Base Word | |
אוֹן | |
Short Definition | ability, power, (figuratively) wealth |
Long Definition | vigour, generative power |
Derivation | probably from the same as H0205 (in the sense of effort, but successful) |
International Phonetic Alphabet | ʔon̪ |
IPA mod | ʔo̞wn |
Syllable | ʾôn |
Diction | one |
Diction Mod | one |
Usage | force, goods, might, strength, substance |
Part of speech | n-m |
ଆଦି ପୁସ୍ତକ 49:3
ହେ ମାରେ ପ୍ରଥମ ପୁତ୍ର ରୁବନ୍େ, ତୁମ୍ଭେ ମାରେ ପ୍ରଥମଜାତ ପୁତ୍ର। ତୁମ୍ଭେ ମାରେ ବଳ ଓ ଶକ୍ତିର ପ୍ରଥମ ଫଳ ଏବଂ ପୁଣି ମାରେ ପୁତ୍ରମାନଙ୍କ ମଧିଅରେ ତୁମ୍ଭେ ସବୁଠୁଁ ସମ୍ମାନିତ ଏବଂ ଶକ୍ତିଶାଳି ଥିଲ।
ଦିତୀୟ ବିବରଣ 21:17
ମାତ୍ର ସେ ଅପ୍ରିଯାର ପକ୍ସ୍ଟତ୍ରକକ୍ସ୍ଟ ଜ୍ଯୈଷ୍ଠ ବୋଲି ସ୍ବୀକାର କରି ଆପଣା ସର୍ବସ୍ବରକ୍ସ୍ଟ ଦକ୍ସ୍ଟଇଗକ୍ସ୍ଟଣ ଅଂଶ ତାହାକକ୍ସ୍ଟ ଦବେ। କାରଣ ସେ ତା'ର ଶକ୍ତିର ପ୍ରଥମଜାତ ସନ୍ତାନ ଓ ଜେଷ୍ଠ ଅଧିକାର ତା'ର ଅଟେ।
ଆୟୁବ ପୁସ୍ତକ 18:7
ତାଙ୍କର ଶକ୍ତ ପାଦ କ୍ଷୀଣ ହାଇଯେିବ ଏବଂ ତା'ର ନିଜର ଚକ୍ରାନ୍ତ ତାକୁ ତଳକୁ ଆଣିବ।
ଆୟୁବ ପୁସ୍ତକ 18:12
ଖରାପ ବିଷଯ ତା' ପାଇଁ ଭୋକିଲା ଅଛି। ଧ୍ବଂସ ବିଧ୍ବସ୍ତ ତା' ପାଇଁ ପ୍ରସ୍ତୁତ ଅଛନ୍ତି ସେ ଯେତବେେଳେ ପଡ଼ିବ।
ଆୟୁବ ପୁସ୍ତକ 20:10
ଦୁଷ୍ଟ ବ୍ଯକ୍ତିର ପିଲାମାନେ ସେ ଅପହରଣ କରିଥିବା ଗରିବ ଲୋକର ସମ୍ପତ୍ତିକୁ ପୁଣି ଫରୋଇ ଦବେେ। ତା'ର ନିଜ ହାତ ମଧ୍ଯ ତା'ର ସମ୍ପତ୍ତିକୁ ଫରୋଇ ଦବେ।
ଆୟୁବ ପୁସ୍ତକ 40:16
ବେ ହମୋେତର ଶରୀର ରେ ଅତ୍ଯଧିକ ଶକ୍ତି ଅଛି। ତା'ର ପାକସ୍ଥଳୀର ମାଂସପେଶୀ ଅତି ବଳିଷ୍ଠ।
ଗୀତସଂହିତା 78:51
ସେ ମିଶରରେ ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ହତ୍ଯା କଲେ। ହାମର ପରିବାରରେ ପ୍ରଥମଜାତ ପୁତ୍ରଗଣ।
ଗୀତସଂହିତା 105:36
ଏବଂ ପରମେଶ୍ବର ସମାନଙ୍କେ ଦେଶରେ ସମସ୍ତ ପ୍ରଥମଜାତ ସନ୍ତାନକୁ ହତ୍ଯା କଲେ ଓ ସେ ସମାନଙ୍କେର ଶକ୍ତିର ପ୍ରଥମ ଫଳକୁ ଆଘାତ କଲେ।
ଯିଶାଇୟ 40:26
ଆକାଶକୁ ଦେଖ ! କିଏ ସହେି ନକ୍ଷତ୍ରମାନଙ୍କୁ ସୃଷ୍ଟି କରିଛନ୍ତି ? କିଏ ସହେି ସମସ୍ତ ନକ୍ଷତ୍ରମାନଙ୍କୁ ଆଦେଶ ଦିଅନ୍ତି ଓ ସମାନଙ୍କେ ନାମ ଧରି ସମାନଙ୍କେୁ ଡ଼ାକନ୍ତି। ତାଙ୍କର ପ୍ରବଳ ଶକ୍ତି ଓ ଅମାପ ଶକ୍ତି ଯୋଗୁଁ ଗୋଟିଏ ମଧ୍ଯ ହଜେ ନାହିଁ।'
ଯିଶାଇୟ 40:29
ସେ ଦୁର୍ବଳକୁ ବଳ ଦିଅନ୍ତି ଓ ଶକ୍ତିହୀନକୁ ଶକ୍ତି ପ୍ରଦାନ କରନ୍ତି।
Occurences : 12
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்