବି ନାହିଁ। ଏହା ଭୁଲ ଅଟେ, ଏହା ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ ତୁଲ୍ଯ।

ଆଦି ପୁସ୍ତକ 40:1
କିଛି ଦିନପରେ ମିସ୍ରୀଯ ରାଜାଙ୍କର ପାନପତ୍ର ବାହକ ଓ ସୂପକାର ଆପଣାମାନଙ୍କର ମୂନିବ ମିଶ୍ରୀଯ ରାଜାଙ୍କୁ ଅସନ୍ତୁଷ୍ଟ କଲେ।

ଆଦି ପୁସ୍ତକ 42:22
ରୂବନ୍େ ସମାନଙ୍କେୁ କହିଲା, ମୁଁ କହିଥିଲି ତୁମ୍ଭେ ତା'ର କିଛି କ୍ଷତି କର ନାହିଁ। କିନ୍ତୁ ତୁମ୍ଭମାନେେ ସେତବେେଳେ ମାେ କଥା ଶୁଣିଲ ନାହିଁ। ତେଣୁ ସେଥିପାଇଁ ଆମ୍ଭମାନେେ ଦଣ୍ଡ ଭୋଗୁଅଛୁ।

ଆଦି ପୁସ୍ତକ 43:9
ମୁଁ ତୁମ୍ଭକୁ ପ୍ରତିଶୃତି ଦେଉଛି ଯେ ସେ ନିରାପଦ ରହିବ। ମୁଁ ତା' ପାଇଁ ଦାଯି ରହିବି। ଯଦି ମୁଁ ତାକୁ ତୁମ୍ଭ ନିକଟକୁ ଫରୋଇ ନଆଣେ ତବେେ ତୁମ୍ଭେ ମାେତେ ଜୀବନ ସାରା ଦୋଷ ଦବେ।

ଆଦି ପୁସ୍ତକ 44:32
ମୁଁ ଏହି ଭାଇ ପାଇଁ ଦାଯିତ୍ବ ନଇେଛି। ମୁଁ ମାରେ ପିତାଙ୍କୁ କହିଥିଲି, 'ଯଦି ମୁଁ ବିନ୍ଯାମୀନଙ୍କୁ ସାଙ୍ଗ ରେ ନ ନିଏ ତବେେ ସେ ମାେତେ ଜୀବନ ସାରା ଦୋଷ ବହନ କରିବ।'

ଯାତ୍ରା ପୁସ୍ତକ 5:16
ତୁମ୍ଭେ ଆମ୍ଭକୁ କୌଣସି ନଡ଼ା ପାଳ ଦେଉ ନାହଁ କିନ୍ତୁ ପୂର୍ବପରି ଇଟା ନିର୍ମାଣ ପାଇଁ କହୁଛ। ତେଣୁ ଆମ୍ଭର ମୁନିବମାନେ ଆମ୍ଭମାନଙ୍କୁ ପ୍ରହାର କରୁଛନ୍ତି। ତୁମ୍ଭେ ଲୋକମାନେ ଏପରି କରି ଆମ୍ଭମାନଙ୍କ ପ୍ରତି ଅନ୍ଯାଯ କରୁଛନ୍ତି।

ଯାତ୍ରା ପୁସ୍ତକ 9:27
ଫାରୋ ମାଶାେ ଏବଂ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ ସମାନଙ୍କେୁ କହିଲେ, ଏଥର ମୁଁ ପାପ କରିଛି। ସଦାପ୍ରଭୁ ସତ୍ଯ, ସେ ଉତ୍ତମ କରିଛନ୍ତି। ମୁଁ ଏବଂ ମାରେ ଲୋକମାନେ ପାପ କରିଅଛୁ।

Occurences : 238

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்