Base Word
דּוּשׁ
Short Definitionto trample or thresh
Long Definitionto tread out, thresh
Derivationor דּוֹשׁ; or דִּישׁ; a primitive root
International Phonetic Alphabetd̪uːʃ
IPA modduʃ
Syllabledûš
Dictiondoosh
Diction Moddoosh
Usagebreak, tear, thresh, tread out (down), at grass (Jeremiah 50:11, by mistake for H1877)
Part of speechv

ଦିତୀୟ ବିବରଣ 25:4
ବଳଦମାନେ ବେଁଙ୍ଗଲା ରେ ବକ୍ସ୍ଟଲିବା ସମୟରେ ସମାନଙ୍କେର ମକ୍ସ୍ଟହଁ ବାନ୍ଧିବ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 8:7
ତେଣୁ ଗିଦ୍ଦିୟୋନ କହିଲେ, ଏହି କାରଣରକ୍ସ୍ଟ ଯେତବେେଳେ ସଦାପ୍ରଭୁ ମାେତେ ସବହେ ଓ ସଲ୍ମୁନ୍ନର ଅକ୍ତିଆର କରିବା ପାଇଁ ସାହାୟ୍ଯ କରନ୍ତି। ମୁ ଏଠାକକ୍ସ୍ଟ ଫରେିଆସିବି ଏବଂ ତା'ପରେ ମୁ ତୁମ୍ଭର ମାଂସକକ୍ସ୍ଟ ପ୍ରାନ୍ତର ରେ କାନକୋଳି କଣ୍ଟା ଦ୍ବାରା ଫୋଡିବି।

ଦିତୀୟ ରାଜାବଳୀ 13:7
ଅରାମର ରାଜା ୟିହୋଯାଶ୍ଙ୍କ ସୈନ୍ଯବାହିନୀକୁ ପରାସ୍ତ କରି ତାଙ୍କର ମାତ୍ର ପଚାଶ ଅଶ୍ବାରୋହୀ, ଦଶଟି ରଥ ଓ 10,000 ପଦାତିକଙ୍କୁ ଛାଡି ଅନ୍ୟ ସମସ୍ତଙ୍କୁ ବଧ କଲେ। ଯିହାୟୋଦାରଶ୍ଙ୍କ ସୈନ୍ଯମାନେ ଶସ୍ଯ ଅମଳ ସମୟରେ ଅଗାଡି ତୁଲ୍ଯ ପବନ ରେ ଗ୍ଭଲିଗଲେ।

ପ୍ରଥମ ବଂଶାବଳୀ 21:20
ଅରଣନ୍ ଗହମ ଦଳୁଥିଲେ। ଅରଣନ୍ ବୁଲି ପଡ଼ିଲେ ଓ ସ୍ବର୍ଗଦୂତଙ୍କୁ ଦେଖିଲେ। ଅରଣନ୍ଙ୍କ ଚାରି ପୁତ୍ର ଲୁଚିବା ନିମନ୍ତେ ଦୌଡ଼ିଗଲେ।

ଆୟୁବ ପୁସ୍ତକ 39:15
ଓଟ ପକ୍ଷୀ ଭୁଲିୟାଏ ହୁଏତ ତା'ର ଅଣ୍ଡା ଉପରେ କିଏ ଚଢ଼ିୟିବ କିମ୍ବା କୌଣସି ବଣୁଆ ଜନ୍ତୁ ତା'ର ଅଣ୍ଡାକୁ ଭାଙ୍ଗି ଦବେେ।

ଯିଶାଇୟ 25:10
ଏହି ପର୍ବତ ଉପ ରେ ସଦାପ୍ରଭୁଙ୍କର ହସ୍ତ ଅଧିଷ୍ଠିତ ହବେ। ମାତ୍ର ଖାତକୁଣ୍ଡ ରେ କୁଟା ଦଳିତ ହେଲାପରି ମାୟୋବ ନିଜ ସ୍ଥାନ ରେ ଦଳିତ ହବେ।

ଯିଶାଇୟ 25:10
ଏହି ପର୍ବତ ଉପ ରେ ସଦାପ୍ରଭୁଙ୍କର ହସ୍ତ ଅଧିଷ୍ଠିତ ହବେ। ମାତ୍ର ଖାତକୁଣ୍ଡ ରେ କୁଟା ଦଳିତ ହେଲାପରି ମାୟୋବ ନିଜ ସ୍ଥାନ ରେ ଦଳିତ ହବେ।

ଯିଶାଇୟ 28:27
କୃଷକ କ'ଣ କଳାଜିରାକୁ କୌଣସି ତୀକ୍ଷ୍ମ ପତ୍ର ରେ ପଷେେ ? ସେ କ'ଣ ଜିରା ଅମଳ କରିବା ପାଇଁ ଶକଟ ଚକ୍ର ବୁଲାଏ ? ସେ ୟଷ୍ଟି ବ୍ଯବହାର କରି ସମାନଙ୍କେୁ ଅମଳ କରେ।

ଯିଶାଇୟ 28:28
ଜଣେ ସ୍ତ୍ରୀ ଲୋକ ପାଣି ଅଟା ସହିତ ମିଶାଏ ଏବଂ ରୋଟୀ କରିବା ପାଇଁ ହାତ ରେ ଦଳେ, ମାତ୍ର ସେ ତାହା ଚିରକାଳ କରେ ନାହିଁ। ସଦାପ୍ରଭୁ ତାଙ୍କ ଲୋକମାନଙ୍କୁ ସହେିପରି ଶିକ୍ଷା ଦିଅନ୍ତି। ସେ ଯଦିଓ ଶକଟଚକ୍ର ଘୁରାନ୍ତି, ସେ ତାଙ୍କର ଅଶ୍ବଗଣକୁ ଚୂର୍ଣ୍ଣ କରନ୍ତି ନାହିଁ।

ଯିଶାଇୟ 41:15
ଦେଖ, ମୁଁ ତୁମ୍ଭକୁ ତୀକ୍ଷ୍ମ ଛୁରିକା ବିଶିଷ୍ଟ ଏକ ନୂଆ ଶସ୍ଯ-ମର୍ଦ୍ଦନ ୟନ୍ତ୍ର ସ୍ବରୂପ କରିବି, ତୁମ୍ଭେ କୃଷକ ଶସ୍ଯକୁ ମର୍ଦ୍ଦନ କଲାପରି ପର୍ବତଗୁଡ଼ିକୁ ମର୍ଦ୍ଦନ କରି ଚୂର୍ଣ୍ଣ କରିବ ଓ ଉପପର୍ବତଗୁଡ଼ିକୁ ଭୂଷି ତୁଲ୍ଯ କରିବ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்