Base Word
הֲדַס
Short Definitionthe myrtle
Long Definitionmyrtle (tree)
Derivationof uncertain derivation
International Phonetic Alphabethə̆ˈd̪ɑs
IPA modhə̆ˈdɑs
Syllablehădas
Dictionhuh-DAHS
Diction Modhuh-DAHS
Usagemyrtle (tree)
Part of speechn-m

ନିହିମିୟା 8:15
ସମାନେେ ଯେତବେେଳେ ଏହା ଶୁଣିଲେ, ସମାନେେ ଏହି ବାର୍ତ୍ତା ୟିରୁଶାଲମକୁ ଓ ସମାନଙ୍କେ ସମସ୍ତ ନଗରକୁ ପଠାଇଲେ। ପର୍ବତମଯ ଦେଶକୁ ୟାଅ ଏବଂ ଅଲିଭ ବୃକ୍ଷରୁ ଡାଳ, ଜଙ୍ଗଲି ଅଲିଭି ତୁଲ୍ଯ, ମେ ହନ୍ଦେି ବୃକ୍ଷର ଶାଖା, ଖଜୁରୀ ଶାଖା ଓ ଗହଳିଆ ଶାଖା ସଂଗ୍ରହ କର। ଏହି ଶାଖାଗୁଡିର କ୍ଷଣସ୍ଥାଯୀ ପତ୍ରକୂଟୀର ତିଆରି କରିବା ରେ ବ୍ଯବହାର କର। ଏହିପରି କର କାରଣ ତାହା ବ୍ଯବସ୍ଥା ପୁସ୍ତକରେ ଲିଖିତ ଅଛି।

ଯିଶାଇୟ 41:19
ଆମ୍ଭେ ପ୍ରାନ୍ତର ରେ ଏରସ, ବାବଲ, ମେ ହନ୍ଦେି, ତୈଳବୃକ୍ଷ ରୋପଣ କରିବା ଓ ମରୁଭୂମିରେ ଦବଦୋରୁ, ତିଧର, ତାଶୂର ବୃକ୍ଷା ଏକତ୍ର ଲଗାଇବା।

ଯିଶାଇୟ 55:13
କଣ୍ଟକ ବୃକ୍ଷ ପରିବର୍ତେ ଦବଦୋରୁ ବୃକ୍ଷ ଜନ୍ମିବ। ପୁନଶ୍ଚ ତାହା ସଦାପ୍ରଭୁଙ୍କର ମହିମା ସ୍ବରୂପ ହବେ ଓ କବେେ ଧ୍ବଂସ ହବେ ନାହିଁ।'

ଯିଖରିୟ 1:8
ରାତି ରେ ମୁଁ ଲାଲ୍ ଅଶ୍ବ ଉପ ରେ ଏକ ବ୍ଯକ୍ତିକୁ ଦେଖିଲି। ଏହା ଉପତ୍ୟକାର ମେ ହନ୍ଦେି ବୁଦା ମଝି ରେ ଛିଡା ହାଇେଥିଲା। ତାଙ୍କ ପଛ ରେ ଲାଲ୍, ଧୂସର ଏବଂ ଧଳା ଅଶ୍ବଗୁଡିକ ଥିଲେ।

ଯିଖରିୟ 1:10
ତା'ପ ରେ ମେ ହନ୍ଦେି ବୁଦା ମଧିଅରେ ଛିଡା ହାଇେଥିବା ବ୍ଯକ୍ତି ଜଣଙ୍କୁ କହିଲେ, ପୃଥିବୀ ରେ ଏଣେ ତଣେେ ଭ୍ରମଣ କରିବା ପାଇଁ ସଦାପ୍ରଭୁ ଏହି ଅଶ୍ବଗୁଡିକୁ ପ୍ ରରଣେ କରିଛନ୍ତି।

ଯିଖରିୟ 1:11
ତା'ପ ରେ ସହେି ଅଶ୍ବଗୁଡିକ ମେ ହନ୍ଦେି ବୁଦା ମଧିଅରେ ଛିଡା ହାଇେଥିବା ସଦାପ୍ରଭୁଙ୍କ ସ୍ବର୍ଗଦୂତକୁ କହିଲେ, ଦେଖ ଆମ୍ଭମାନେେ ସାରା ପୃଥିବୀ ରେ ଭ୍ରମଣ କରିଛୁ ଏବଂ ସମଗ୍ର ପୃଥିବୀ ସୁସ୍ଥିର ଓ ଶାନ୍ତ ଅଛି।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்