Base Word | |
גְּמוּל | |
Short Definition | treatment, i.e., an act (of good or ill); by implication, service or requital |
Long Definition | dealing, recompense, benefit |
Derivation | from H1580 |
International Phonetic Alphabet | ɡɛ̆ˈmuːl |
IPA mod | ɡɛ̆ˈmul |
Syllable | gĕmûl |
Diction | ɡeh-MOOL |
Diction Mod | ɡeh-MOOL |
Usage | + as hast served, benefit, desert, deserving, that which he hath given, recompense, reward |
Part of speech | n-m |
ବିଚାରକର୍ତାମାନଙ୍କ ବିବରଣ 9:16
ଯଦି ବାସ୍ତବ ରେ ତୁମ୍ଭମାନେେ ଅବୀମଲକେକକ୍ସ୍ଟ ରାଜା କରିବା ରେ ସାଧକ୍ସ୍ଟତା ଅବଲମ୍ବନ କରିଥାଅ ଓ ଏହା କରିବା ଦ୍ବାରା ତୁମ୍ଭମାନେେ ଓ ୟିରକ୍ସ୍ଟଦ୍ଦାଲ୍ ଓ ତା'ର ପରିବାର ପ୍ରତି ନିରପେକ୍ଷ ଦଖାଇେଥାଅ ଏବଂ ଯଦି ସମାନଙ୍କେ ପ୍ରାପ୍ଯ ଅନକ୍ସ୍ଟସା ରେ ବ୍ଯବହାର କରିଥାଅ।
ଦିତୀୟ ବଂଶାବଳୀ 32:25
କିନ୍ତୁ ହିଜକିଯଙ୍କ ହୃଦଯ ଗର୍ବୀ ଥିଲା, ତେଣୁ ସେ ପରମେଶ୍ବରଙ୍କ ମହାଦୟା ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ ନାହିଁ। ଏଥି ନିମନ୍ତେ ପରମେଶ୍ବର ହିଜକିଯ ଓ ଯିହୁଦା ଏବଂ ୟିରୁଶାଲମର ଲୋକଙ୍କ ପ୍ରତି କୋର୍ଧ କଲେ।
ଗୀତସଂହିତା 28:4
ସଦାପ୍ରଭୁ ସହେି ଲୋକମାନେ ଅନ୍ୟ ଲୋକମାନଙ୍କ ପ୍ରତି ଖରାପ ଆଚରଣ କରନ୍ତି। ତଣେୁ ସମାନେେ ସମାନଙ୍କେ କର୍ମାନୁରୂପ ଫଳ ପାଆନ୍ତୁ। ସମାନଙ୍କେୁ ୟଥାୟୋଗ୍ଯ ଫଳ ଦିଆଯାଉ।
ଗୀତସଂହିତା 94:2
ତୁମ୍ଭେ ହେଉଛ ସାରା ପୃଥିବୀର ବିଚାରକର୍ତ୍ତା। ଜାଗି ଉଠ ଏବଂ ଅହଙ୍କାରୀ ଲୋକମାନଙ୍କୁ ତାଙ୍କର କର୍ମାନୁସାରେ ଫଳ ଦିଅ, ୟାହା ସମାନେେ ଚାହାଁନ୍ତି।
ଗୀତସଂହିତା 103:2
ହେ ମାରେ ପ୍ରାଣ, ସଦାପ୍ରଭୁଙ୍କ ପ୍ରଶଂସା କର। ତାଙ୍କର ମଙ୍ଗଳଦାନସବୁ ପାଶାରେ ନାହିଁ।
ଗୀତସଂହିତା 137:8
ହେ ବାବିଲୋନ, ତୁମ୍ଭେ ଧ୍ବଂସ ହବେ! ମୁଁ ୟେ କୌଣସି ଲୋକକୁ ଆଶୀର୍ବାଦ ଦବେି, ୟିଏ ତୁମ୍ଭକୁ ପ୍ରତିଦାନ ଦବେ, ୟାହା ତୁମ୍ଭେ ଆମ୍ଭ ପ୍ରତି କରିଥିଲ।
ହିତୋପଦେଶ 12:14
ମନୁଷ୍ଯ ଆପଣା ମୁଖର ଫଳ ଦ୍ବାରା ମଙ୍ଗଳ ରେ ପରିତୃପ୍ତ ହବେ। ଏବଂ ସେ ହସ୍ତକୃତ କର୍ମଫଳ ତାହାକୁ ଭୋଗ କରିବାକୁ ହବେ।
ହିତୋପଦେଶ 19:17
ଯେ ଦରିଦ୍ରକୁ ଦୟା କରେ, ସେ ସଦାପ୍ରଭୁଙ୍କୁ ଋଣ ଦିଏ। ସେ ତାହାର ଉତ୍ତମ କର୍ମର ପରିଶାଧେ କରିବେ।
ଯିଶାଇୟ 3:11
ମାତ୍ର ଦୁରାଚାରୀମାନଙ୍କ ପାଇଁ ଏହା ଅତି ମନ୍ଦଫଳ ହବେ। ସମାନଙ୍କେୁ ବହୁକଷ୍ଟ ଆସିବ। ସମାନେେ ସମାନଙ୍କେର କୁକର୍ମ ଯୋଗୁଁ ଦଣ୍ଡିତ ହବେେ।
ଯିଶାଇୟ 35:4
ଭୀତଗ୍ରସ୍ତ ଲୋକମାନଙ୍କୁ ଅଭୟ ଦଇେ କୁହ, ସାହସୀ ହୁଅ, ଭୟ କର ନାହିଁ। ଦେଖ, ତୁମ୍ଭର ପରମେଶ୍ବର ବିପକ୍ଷମାନଙ୍କ ଉପ ରେ ପ୍ରତି ଶାଧେ ନବୋକୁ ଆସିବେ। ସଦାପ୍ରଭୁ ପ୍ରତିଫଳ ସହିତ ଆସି ତୁମ୍ଭମାନଙ୍କୁ ପରିତ୍ରାଣ କରିବେ।
Occurences : 19
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்