Base Word
הָמַם
Short Definitionproperly, to put in commotion; by implication, to disturb, drive, destroy
Long Definitionto move noisily, confuse, make a noise, discomfit, break, consume, crush, destroy, trouble, vex
Derivationa primitive root (compare H1949, H1993)
International Phonetic Alphabethɔːˈmɑm
IPA modhɑːˈmɑm
Syllablehāmam
Dictionhaw-MAHM
Diction Modha-MAHM
Usagebreak, consume, crush, destroy, discomfit, trouble, vex
Part of speechv

ଯାତ୍ରା ପୁସ୍ତକ 14:24
ପ୍ରଭାତ ରେ ସଦାପ୍ରଭୁ ମେଘସ୍ତମ୍ଭ ଓ ଆଲୋକ ସ୍ତମ୍ଭ ଦଇେ ମିଶ୍ରୀଯ ସୈନ୍ଯମାନଙ୍କୁ ଦେଖିଲେ ଏବଂ ସଦାପ୍ରଭୁ ମିଶରୀଯ ସୈନ୍ଯମାନଙ୍କୁ ଦ୍ବନ୍ଦ ରେ ପକାଇଲେ।

ଯାତ୍ରା ପୁସ୍ତକ 23:27
ଯେତବେେଳେ ତୁମ୍ଭମାନେେ ତୁମ୍ଭମାନଙ୍କର ଶତୃମାନଙ୍କ ସହିତ ୟୁଦ୍ଧ କରିବ ସେ ସମୟରେ ମାରେ ମହାନ୍ ଶକ୍ତି ତୁମ୍ଭମାନଙ୍କର ସହାୟ ହବେ। ତୁମ୍ଭମାନେେ ତୁମ୍ଭର ସମସ୍ତ ଶତୃମାନଙ୍କୁ ୟୁଦ୍ଧ ରେ ପରାସ୍ତ କରିବ। ଯେଉଁମାନେ ତୁମ୍ଭ ସହିତ ୟୁଦ୍ଧ କରିବେ ସମାନେେ ଇତଃସ୍ତତ ହାଇେ ଦୌଡି ପଳାଇବେ।

ଦିତୀୟ ବିବରଣ 2:15
ସଦାପ୍ରଭୁଙ୍କର ହସ୍ତ ସମାନଙ୍କେ ବିପକ୍ଷ ରେ ସମସ୍ତ ଲୋକମାନଙ୍କୁ ଧ୍ବଂଶ କରିବା ପର୍ୟ୍ଯନ୍ତ ଥିଲା।

ଯିହୋଶୂୟ 10:10
ସଦାପ୍ରଭୁ ସୈନ୍ଯବାହୀନିକକ୍ସ୍ଟ ଦ୍ବନ୍ଦ ରେ ପକାଇଲେ, ଯେତବେେଳେ ଇଶ୍ରାୟେଲୀୟମାନେ ସମାନଙ୍କେୁ ଆକ୍ରମଣ କଲେ। ତେଣୁ ଇଶ୍ରାୟେଲୀୟମାନେ ସମାନଙ୍କେ ଉପରେ ବିଜଯ ଲାଭ କଲେ। ଇଶ୍ରାୟେଲୀୟମାନେ ଗିବିଯୋନଠାରକ୍ସ୍ଟ ଆକ୍ରମଣ କରି ବୈଥୋରୋଣ ପର୍ୟ୍ଯନ୍ତ ଗୋଡ଼ାଇଲେ, ଆଉ ଅ ସକୋ ଓ ମକ୍କଦୋ ପର୍ୟ୍ଯନ୍ତ ରାସ୍ତା ରେ ସମାନଙ୍କେୁ ପରାସ୍ତ କଲେ।

ବିଚାରକର୍ତାମାନଙ୍କ ବିବରଣ 4:15
ଯେପରି ବାରକ୍ ଏବଂ ତାଙ୍କର ସମସ୍ତ ସୈନିକ ସୀଷରକକ୍ସ୍ଟ ଆକ୍ରମଣ କଲେ, ସଦାପ୍ରଭୁ ସୀଷରାକକ୍ସ୍ଟ ଓ ତାଙ୍କର ସୈନ୍ଯମାନଙ୍କ ପ୍ରତି ଦ୍ବନ୍ଦ ହେଲେ। ସମାନେେ ସ୍ଥିର କରିପାରିଲେ ନାହିଁ କ'ଣ କରିବେ। ତେଣୁ ବରାକ୍ ଏବଂ ତାଙ୍କର ସୈନ୍ଯମାନେ ସୀଷରର ୈସନ୍ଯମାନଙ୍କୁ ପରାସ୍ତ କଲେ, କିନ୍ତୁ ସୀଷର ରଥରକ୍ସ୍ଟ ଓହ୍ଲାଇ ପଡିଲେ ଏବଂ ଦୌଡି ପଳାଯନ କଲେ।

ପ୍ରଥମ ଶାମୁୟେଲ 7:10
ଶାମକ୍ସ୍ଟଯଲେ ନବୈେଦ୍ଯକକ୍ସ୍ଟ ଦଗ୍ଧ କରିବା ସମୟରେ ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ କରିବା ପାଇଁ ଆସିଲେ କିନ୍ତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ଆଗ ରେ ଖକ୍ସ୍ଟବ୍ ଜାରେ ରେ କୋଳାହଳ କଲେ ଏବଂ ପଲେଷ୍ଟୀୟମାନେ ଡରିଗଲେ ଓ ଦ୍ବନ୍ଦ ରେ ପଡିଗଲେ, ସେଥିପାଇଁ ଇଶ୍ରାୟେଲୀୟମାନେ ସମାନଙ୍କେୁ ପରାସ୍ତ କଲେ।

ଦିତୀୟ ଶାମୁୟେଲ 22:15
ସଦାପ୍ରଭୁ ଆପଣ ବାଣ ପ୍ରଯୋଗ କଲେ। ସେ ଶତୃମାନଙ୍କୁ ଛିନ୍ଛତ୍ର କଲେ। ସଦାପ୍ରଭୁ ବିଜକ୍ସ୍ଟଳି ଦ୍ବାରା ସମାନଙ୍କେୁ ଉଦ୍ବିଗ୍ନ କଲେ।

ଦିତୀୟ ବଂଶାବଳୀ 15:6
ଗୋଟିଏ ଦେଶ ଆଉ ଏକ ଦେଶକୁ ବିନାଶ କରୁଥିଲା ଓ ଗୋଟିଏ ନଗର ଆଉ ଗୋଟିଏ ନଗରକୁ ଧ୍ବଂସ କରୁଥିଲା। ପରମେଶ୍ବର ସମାନଙ୍କେ ପ୍ରତି ସବୁ ପ୍ରକାର ଦୁର୍ଦ୍ଦଶା ଘଟାଉ ଥିବାରୁ ଏହିପରି ଘଟୁଥିଲା।

ଏଷ୍ଟର ବିବରଣ 9:24
କାରଣ ସମୁଦାଯ ୟିହୁଦୀଯ ଲୋକର ଶତୃ ଅଗାମୀଯ ହମ୍ମଦାଥାର ପୁତ୍ର ହାମନ୍ ସମାନଙ୍କେୁ ବିନାଶ କରିବାର ସଂକଳ୍ପ କରି ସମାନଙ୍କେୁ ଲୁପ୍ତ ଓ ବିନାଶ କରିବା ପାଇଁ ପୂର ଅର୍ଥାତ୍ ଲୋଟ ଦ୍ବାରା ସମାନେେ ନିଷ୍ପତ୍ତି କରିଥିଲେ।

ଗୀତସଂହିତା 18:14
ସଦାପ୍ରଭୁ ଆପଣା ବାଣ ପ୍ରଯୋଗ କଲେ ଓ ଶତ୍ରୁମାନଙ୍କୁ ବିନାଶ କଲେ। ସେ ବିଜୁଳି ମାରି ସମାନେଙ୍ଖୁ ଉଚ୍ଛନ୍ନ କଲେ। ଲୋକେ ବୁଝି ପାରିଲେ ନାହିଁ କ'ଣ ସବୁ ଘଟୁଛି।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்